AME ODIA

AME ODIA ଓଡିଆ କଳା,ସଂସ୍କୃତି, ପରମ୍ପରାର ଏକ ମହାନ ପର୍ବ ।��
ଜୟ ଜଗନ୍ନାଥ

Jay jagannath
30/09/2021

Jay jagannath

Aha ki sundar
18/07/2021

Aha ki sundar

ସରଧାବାଲିରେ ତିନି ରଥ ।
17/07/2021

ସରଧାବାଲିରେ ତିନି ରଥ ।

ପ୍ରତିଭା ରାୟଙ୍କ ସାହିତ୍ୟ ଯାତ୍ରାବର୍ଷା ବସନ୍ତ ବୈଶାଖ (ଉପନ୍ୟାସ) 1974ଅରଣ୍ୟ (ଉପନ୍ୟାସ )1977ସାମାନ୍ୟକଥନ (ଗଳ୍ପ ସଂକଳନ )1978ନିଷିଦ୍ଧ ପୃଥ...
22/06/2021

ପ୍ରତିଭା ରାୟଙ୍କ ସାହିତ୍ୟ ଯାତ୍ରା

ବର୍ଷା ବସନ୍ତ ବୈଶାଖ (ଉପନ୍ୟାସ) 1974
ଅରଣ୍ୟ (ଉପନ୍ୟାସ )1977
ସାମାନ୍ୟକଥନ (ଗଳ୍ପ ସଂକଳନ )1978
ନିଷିଦ୍ଧ ପୃଥିବୀ (ଉପନ୍ୟାସ )1978
ଗଙ୍ଗଶିଉଳି (ଗଳ୍ପ ସଂକଳନ )1979
ପରିଚୟ (ଉପନ୍ୟାସ )1979
ଉପନାୟିକା (ଉପନ୍ୟାସ) 1979
ଅପରିଚିତା (ଉପନ୍ୟାସ )1979
ପୁଣ୍ୟତୋୟା (ଉପନ୍ୟାସ ) 1979

ମେଘମେଦୂର (ଉପନ୍ୟାସ ) 1980
ଆଶାବରୀ (ଉପନ୍ୟାସ ) 1980
ଅସମାପ୍ତ (ଗଳ୍ପ ସଂକଳନ )1980 ଦଶହରା
ଅୟମାରମ୍ଭ (ଉପନ୍ୟାସ ) 1981
ନୀଳତୃଷ୍ଣା (ଉପନ୍ୟାସ ) 1981
ଶିଳାପଦ୍ମ (ଉପନ୍ୟାସ )1983
ଅନାବନା (ଗଳ୍ପ ସଂକଳନ ) 1983
ହାତଵାକ୍ସ (ଗଳ୍ପ ସଂକଳନ )1983
ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା (ଗଳ୍ପ ସଂକଳନ )1984
ଘାସ ଓ ଆକାଶ (ଗଳ୍ପ ସଂକଳନ )1984
ଯାଂଜ୍ଞସେନୀ (ଉପନ୍ୟାସ )1985
ଦେହାତୀତ (ଉପନ୍ୟାସ )1986
ଉତ୍ତରମାର୍ଗ (ଉପନ୍ୟାସ )1988
ହରିତ ପତ୍ର (ଗଳ୍ପ ସଂକଳନ )1989

ମୈତ୍ରୀ ପାଦପ ର ଶାଖା ପ୍ରଶାଖା (ଭ୍ରମଣ କାହାଣୀ ) 1990
ପୃଥକ ଈଶ୍ୱର (ଗଳ୍ପ ସଂକଳନ )1991
ଭଗବାଁ ର ଦେଶ (ଗଳ୍ପ ସଂକଳନ )1991
ଇତିବୃତ୍ତକ (ଗଳ୍ପ ସଂକଳନ )1993 ଦ୍ଵିତୀୟ ସଂସ୍କରଣ
ମନୁଷ୍ୟ ସ୍ୱର (ଗଳ୍ପ ସଂକଳନ )1993
କୂଳର ନିଆଁ (ଅନୁବାଦ ଉପନ୍ୟାସ )1993
ଷଷ୍ଠସତୀ (ଗଳ୍ପ ସଂକଳନ ) 1995
ମୋକ୍ଷ (ଗଳ୍ପ ସଂକଳନ )1996
ଐକତାନ (ଗଳ୍ପ ସଂକଳନ)1996 ଚତୁର୍ଥ ସଂସ୍କରଣ
ମହାମୋହ (ଉପନ୍ୟାସ )1997
ଉଲଂଘନ (ଗଳ୍ପ ସଂକଳନ )1998
ଦୂର ଦ୍ୱିବିଧ (ଭ୍ରମଣାଲେଖ୍ୟ )1999

