Sri Radha Janma Mahotsav Sakhigopal

Sri Radha Janma Mahotsav Sakhigopal Contact information, map and directions, contact form, opening hours, services, ratings, photos, videos and announcements from Sri Radha Janma Mahotsav Sakhigopal, Cultural Center, Temple Road, Sakhigopal.

ରାଧାଷ୍ଟମୀ ମହାପର୍ବର ଉଦଯାପନୀ ସନ୍ଧ୍ୟା ଅବସରରେ...ରାଧେ ରାଧେ....🙏
31/08/2025

ରାଧାଷ୍ଟମୀ ମହାପର୍ବର ଉଦଯାପନୀ ସନ୍ଧ୍ୟା ଅବସରରେ...
ରାଧେ ରାଧେ....🙏

ଶ୍ରୀ ରାଧା ଜନ୍ମୋତ୍ସବ ୨୦୨୫ ଅବସରରେ ସଭିଙ୍କୁ ସାଦର ନିମନ୍ତ୍ରଣ...🙏💐🙏
31/08/2025

ଶ୍ରୀ ରାଧା ଜନ୍ମୋତ୍ସବ ୨୦୨୫ ଅବସରରେ ସଭିଙ୍କୁ ସାଦର ନିମନ୍ତ୍ରଣ...🙏💐🙏

ଶ୍ରୀରାଧା ଜନ୍ମମହୋତ୍ସବ କମିଟି ତରଫରୁ ସାକ୍ଷୀଗୋପାଳ ରେ ଅନୁଷ୍ଠିତ ହେଲା ଚିତ୍ରାଙ୍କନ ପ୍ରତିଯୋଗିତାସାକ୍ଷୀଗୋପାଳ ତା ୨୪.୮.୨୫ଶ୍ରୀରାଧା ଜନ୍ମ ...
24/08/2025

ଶ୍ରୀରାଧା ଜନ୍ମମହୋତ୍ସବ କମିଟି ତରଫରୁ ସାକ୍ଷୀଗୋପାଳ ରେ ଅନୁଷ୍ଠିତ ହେଲା ଚିତ୍ରାଙ୍କନ ପ୍ରତିଯୋଗିତା
ସାକ୍ଷୀଗୋପାଳ
ତା ୨୪.୮.୨୫

ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ତରଫରୁ ସାକ୍ଷୀଗୋପାଳରେ ଆୟୋଜିତ ହୋଇଯାଇଛି ମଣ୍ଡଳସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା।
କଳା ସଂସ୍କୃତି କୁ ଉଜ୍ଜୀବିତ କରି ରଖିବା ପାଇଁ ଚଳିତ ବର୍ଷ ଅୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ଅତି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି, ଯାହାକି ପୂର୍ବ ବର୍ଷର ରେକର୍ଡ ମଧ୍ଯ ଭାଙ୍ଗିଛି l ପୂର୍ବବର୍ଷ ଏହି ପ୍ରତିଯୋଗିତାରେ ୯୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ବିଭିନ୍ନ ପଞ୍ଚାୟତର ୧୪୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ବଢୁଥିବାରୁ ଆୟୋଜକ ମଣ୍ଡଳୀ ଖୁସି ବ୍ୟକ୍ତ କରିଛନ୍ତି ।
ସେବକ ସାହି ସ୍ଥିତ ଜାଗେଶ୍ୱରୀ ମଣ୍ଡପରେ ଆୟୋଜିତ ଏହି ପ୍ରତିଯୋଗିତାରେ ଗୁରୁ ନୀଳମଣି ଜେନା ଏବଂ ଗୁରୁ ରାଧା ବଲ୍ଲଭ ବରାଳ ଜୁରି ଭାବରେ ରହି କୃତି ଛାତ୍ର ଛାତ୍ରୀଙ୍କ ଚୟନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦିବାକର ମହାପାତ୍ର, ସାଂସ୍କୃତିକ ସମ୍ପାଦକ ବିଜୟ ମହାପାତ୍ର, ସଦସ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ରବି ନାରାୟ ଷଡ଼ଙ୍ଗୀ ଏବଂ ଆଲୋକ ଖୁଣ୍ଟିଆ ପରିଚାଳନା କରିଥିଲେ।

21/08/2025

ଶ୍ରୀରାଧା ଜନ୍ମ ମହୋତ୍ସବ - ୨୦୨୫ ଅବସରରେ ଆୟୋଜିତ ହେବାକୁ ଥିବା ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ସୂଚନା...

