Namaste Creation

Namaste Creation jatra update today

ସଡ଼କ ଦୁର୍ଘଟଣାରେ ଗୁରୁତ୍ୱର ଆହତ ଯାତ୍ରା ଧଉଳି ଅଭିନେତା ରୁଦ୍ର।ଭଦ୍ରକ ନଳାଙ୍ଗ କୋର୍ଟ ନିକଟରେ ଘଟିଛି ଦୁର୍ଘଟଣା ‌। ସମସ୍ତେ ଠାକୁର ଙ୍କ ପାଖର...
17/04/2026

ସଡ଼କ ଦୁର୍ଘଟଣାରେ ଗୁରୁତ୍ୱର ଆହତ ଯାତ୍ରା ଧଉଳି ଅଭିନେତା ରୁଦ୍ର।
ଭଦ୍ରକ ନଳାଙ୍ଗ କୋର୍ଟ ନିକଟରେ ଘଟିଛି ଦୁର୍ଘଟଣା ‌। ସମସ୍ତେ ଠାକୁର ଙ୍କ ପାଖରେ ପ୍ରାଥନା କରିବା ବହୁତ ଶୀଘ୍ର ଭଲ ହୋଇ ହୋଇ ଯାତ୍ରା କୁ ଫେରନ୍ତୁ I🙏🙏🙏

10/04/2026
R.I.P
25/01/2026

R.I.P

କେଡ଼େ ହଟ୍ଟାକଟ୍ଟା ଚେହେରାଟି ମୃତ୍ୟୁ ବେଳକୁ କଣ ହୋଇଯାଇଥିଲା ସତରେ!! ଯାତ୍ରା ଜଗତ ଉପରେ ସତେ ଯେମିତି ମୃତ୍ୟୁର କଳା ସାୟା ବୁଲୁଛି। ଅକାଳରେ ଏ...
06/01/2026

କେଡ଼େ ହଟ୍ଟାକଟ୍ଟା ଚେହେରାଟି ମୃତ୍ୟୁ ବେଳକୁ କଣ ହୋଇଯାଇଥିଲା ସତରେ!! ଯାତ୍ରା ଜଗତ ଉପରେ ସତେ ଯେମିତି ମୃତ୍ୟୁର କଳା ସାୟା ବୁଲୁଛି। ଅକାଳରେ ଏଇଠି ଏଇଠି କେତେ ଜଣଙ୍କ ଜୀବନ ଚାଲିଗଲାଣି। କିଛି ଦିନ ତଳେ ୨ଜଣ ହାସ୍ୟ କଳାକାର, ଜଣେ କଳାକାରଙ୍କ ଶିଶୁପୁତ୍ର ସମେତ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଆଜି ଆଉଜଣେ ଯାତ୍ରା ଖଳନାୟକଙ୍କ ଜୀବନ ଚାଲିଯାଇଛି। କୋଣାର୍କ ଗଣନାଟ୍ୟରେ ଖଳନାୟକ ଭାବରେ ଅଭିନୟ କରୁଥିବା ଜ୍ଞାନ ରଞ୍ଜନ ସାହୁ ଦୀର୍ଘ ବର୍ଷେ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ। ଧିରେ ଧିରେ ହ୍ୟୁମାନଙ୍କ ଭଳି ସେ ମଧ୍ୟ ଖୁବ୍ ଦୁର୍ବଳ ହୋଇଯାଇଥିଲେ। ଆଜି ଶେଷରେ ମୃତ୍ୟୁକୁ ନିଜର କରିନେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଏତେ କମ୍ ବୟସରେ ତାଙ୍କ ମୃତ୍ୟୁ ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅମର ଆତ୍ମାକୁ ପ୍ରଭୁ ଜଗନ୍ନାଥ ଶାନ୍ତି ପ୍ରଦାନ କରନ୍ତୁ। ଓଁ ଶାନ୍ତି 🙏🙏

Address

Puri
752012

Telephone

+919090007572

Website

Alerts

Be the first to know and let us send you an email when Namaste Creation posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Namaste Creation:

Share

Category