ODIA JATRA LOVER

ODIA JATRA LOVER Please like this page for getting regular updates...
This page is fully dedicated for Odia Jatra Fans !!! For getting lastest new information on Odia Jatra
(4)

All Jatra Related News, Entertainment and Felicitation programme every year........

କୋଣାର୍କ ଗଣନାଟ୍ୟର ଆଖଡ଼ା ପୂଜାର ଝଲକ
22/06/2026

କୋଣାର୍କ ଗଣନାଟ୍ୟର ଆଖଡ଼ା ପୂଜାର ଝଲକ

12/06/2026
ଆମ ପରିବାର ର ବରିଷ୍ଠ ସଦସ୍ୟ ରଞ୍ଜନ ଭାଇ ଙ୍କ ଜନ୍ମଦିନ ରେ ଆମ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
09/06/2026

ଆମ ପରିବାର ର ବରିଷ୍ଠ ସଦସ୍ୟ ରଞ୍ଜନ ଭାଇ ଙ୍କ ଜନ୍ମଦିନ ରେ ଆମ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

ଆମ ପରିବାର ବରିଷ୍ଠ ସଦସ୍ୟ ତଥା OJL ଗ୍ରୁପ ର ସଭାପତି କାର୍ତ୍ତିକ bhai ଙ୍କ ବିବାହ ବାର୍ଷିକି ଅବସରରେ ଆମ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛ...
04/06/2026

ଆମ ପରିବାର ବରିଷ୍ଠ ସଦସ୍ୟ ତଥା OJL ଗ୍ରୁପ ର ସଭାପତି କାର୍ତ୍ତିକ bhai ଙ୍କ ବିବାହ ବାର୍ଷିକି ଅବସରରେ ଆମ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

ଆମ ପରିବାର ର ବରିଷ୍ଠ ସଦସ୍ୟ   ଭାଇଙ୍କ ଜନ୍ମଦିନ ରେ ଆମ ପରିବାର ତରଫରୁ ଢେରସାରା ଶୁଭେଚ୍ଛା ଓ ଶୁଭକାମନା    Bhai
24/05/2026

ଆମ ପରିବାର ର ବରିଷ୍ଠ ସଦସ୍ୟ
ଭାଇଙ୍କ ଜନ୍ମଦିନ ରେ ଆମ ପରିବାର ତରଫରୁ ଢେରସାରା ଶୁଭେଚ୍ଛା ଓ ଶୁଭକାମନା

Bhai

ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଜଗା ପଣ୍ଡା ସହ
23/05/2026

ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଜଗା ପଣ୍ଡା ସହ

ଉପସ୍ଥାପିକା ଓ ଅଭିନେତ୍ରୀ ରଶ୍ମିତା ଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎈🎂💐 Rasmita Nayak
20/05/2026

ଉପସ୍ଥାପିକା ଓ ଅଭିନେତ୍ରୀ ରଶ୍ମିତା ଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎈🎂💐
Rasmita Nayak

20/05/2026

ସକଳ ତୀର୍ଥ ତୋ ଚରଣେ

19/05/2026

ଆଜି ୧୯-୦୫-୨୦୨୬,ମଙ୍ଗଳବାର..ଆସନ୍ତୁ ଜାଣିବା ଆଜିର ନାଟକ ସମ୍ପର୍କରେ..କେଉଁ ଯାତ୍ରା ପାର୍ଟି କେଉଁଠି ଏବଂ କେଉଁ ନାଟକ ପରିବେଷଣ କରିବ..ଆସନ୍ତୁ ଜାଣିବା..

୧.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ସ୍ବର୍ଣ୍ଣମହଲ ନିରାକରପୁର,ବଡ଼ବଜାର,ଖୋର୍ଦ୍ଧା ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ନୂତନ ନାଟକ
#ବଡ଼_ଲୋକ_ଛୋଟ_ଲୋକ।।
ଯାତ୍ରା ଅପଡେଟ୍

୦୨.ଆଜି ଶେଷ ରଜନୀରେ ବାଜିମାତ କରିବ କୋଣାର୍କ ଗଣନାଟ୍ୟ ଭଞ୍ଜନଗର,ଗଞ୍ଜାମ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ
#ତୁ_ବୋଧେ_ମୋ_ଭାଗ୍ୟରେ_ନାହୁଁ।।
ଯାତ୍ରା ଅପଡେଟ୍