ଆୟୋଜକ - ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସିଂହଦ୍ଵାର ଭଜନ ସମାରୋହ କମିଟି
*ଚିତ୍ରାଙ୍କନ ପ୍ରତିଯୋଗିତା*
ତା ୨୪.୮.୨୫ ରିଖ, ରବିବାର
ସ୍ଥାନ - ଜାଗେଶ୍ୱରୀ ମଣ୍ଡପ, ସେବକ ସାହି
୧ . ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ବର୍ଗ
ବିଷୟ :- *ଜାତୀୟ ପକ୍ଷୀ " ମୟୂର "*
ବୟସ - ୮ ବର୍ଷରୁ ରୁ ୧୨ ବର୍ଷ
ବରିଷ୍ଠ ବର୍ଗ - ବିଷୟ : *" ହୀରାକୁଦ ଜଳଭଣ୍ଡାର"*
ବବୟସ ସୀମା - ୧୩ ବର୍ଷ ରୁ ୧୮ ବର୍ଷ
ଆରମ୍ଭ ସମୟ - ପୂର୍ବାହ୍ନ ୧୧ ଘଣ୍ଟା
ପ୍ରତିଯୋଗୀତା ଅବଧି - ୧ ଘଣ୍ଟା
ବିଦ୍ର : ପ୍ରତିଯୋଗୀ ନିଜର ସମସ୍ତ ଚିତ୍ରାଙ୍କନ ସାମଗ୍ରୀ ନେଇକରି ଆସିବେ।
ପୁରସ୍କାର ବିତରଣ: ତା ୨୯.୮.୨୫ ରିଖ, ସନ୍ଧ୍ୟା ୭ ଘଣ୍ଟା
ତା - ୨୯. ୮.୨୫ ରିଖ, ଶୁକ୍ରବାର
୨ . *ନୃତ୍ୟ ପ୍ରତିଯୋଗିତା*
ସ୍ଥାନ - ଶ୍ରୀରାଧା ଜନ୍ମୋତ୍ସବ ମଞ୍ଚ, ସିଂହଦ୍ଵାର, ସାକ୍ଷୀଗୋପାଳ
ବିଷୟ - "ପାରମ୍ପରିକ ନୃତ୍ୟ"
କନିଷ୍ଠ ବର୍ଗ ବୟସ - ୮ ବର୍ଷ ରୁ ୧୨ ବର୍ଷ
ଆରମ୍ଭ ସମୟ - ପୂର୍ବାହ୍ନ ୧୧ ଘଣ୍ଟା
ବରିଷ୍ଠ ବର୍ଗ - ୧୩ ବର୍ଷରୁ ୧୮ ବର୍ଷ
ଆରମ୍ଭ ସମୟ - ଅପରାହ୍ନ ୩ ଘଣ୍ଟା
ପୁରସ୍କାର ବିତରଣ: ଉଦ୍ଘାଟନୀ ସମାରୋହ ସନ୍ଧ୍ୟା ୭ ଘଣ୍ଟା
ତା ୩୦.୮.୨୫ ତାରିଖ
୨ - *ଝୋଟି ପ୍ରତିଯୋଗୀତା*
ଆରମ୍ଭ ସମୟ - ସକାଳ ୧୧ ଘଣ୍ଟା
ପ୍ରତିଯୋଗୀଙ୍କ ବୟସ ସୀମା - ୧୨ ବର୍ଷରୁ ୧୮ ବର୍ଷ
ପ୍ରତିଯୋଗିତା ଅବଧି - ୧ ଘଣ୍ଟା
ବିଦ୍ର : ପ୍ରତିଯୋଗୀ ନିଜର ସମସ୍ତ ସାମଗ୍ରୀ ନେଇକରି ଆସିବେ।
୩ . *ବକ୍ତୃତା ପ୍ରତିଯୋଗିତା*
ବିଷୟ - *"ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ"*
ଆରମ୍ଭ ସମୟ - ୧୧ ଘଣ୍ଟା
ପ୍ରତିଯୋଗିତା ଅବଧି - ୪ ମିନିଟ୍
ପ୍ରତିଯୋଗୀଙ୍କ ବୟସ ସୀମା - ୧୨ ବର୍ଷରୁ ୧୮ ବର୍ଷ
୪ . *ସଙ୍ଗୀତ ପ୍ରତିଯୋଗିତା*
ବିଷୟ - *"ଭଜନ ଏବଂ ଦେଶାତ୍ମବୋଧକ"*
ଆରମ୍ଭ ସମୟ - ଅପରାହ୍ନ ୩ ଘଣ୍ଟା
ପ୍ରତିଯୋଗିତା ଅବଧି - ୪ ମିନିଟ୍।
ପ୍ରତିଯୋଗୀଙ୍କ ବୟସ ସୀମା - ୧୨ ବର୍ଷରୁ ୧୮ ବର୍ଷ
ପୁରସ୍କାର ବିତରଣ: ସନ୍ଧ୍ୟା ୭ ଘଣ୍ଟା
ଯୋଗାଯୋଗ - ସାଂସ୍କୃତିକ ସମ୍ପାଦକ
ଶ୍ରୀ ବିଜୟ ମହାପାତ୍ର
ଫୋନ୍ - 88951 00492
ପ୍ରଫୁଲ୍ଲ କୁମାର ପଣ୍ଡା
ଫୋନ୍ - 9441755664

