Koshal Maza

Koshal Maza Welcome To Koshal Maza Page ��

💙 ପ୍ରେମର ରଙ୍ଗ ଯେତେବେଳେ ହୃଦୟକୁ ଛୁଏ… ସେତେବେଳେ ଆରମ୍ଭ ହୁଏ “PREM WALA FEVER” 🎶✨Romantic vibe, cinematic look & pure heart-tou...
13/06/2026

💙 ପ୍ରେମର ରଙ୍ଗ ଯେତେବେଳେ ହୃଦୟକୁ ଛୁଏ… ସେତେବେଳେ ଆରମ୍ଭ ହୁଏ “PREM WALA FEVER” 🎶✨

Romantic vibe, cinematic look & pure heart-touching chemistry ❤️
Sameer Luha & Nehaଙ୍କ ଏହି ନୂଆ ମ୍ୟୁଜିକ୍ ଆଲବମ୍ ତୁମର playlist କୁ next level କରିଦେବ 🔥

🎤 Singer: Sameer Luha & Neha
✍ Lyrics: Jogadhyan Hansa
🎼 Music: Sameer Luha
🎬 Producer: VIGOUR VIBES PRODUCTIONS

Full romantic mood + luxury cinematic feel + heart touching expressions 💫

Follow for more amazing updates & entertainment 🎥

🌿 ନୂଆ ଗୀତର ଭାବନା ଆଉ ଗାଁର ସୁନ୍ଦର ଦୃଶ୍ୟ ହୃଦୟ କେ ଛୁଇଁଗଲା ❤️🎶Beautiful Sambalpuri vibes, emotional expressions & pure villag...
09/06/2026

🌿 ନୂଆ ଗୀତର ଭାବନା ଆଉ ଗାଁର ସୁନ୍ଦର ଦୃଶ୍ୟ ହୃଦୟ କେ ଛୁଇଁଗଲା ❤️🎶

Beautiful Sambalpuri vibes, emotional expressions & pure village aesthetics make this song feel so special. The chemistry, traditional styling and cinematic scenes are winning hearts everywhere 🌾✨

Kenta lagla ei nuaa gaana? Comment kari nijar favourite scene ta kuhantu 😍🔥

🌾 ଗାଁର ମାଟିର ସୁଗନ୍ଧ, ସମ୍ବଲପୁରୀ ଭାବନା ଆଉ ହୃଦୟକୁ ଛୁଇଁଯାଉଥିବା ଗୀତ… 🎶❤️ଏହି ନୂଆ Sambalpuri song ର village vibe ଆଉ cinematic s...
09/06/2026

🌾 ଗାଁର ମାଟିର ସୁଗନ୍ଧ, ସମ୍ବଲପୁରୀ ଭାବନା ଆଉ ହୃଦୟକୁ ଛୁଇଁଯାଉଥିବା ଗୀତ… 🎶❤️

ଏହି ନୂଆ Sambalpuri song ର village vibe ଆଉ cinematic scenes ଲୋକଙ୍କ ମନ ଜିତୁଛି 😍🔥
ଗୀତର music, emotion ଆଉ natural acting ସତରେ ଜବରଦସ୍ତ ଲାଗୁଛି ✨

ତମକୁ ଗୀତ କେନ୍ତା ଲାଗୁଛେ? Comment ରେ ନିଶ୍ଚୟ କୁହନ୍ତୁ 👇

Sambalpuri Our Identity ❤️
Follow KOSHAL MAZA for more updates 🔥

🌟 ସମ୍ବଲପୁରୀ ସଙ୍ଗୀତର ଚାରିଟିଏ ଜବରଦସ୍ତ ସ୍ୱର… କିନ୍ତୁ ତମର Favourite ଷ୍ଟାର୍ କିଏ? 🎤🔥ଆଶିଷ କୁମ୍ଭାର, ରୂକୁ ସୁନା, ହ୍ୟୁମାନ ସାଗର & ଉମା...
23/05/2026

🌟 ସମ୍ବଲପୁରୀ ସଙ୍ଗୀତର ଚାରିଟିଏ ଜବରଦସ୍ତ ସ୍ୱର… କିନ୍ତୁ ତମର Favourite ଷ୍ଟାର୍ କିଏ? 🎤🔥
ଆଶିଷ କୁମ୍ଭାର, ରୂକୁ ସୁନା, ହ୍ୟୁମାନ ସାଗର & ଉମାକାନ୍ତ ବାରିକ — ସମ୍ବଲପୁରୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ସୁପରହିଟ୍ ନାମ ❤️✨