୦୩.ଆଜି ଶେଷ ରଜନୀରେ ବାଜିମାତ କରିବ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ସାହୁକ୍ଷେତ,ନେମାଳ,କଟକ ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଅନୁଷ୍ଠାନର ସମ୍ପୂର୍ଣ୍ଣ ନୂଆ ନାଟକ
#ହସରେ_ତମେ_ନା_ଲୁହରେ_ତମେ।।
ଯାତ୍ରା ଅପଡେଟ୍

୦୪.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ରାଣୀ ଯାତ୍ରା ସିଂହବାହିନୀ ମାଳତୀପାଟପୁର,ଜଗନ୍ନାଥବଲ୍ଲଭ ଖେଳପଡ଼ିଆ,ପୁରୀ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ତୁ_ମୋ_ବଜରଙ୍ଗୀ।।
ଯାତ୍ରା ଅପଡେଟ୍

୦୫.ଆଜି ଶେଷ ରଜନୀରେ ବାଜିମାତ କରିବ ଯାତ୍ରା ମଉଡ଼ମଣୀ ଶିବାନୀ ଗଣନାଟ୍ୟ କାଟେସିଂହପୁର,ଜଗତସିଂହପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
ାଶୀ_ବୃନ୍ଦାବନ।।
ଯାତ୍ରା ଅପଡେଟ୍

୦୬.ଆଜି ଶେଷ ରଜନୀରେ ଯାତ୍ରା ସ୍ବପ୍ନମହଲ ବାଜିମାତ କରିବ ପିକିରାଳି,ପାଟକୁରା,କେନ୍ଦ୍ରାପଡ଼ା ରଙ୍ଗିନୀ ରଙ୍ଗ ମଞ୍ଚରେ ଭେଟିଦବ ଚଳିତ ବର୍ଷର ନୂଆ ନାଟକ
#ହାରିଲି_କେତେ_ମୁଁ_ଜିତିଲି_କେତେ।।
ଯାତ୍ରା ଅପଡେଟ୍

୦୭.ଆଜି ଶେଷ ରଜନୀରେ ବାଜିମାତ କରିବ ଅପେରା ସୂର୍ଯ୍ୟମନ୍ଦିର କୁଡ଼ିଆମଳ,ହରିହାଟ ପଡିଆ,ଭଦ୍ରକ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ଅଭାଗିନୀ_ଅଞ୍ଜଳି।।
ଯାତ୍ରା ଅପଡେଟ୍

୦୮.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଶ୍ରୀ ବିଶ୍ଵଦରବାର ପେଣ୍ଠ ହାଇସ୍କୁଲ ପଡିଆ,ମାର୍ଶାଘାଇ,କେନ୍ଦ୍ରାପଡ଼ା ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ବଦନାମ_ଗଳିର_ବାଦଶାହା।।
ଯାତ୍ରା ଅପଡେଟ୍

୦୯.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଯାତ୍ରା ଧଉଳି ବାଲିଆ,ଚଣ୍ଡୀବଜାର,କେନ୍ଦ୍ରାପଡ଼ା ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ସବୁ_ଅଙ୍କ_ଭୁଲ୍_ହେଇଗଲା।।
ଯାତ୍ରା ଅପଡେଟ୍

୧୦.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ରଙ୍ଗମହଲ ମଙ୍ଗୁଳି,କଟକ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ଦରିଆ_କୁଳର_ଦରଦୀ_ବନ୍ଧୁ।।
ଯାତ୍ରା ଅପଡେଟ୍

୧୧.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଇନ୍ଦ୍ରଭୁବନ ପାଣିକୋଇଲି କଲେଜପଡିଆ,ଯାଜପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
୍କ_ଦୁର୍ଭିକ୍ଷ।।
ଯାତ୍ରା ଅପଡେଟ୍

୧୨.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଇତିପୁର ଖେଳପଡ଼ିଆ,ଭୁବନେଶ୍ୱର ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
େମିତିକା_ସମ୍ପର୍କ।।
ଯାତ୍ରା ଅପଡେଟ୍

୧୩.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଅପେରା ଶ୍ରୀମନ୍ଦିର ଭଞ୍ଜନଗର,ଗଞ୍ଜାମ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ଜାନୁଆର୍।।
ଯାତ୍ରା ଅପଡେଟ୍

