25/01/2022
୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୋର ସମସ୍ତ ଫେସବୁକ ବନ୍ଧୁମାନଙ୍କୁ ଶୁଭେଚ୍ଛା ,ଶୁଭକାମନା ଓ ଅଭିନନ୍ଦନ । ଆସନ୍ତୁ ଏକାଠି ହୋଇ ଶପଥ ନେବା । ଆମ୍ଭ ଏକତାକୁ ମଜଭୁତ କରିବା ସହିତ ଆମ୍ଭ ଦେଶ ,ରାଜ୍ୟ ଓ ଜିଲ୍ଲାର ଉର୍ନର୍ତି ପାଇଁ ଯୋଗଦାନ ଦେବା ଅନ୍ୟମାନଙ୍କ ପାଇଁ ପେରଣାର ଉତ୍ସ ହେବା । ଜୟ ଭାରତ ,ଜୟ ଓଡିଶା ଓ ଜୟ ପୁରୀ । 🙏🙏🙏🙏