ଶ୍ରୀ ରାଧା ଜନ୍ମୋତ୍ସବ - ୨୦୨୫ ଅବସରରେ ସାଦର ନିମନ୍ତ୍ରଣ...🙏💐🙏
21/08/2025

ଶ୍ରୀ ରାଧା ଜନ୍ମୋତ୍ସବ - ୨୦୨୫
ଅବସରରେ ସାଦର ନିମନ୍ତ୍ରଣ...🙏💐🙏

ପବିତ୍ର ରାଧାଷ୍ଟମି ଅବସରରେ ସମସ୍ତ ଭକ୍ତ ମନଙ୍କୁ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା...ରାଧେ ରାଧେ.....
11/09/2024

ପବିତ୍ର ରାଧାଷ୍ଟମି ଅବସରରେ ସମସ୍ତ ଭକ୍ତ ମନଙ୍କୁ ଶ୍ରୀ ରାଧା ଜନ୍ମ ମହୋତ୍ସବ କମିଟି ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା...
ରାଧେ ରାଧେ..🙏

ଶ୍ରୀ ରାଧା ଜନ୍ମ ମହୋତ୍ସବ ଅବସରରେ ଅତିଥି ମାନଙ୍କୁ ସାଦର ନିମନ୍ତ୍ରଣ🙏🏻💐🙏🏻ତା ୧୧.୯.୨୪
11/09/2024

ଶ୍ରୀ ରାଧା ଜନ୍ମ ମହୋତ୍ସବ ଅବସରରେ ଅତିଥି ମାନଙ୍କୁ ସାଦର ନିମନ୍ତ୍ରଣ🙏🏻💐🙏🏻
ତା ୧୧.୯.୨୪

10/09/2024

ବାଳ ଗୋପାଳ ପ୍ରାସାଦ ସେବା...

ଶ୍ରୀ ରାଧା ଜନ୍ମମହୋତ୍ସବ ର ଦ୍ୱିତୀୟ ଦିବସ ରେ ୨୦୦୦ ରୁ ଉର୍ଦ୍ଧ୍ବ ବାଳ ଗୋପାଳ ଙ୍କ ପାଇଁ ପ୍ରାସାଦ ସେବନ ବ୍ୟବସ୍ଥା ...
10/09/2024

ଶ୍ରୀ ରାଧା ଜନ୍ମମହୋତ୍ସବ ର ଦ୍ୱିତୀୟ ଦିବସ ରେ ୨୦୦୦ ରୁ ଉର୍ଦ୍ଧ୍ବ ବାଳ ଗୋପାଳ ଙ୍କ ପାଇଁ ପ୍ରାସାଦ ସେବନ ବ୍ୟବସ୍ଥା ...

ଉଦ୍ଘାଟନୀ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ସହିତ ସମ୍ବଲପୁରୀ ନୃତ୍ୟ ଏବଂ ହାସ୍ୟରସାତ୍ମକ ନାଟକରେ ଦର୍ଶକ କଲେ ମନୋରଞ୍ଜନ....୯.୯.୨୪
10/09/2024

ଉଦ୍ଘାଟନୀ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗିତା ସହିତ ସମ୍ବଲପୁରୀ ନୃତ୍ୟ ଏବଂ ହାସ୍ୟରସାତ୍ମକ ନାଟକରେ ଦର୍ଶକ କଲେ ମନୋରଞ୍ଜନ....
୯.୯.୨୪

ଆରମ୍ଭ ହେଲା ଶ୍ରୀ ରାଧା ଜନ୍ମ ମହୋତ୍ସବ - ୨୦୨୪ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାରେ ଜିଲ୍ଳାର ବିଭିନ୍ନ ବିଦ୍...
09/09/2024

ଆରମ୍ଭ ହେଲା ଶ୍ରୀ ରାଧା ଜନ୍ମ ମହୋତ୍ସବ - ୨୦୨୪
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ଵେଷଣ ପ୍ରତିଯୋଗିତାରେ ଜିଲ୍ଳାର ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ମାନେ ଚିତ୍ରାଙ୍କନ, ଝୋଟି, ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ।

Address

Temple Road
Sakhigopal
SAKHIGOPAL

Website

Alerts

Be the first to know and let us send you an email when Sri Radha Janma Mahotsav Sakhigopal posts news and promotions. Your email address will not be used for any other purpose, and you can unsubscribe at any time.

Share