୧୪.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ ଗୁଡ଼ପାଇଲୋ,ଡେଲାଙ୍ଗ,ପୁରୀ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ମୋ_ନିଦର_ଠିକଣା_ତୋ_ପଣତକାନି।।
ଯାତ୍ରା ଅପଡେଟ୍

୧୫.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଅପେରା ଯାଜ୍ଞସେନୀ ଦେଉଳି,ତ୍ରିଶୂଳିଆ,କଟକ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ଗ୍ୟାଙ୍ଗଷ୍ଟାର।।
ଯାତ୍ରା ଅପଡେଟ୍

୧୬.ଆଜି ଶେଷ ରଜନୀରେ ବାଜିମାତ କରିବ ଅପେରା ରାଜଦରବାର କେନ୍ଦୁପାଟଣା,ବାରଙ୍ଗ,ଭୁବନେଶ୍ୱର ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ପୁଅ_ଜନ୍ମ_କରି_ପାପ_କରିଚି।।
ଯାତ୍ରା ଅପଡେଟ୍

୧୭.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଦୁର୍ଗାମନ୍ଦିର ତାରାକୋଟ,କୋରେଇ,ଯାଜପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ଅପରେସନ_ସିନ୍ଦୁର।।
ଯାତ୍ରା ଅପଡେଟ୍

୧୮.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଗ୍ରାଣ୍ଡମହଲ ଯୁଗୋଳ ବୈତରଣୀ ରୋଡ଼,ଯାଜପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#କଙ୍କାଳ_କାନ୍ଦୁଛି।।
ଯାତ୍ରା ଅପଡେଟ୍

୧୯.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ଓଁକାର ଚଂପୁର ହାଟପଡିଆ,ମାହାଳ,କେନ୍ଦ୍ରାପଡ଼ା ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ମଣିଷ_ସମୟର_ଦାସ।।
ଯାତ୍ରା ଅପଡେଟ୍

୨୦.ଆଜି ଶେଷ ରଜନୀରେ ବାଜିମାତ କରିବ ଯାତ୍ରା ନାଟ୍ୟମଣ୍ଡପ ମା ମଙ୍ଗଳା ନାଟ୍ୟ ପରିଷଦ,କାକଟପୁର,ପୁରୀ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ଲେଡି_ଗ୍ୟାଙ୍ଗଷ୍ଟାର।।
ଯାତ୍ରା ଅପଡେଟ୍

୨୧.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ଅପେରା ଅଶୋକସମ୍ରାଟ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ସବୁ_ପାପର_ପ୍ରାୟଶ୍ଚିତ_ନାହିଁ।।
ଯାତ୍ରା ଅପଡେଟ୍
ଅଫ୍ ଅଛି..

୨୨.ଆଜି ଶେଷ ରଜନୀରେ ବାଜିମାତ କରିବ ଯାତ୍ରା ରାଜନନ୍ଦିନୀ ବାଲାନଗର,ହାଇଦ୍ରାବାଦ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ରାବଣ।।
ଯାତ୍ରା ଅପଡେଟ୍

୨୩.ଆଜି ପ୍ରଥମ ରଜନୀରେ ବାଜିମାତ କରିବ ରାଜଧାନୀ ଅପେରା ଚାରିପୋଲିଆ,ଜଗତସିଂହପୁର ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#ରାଜଧାନୀର_ରାଜା_ପୁଅ।।
ଯାତ୍ରା ଅପଡେଟ୍
ଖବର ହସ୍ତାନ୍ତର ହୋଇନାହିଁ..

୨୪.ଆଜି ଦ୍ୱିତୀୟ ରଜନୀରେ ବାଜିମାତ କରିବ ଯାତ୍ରା ପାର୍ବତୀ ଗଣନାଟ୍ୟ ଦୋଳସାହି ସ୍କୁଲପଡିଆ,ତିହିଡି,ଭଦ୍ରକ ରଙ୍ଗିନୀ ରଙ୍ଗ ମଞ୍ଚରେ ଚଳିତ ବର୍ଷର ନୂଆ ନାଟକ
#କାନ୍ଦିଲେ_ତୁ_ମରିଯିବି_ମୁଁ।।

Address

Bhubaneswer
Phulnakhara
751001

Alerts

Be the first to know and let us send you an email when ODIA JATRA LOVER posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to ODIA JATRA LOVER:

Share