ଅପରାଧୀ ର ସ୍ବେଦ (ଅଷ୍ଟ୍ରେଲିଆ ଭ୍ରମଣ ଅନୁଭୂତି )2000
ନିବେଦନମିଦମ (ଗଳ୍ପ ସଂକଳନ )2001
ଆଦିଭୂମି (ଉପନ୍ୟାସ ) 2002 ଦ୍ଵିତୀୟ ସଂସ୍କରଣ
ରକ୍ତାକ୍ଷର (ବଂଲାଦେଶ ଭ୍ରମଣ ଅନୁଭୂତି ) 2002
ମେରୁ ଅଭିସାର (ନରୱେ ଭ୍ରମଣ ଅନୁଭୂତି )2003
ତୁଷାର ମରୁର ମାୟା (ସ୍ବିଡେନ ଭ୍ରମଣ ଅନୁଭୂତି )2003
ଗାନ୍ଧୀ ଙ୍କ ଗାଁ (ଗଳ୍ପ ସଂକଳନ )2003
ମଗ୍ନମାଟି (ଉପନ୍ୟାସ )2004
ଫିନଲ୍ୟାଣ୍ଡ ରୁ ଡେନମାର୍କ (ଭ୍ରମଣ ବୃତ୍ତାନ୍ତ )2005
ଝୋଟିପକା କାନ୍ଥ (ଗଳ୍ପ ସଂକଳନ ) 2007
ଆଫ୍ରିକା ନାୟିକା ନୀଳନଦୀ (ଆଫ୍ରିକା ଭ୍ରମଣ ବୃତ୍ତାନ୍ତ ) 2007
ପ୍ରତିଭା କଥାକଳ୍ପ (ଗଳ୍ପ ସଂକଳନ by ଗ୍ରନ୍ଥାଳୟ )2007
ମହାରାଣୀ ପୁତ୍ର (ଉପନ୍ୟାସ ) 2008
ଶୈଳଶାୟିନୀ (ଗଳ୍ପ ସଂକଳନ )2009

ପାଦାସନାୟ ନମଃ (ସାରଳା ମହାଭାରତ ଆଖ୍ୟାନ ଓ ଅନ୍ୟାନ୍ୟ ପ୍ରବନ୍ଧ by bhasayan ) 2011
ଅଜଣା ଏଇ ନଈ (ଗୀତି କବିତା )2011
ସଂସ୍କୃତି ର ନାଭିପଦ୍ମ (ପ୍ରବନ୍ଧ ସଂକଳନ )2011
ଓଡ଼ିଆ କଥା ଧାରା (ଗଳ୍ପ ସଂକଳନ by ସାହିତ୍ୟ ଏକାଡେମୀ ) 2012
ରାଧା ର ବଂଶୀ (ଗଳ୍ପ ସଂକଳନ )2013
ନ୍ୟୁୟର୍କରୁ ନାଗାସାକି (ଭ୍ରମଣ କାହାଣୀ )2014
ଚିରଦିନ ଦୋ ଦୋ ଚିହ୍ନା (କବିତା ସଂକଳନ ) 2014
ପଦ୍ମପତ୍ରରେ ଜୀବନ (ଆତ୍ମଜୀବନୀ ) 2014
ସ୍ବପ୍ନ ର ଆଲସ୍କା (ଭ୍ରମଣ କାହାଣୀ )2015
କଥାଟିଏ କହୁ କଥାନୀ (ଆଦିବାସୀ ମିଥ୍ ର ପୁନର୍କଥନ ) 2015
କାୟା (ଗଳ୍ପ ସଂକଳନ ) 2016
ଶେଷ ଈଶ୍ୱର (ଉପନ୍ୟାସ ) 2016
ଶ୍ରେଷ୍ଠ ଗଳ୍ପ (ଗଳ୍ପ ସଂକଳନ by Timepass)2017
କଲେଜ ଗପ (ଗଳ୍ପ ସଂକଳନ )2018
ହସ୍ତାକ୍ଷର ଖାତାରେ ପ୍ରେମ (ଗଳ୍ପ ସଂକଳନ )2019
ପ୍ରାପ୍ତେଷୁ ପୃଥିବୀ (ଉପନ୍ୟାସ ) 2019
ଶବ୍ଦର ସୁନାକାଠି (ପ୍ରବନ୍ଧ ) 2020
କେତକୀ ବନ (ଗଳ୍ପ ସଂକଳନ by Black Eagle ) 2020
ଅବନ୍ତୀ ରୁ ନୀଳାଚଳ (ପ୍ରବନ୍ଧ ଓ ପାଞ୍ଚଟି ଗଳ୍ପ ) 2021

ସୁନ୍ଦର ଶୀମନ୍ଦିର
15/06/2021

ସୁନ୍ଦର ଶୀମନ୍ଦିର

ଆସିବେ ଜଗମୋହନ🙏🏼👌
15/06/2021

ଆସିବେ ଜଗମୋହନ🙏🏼👌

 #ରଜ 1952 ମସିହା ରେ ନୟାଗଡ ର ମାଗୁଣି ମହାପାତ୍ର, ରଜ ଦୋଳି ଗୀତ ଲେଖିଥିଲେ, ଯାହା ଆଜି ଓଡିଶା ର ପୁର ପଲି ରେ ଘରେ ଘରେ ପରିଚିତ, ସେତେବେଳେ ଏ...
15/06/2021

#ରଜ
1952 ମସିହା ରେ ନୟାଗଡ ର
ମାଗୁଣି ମହାପାତ୍ର, ରଜ ଦୋଳି ଗୀତ ଲେଖିଥିଲେ, ଯାହା ଆଜି ଓଡିଶା ର ପୁର ପଲି ରେ ଘରେ ଘରେ ପରିଚିତ,
ସେତେବେଳେ ଏ ରଜ ଗୀତ ବହି ର ଦାମ ଥିଲା ମାତ୍ର 6 ପଇସା. 🙏

11/03/2021

ବହୁତ ଶୀଘ୍ର ଆସୁଅଛି...

Address

Puri
752001

Telephone

+918895555179

Website

Alerts

Be the first to know and let us send you an email when AME ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to AME ODIA:

Share