Talcher Badabazar Ganesh Puja Committee

Talcher Badabazar Ganesh Puja Committee Contact information, map and directions, contact form, opening hours, services, ratings, photos, videos and announcements from Talcher Badabazar Ganesh Puja Committee, Cultural Center, Talcher Town, Talcher.

ବଡ଼ ବଜାର ଗଣେଶ ପୂଜା କମିଟି ୨0୨୩
23/09/2023

ବଡ଼ ବଜାର ଗଣେଶ ପୂଜା କମିଟି ୨0୨୩

20/09/2023

वक्रतुण्ड महाकाय, सूर्यकोटि समप्रभ।
निर्विघनम कुरु मे देव, सर्वकार्येषु सर्वदा।।
_ଓଁ ଗଂ ଗଣପତୟେ ନମଃ, ଗଣେଶାୟ ନମଃ_ 🙏

୧୯୪୫ମସିହା ରେ ସର୍ବେ ପ୍ରଥମେ ବଡ଼ ବଜାର ଠାରେ ସ୍ବର୍ଗତ ହେମନ୍ତ ସାହୁ, ବନ୍ଧୁ ସାହୁ ଓ ଅନ୍ୟନ୍ୟ ୫ଜଣ ସଦସ୍ୟ ଙ୍କ ଦ୍ୱାରା ସର୍ବେ ପ୍ରଥମେ ପ୍ରଭୁ ବିଘ୍ନ ବିନାଶକ ଙ୍କ ପୂଜା ଅନୁଷ୍ଠିତ ହେଇଥିଲା ପରେ ପରେ ପୁରା ତାଳଚେର ସହର କୁ ବ୍ୟାପି ଥିଲା ଆଜି ଏହା ସମଗ୍ର ଓଡିଶା ରେ ପ୍ରସିଦ୍ଧ ଲାଭ କରିଅଛି ତାଳଚେର ଗଣେଶ ପୂଜା।
ଆଜି ଆମ ବଡ଼ ବଜାର ପୂଜା କମିଟି ୭୮ବର୍ଷ ରେ ପାଦ ଥାପିଛି
ସମସ୍ତ କର୍ମକର୍ତା ଙ୍କ ସହଯୋଗ ରେ।

ବହୁତ ବହୁତ ଧନ୍ୟବାଦ ସମସ୍ତ କର୍ମ କର୍ତ୍ତା ମାନଙ୍କୁ 🙏🙏🙏

ଜୟ ଗଜାନନ 💞🙏

ଗଣେଶ ପୂଜା ଭସାଣୀ ଲିଷ୍ଟବଡ଼ ବଜାର ଗଣେଶ ପୂଜା କମିଟିବିଭାଗ - କନମ୍ବର- ୫🤟🤟🤟🤟🤟🤟
09/09/2023

ଗଣେଶ ପୂଜା ଭସାଣୀ ଲିଷ୍ଟ
ବଡ଼ ବଜାର ଗଣେଶ ପୂଜା କମିଟି
ବିଭାଗ - କ
ନମ୍ବର- ୫
🤟🤟🤟🤟🤟🤟

ଦୁଖଦଃ ଖବର😔😔😔 ତାଳଚେର ଟାଉନ ବଡବଜାର ର ବିଶିଷ୍ଟ ଵେବସାୟୀ #ଗଣେଶ_ଅଗ୍ରୱାଲ ଙ୍କ ର ଆଜି ଦେହାନ୍ତ ଖବର ରେ  #ବଡ଼ବଜାର ର ସମସ୍ତ ଦୋକାନୀ ଭାଇ ମା...
10/08/2023

ଦୁଖଦଃ ଖବର😔😔😔
ତାଳଚେର ଟାଉନ ବଡବଜାର ର ବିଶିଷ୍ଟ ଵେବସାୟୀ
#ଗଣେଶ_ଅଗ୍ରୱାଲ ଙ୍କ ର ଆଜି ଦେହାନ୍ତ ଖବର ରେ #ବଡ଼ବଜାର ର ସମସ୍ତ ଦୋକାନୀ ଭାଇ ମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଉଛି!
ଓମ ଶାନ୍ତି 🙏

09/08/2023

Ready 🤟🤟🤟

09/08/2023

ଚଳଚଞ୍ଚଳ ସାରା ତାଳଚେର ସହର ବାବା ଆସୁଛନ୍ତି
ଜୟ ଗଜାନନ ❤️🙏

Address

Talcher Town
Talcher
759107

Website

Alerts

Be the first to know and let us send you an email when Talcher Badabazar Ganesh Puja Committee posts news and promotions. Your email address will not be used for any other purpose, and you can unsubscribe at any time.

Share