କାହାର ଗୀତ ଶୁଣିଲେ ତମର ଦିନ ଆରମ୍ଭ ହୁଏ? 😍🎶
Comment କରି ନିଜର Favourite Singer ନାଁ କୁହନ୍ତୁ 👇

Follow KOSHAL MAZA for more Sambalpuri entertainment updates 🔥

Ashish Kumbhar Ruku Suna Official

🎬 ସମ୍ବଲପୁରୀ ସିନେମା ଜଗତ ପାଇଁ ଗର୍ବର ମୁହୂର୍ତ୍ତ ❤️🏆“ଅନନ୍ତ” ତାର ଅଦ୍ଭୁତ କାହାଣୀ, ଅଭିନୟ ଓ ସଙ୍ଗୀତ ଦ୍ୱାରା 5ଟି ବଡ଼ ସମ୍ମାନ ଜିତି ସମସ୍...
21/05/2026

🎬 ସମ୍ବଲପୁରୀ ସିନେମା ଜଗତ ପାଇଁ ଗର୍ବର ମୁହୂର୍ତ୍ତ ❤️🏆
“ଅନନ୍ତ” ତାର ଅଦ୍ଭୁତ କାହାଣୀ, ଅଭିନୟ ଓ ସଙ୍ଗୀତ ଦ୍ୱାରା 5ଟି ବଡ଼ ସମ୍ମାନ ଜିତି ସମସ୍ତଙ୍କ ହୃଦୟ ଜିତିନେଲା ✨🔥

🎖️ Best Film
🎖️ Best Actor
🎖️ Best Director
🎖️ Best Supporting Role
🎖️ Best Lyricist

ଏହା କେବଳ ଗୋଟିଏ ଫିଲ୍ମର ସଫଳତା ନୁହେଁ… ଏହା ସମ୍ବଲପୁରୀ ମାଟିର ଗର୍ବ ❤️

Follow KOSHAL MAZA for more updates ✨

🔥 ଆଶିଷ କୁମ୍ଭାର VS ସ୍ୱୟମ୍ ପାଢ଼ୀ 🎤ସମ୍ବଲପୁରୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଦୁଇଟି ପାୱରଫୁଲ୍ ଭଏସ୍ ଆଜି ଏକେ ଫ୍ରେମ୍ ରେ! ❤️‍🔥ଗୋଟେ ପଟେ ଲୋକଗୀ...
21/05/2026

🔥 ଆଶିଷ କୁମ୍ଭାର VS ସ୍ୱୟମ୍ ପାଢ଼ୀ 🎤
ସମ୍ବଲପୁରୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଦୁଇଟି ପାୱରଫୁଲ୍ ଭଏସ୍ ଆଜି ଏକେ ଫ୍ରେମ୍ ରେ! ❤️‍🔥

ଗୋଟେ ପଟେ ଲୋକଗୀତର ଝଙ୍କାର, ଆଉ ଗୋଟେ ପଟେ ଯୁବ ହୃଦୟର ଫେଭରିଟ୍ ମେଲୋଡି ଷ୍ଟାର। 🎶✨
ଆପଣଙ୍କୁ କାହାର ଗୀତ ସବୁଠାରୁ ଅଧିକ ଭଲ ଲାଗେ? 😍👇

🎤 Stage Performance
🔥 Powerful Voice
❤️ Sambalpuri Music Vibes
🌟 Odisha Entertainment Pride

Comment kari kuhantu apankara favourite kie? 🎧💥
Follow KOSHAL MAZA for more Sambalpuri entertainment updates.

Swayam Pravash Padhi Ashish Kumbhar

✨ ଜୟଶ୍ରୀ ସାରଙ୍ଗୀ — ସମ୍ବଲପୁରୀ ଓ ଓଡ଼ିଆ ଇଣ୍ଡଷ୍ଟ୍ରିର ଗୋଟିଏ ଷ୍ଟାଇଲିଶ ଏବଂ ଟ୍ୟାଲେଣ୍ଟେଡ୍ ମୁହଁ ❤️🔥From traditional elegance to mo...
15/05/2026

✨ ଜୟଶ୍ରୀ ସାରଙ୍ଗୀ — ସମ୍ବଲପୁରୀ ଓ ଓଡ଼ିଆ ଇଣ୍ଡଷ୍ଟ୍ରିର ଗୋଟିଏ ଷ୍ଟାଇଲିଶ ଏବଂ ଟ୍ୟାଲେଣ୍ଟେଡ୍ ମୁହଁ ❤️🔥

From traditional elegance to modern glam vibes, Jayshree Sarangi is winning hearts with her beauty, confidence & charming screen presence. 🌸✨
ସମ୍ବଲପୁରୀ ଗର୍ବକୁ ନୂଆ ଷ୍ଟାଇଲ୍ ରେ ପ୍ରେଜେଣ୍ଟ କରୁଥିବା ଏହି ଅଭିନେତ୍ରୀ ଆଜି ଯୁବ ପିଢ଼ୀର favorite face ହୋଇପାରିଛନ୍ତି। 💫

📸 Glamour
🎭 Talent
🌺 Sambalpuri Grace
❤️ Odisha Pride

ଆପଣଙ୍କର favourite look କେଉଁଟା? 😍👇
Follow KOSHAL MAZA for more Sambalpuri entertainment updates.

ରୁକୁ ସୁନା ସାଙ୍ଗେ କାହାର ଗୀତ ତମକେ ସବୁଠୁ ବେଶି ଭଲ ଲାଗେବା? 🎤🔥ଆର୍ଚନା ପାଢ଼ୀ, ଅନ୍ତରା ଚକ୍ରବର୍ତୀ ନା ସ୍ୱାଗତିକା ତ୍ରିପାଠୀ? ❤️✨Sambalp...
14/05/2026

ରୁକୁ ସୁନା ସାଙ୍ଗେ କାହାର ଗୀତ ତମକେ ସବୁଠୁ ବେଶି ଭଲ ଲାଗେବା? 🎤🔥
ଆର୍ଚନା ପାଢ଼ୀ, ଅନ୍ତରା ଚକ୍ରବର୍ତୀ ନା ସ୍ୱାଗତିକା ତ୍ରିପାଠୀ? ❤️✨

Sambalpuri music industry re Ruku Suna nka voice mane alga craze! 😍
Pratyek singer sange tanka chemistry & melody fans mananku pura entertain karuchhe 🎶🔥

💬 Comment kari nischaya kuhantu —
Ruku Suna + Kie heuchhi best musical combo? 👑🎧

Tag your favorite singer fan gang & share this poster now 💥

Ruku Suna Official

ଭକ୍ତ ପ୍ରସାଦ ବାରିକ 🆚 ବୃନ୍ଦାବନ ମେହେର 🎤🔥ସମ୍ବଲପୁରୀ ସଙ୍ଗୀତ ଜଗତର ଦୁଇ ଜଣ ଜବରଦସ୍ତ ନାଁ ❤️ଦୁହେଁ ନିଜର ଗୀତ, ଷ୍ଟାଇଲ୍ ଓ ଭଏସ୍ ଦ୍ୱାରା ଲୋ...
13/05/2026

ଭକ୍ତ ପ୍ରସାଦ ବାରିକ 🆚 ବୃନ୍ଦାବନ ମେହେର 🎤🔥

ସମ୍ବଲପୁରୀ ସଙ୍ଗୀତ ଜଗତର ଦୁଇ ଜଣ ଜବରଦସ୍ତ ନାଁ ❤️
ଦୁହେଁ ନିଜର ଗୀତ, ଷ୍ଟାଇଲ୍ ଓ ଭଏସ୍ ଦ୍ୱାରା ଲୋକଙ୍କ ହୃଦୟ ଜିତିଛନ୍ତି 🎶🌾

କାହାର ଗୀତ ତମକୁ ଅଧିକ ଭଲ ଲାଗେ? 🤔
Comment re ନିଶ୍ଚୟ କହନ୍ତୁ 👇

Sambalpuri Our Identity ✨
Follow KOSHAL MAZA for more Sambalpuri entertainment updates ❤️

ସମ୍ବଲପୁରୀ ସଙ୍ଗୀତର ଦୁଇ ଲେଜେଣ୍ଡ୍ — ଭକ୍ତ ପ୍ରସାଦ ବାରିକ ଓ ଉମାକାନ୍ତ ବାରିକ ❤️🎶From timeless Sambalpuri melodies to unforgettabl...
12/05/2026

ସମ୍ବଲପୁରୀ ସଙ୍ଗୀତର ଦୁଇ ଲେଜେଣ୍ଡ୍ — ଭକ୍ତ ପ୍ରସାଦ ବାରିକ ଓ ଉମାକାନ୍ତ ବାରିକ ❤️🎶

From timeless Sambalpuri melodies to unforgettable cultural vibes, these two legends have given a unique identity to Western Odisha music. Their voice, style & contribution continue to inspire millions across Odisha and India. 🌾🔥

Sambalpuri Our Identity ✨
KOSHAL MAZA proudly celebrates the icons of our culture.

Follow KOSHAL MAZA for more Sambalpuri updates & legendary moments ❤️

Address

Sambalpur
768002

Website

Alerts

Be the first to know and let us send you an email when Koshal Maza posts news and promotions. Your email address will not be used for any other purpose, and you can unsubscribe at any time.

Share

Category