Mithun Sagar7

Mithun Sagar7 କୋମନା ବିଷୟ ଥି ଜାନବା କେ ଚେଷ୍ଟା କରମା l

07/07/2022

ୋତ୍ସବ
ନୂଆପଡା ଜିଲ୍ଲା କୋମନା ବନାଞ୍ଚଳ ଅଧୀନରେ କାର୍ଯ୍ୟରତ ବନରକ୍ଷୀ #ଶ୍ରୀ_ଲକ୍ଷ୍ମୀଧର_ଘିବେଲା,ତାଙ୍କ କାର୍ଯ୍ୟଶୈଳୀ ନେଇ ସ୍ଥାନୀୟ ଅଞ୍ଚଳରେ ବେସ ସୁନାମ ଅର୍ଜନ କରିବା ସହ ତାଙ୍କ ପ୍ରତିଭା ମାଧ୍ୟମରେ ଲୋକଙ୍କ ମନ ଜିଣି ପାରିଛନ୍ତି, ଚଳିତ ବର୍ଷ ୋତ୍ସବ ସପ୍ତାହ ପାଳନ ଅବସରରେ ସେ ଗୀତ ଗାଇ ଲୋକଙ୍କୁ ଗଛ ଓ ଜଙ୍ଗଲ ର ଆବଶ୍ୟକତା ତଥା ମୂଲ୍ୟ ବିଷୟରେ ସଚେତନ କରୁଛନ୍ତି.. ତାଙ୍କ ଏ ପ୍ରୟାସ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ l

21/12/2020
18/12/2020

ନୂଆପଡା ଜିଲ୍ଲା କୋମନା, ବିଲେଞ୍ଜୋର ଢ଼ାବା ନିକଟରେ ଏକ ମର୍ମନ୍ତୁତ ଦୁର୍ଘଟଣା ଦୁଇ ଜଣ ମୃତ ପାଞ୍ଚ ଜଣ ଆହତ!

14/12/2020

Please do like our page.🙏🙏🙏

Mor Nuapada.
18/11/2020

Mor Nuapada.

18/11/2020

ସବକୁ ଅନୁରୋଧ ନିଜର ଅଞ୍ଚଳ ର କିଛି ବି ଘଟଣାବଳୀ କିମ୍ବା ସାଂସ୍କୃତିକ ଐତିହ୍ୟ ବିଷୟ ଥି ଫୋଟୋ ସହିତ ପଠାହନ ଆମର page ନେ ସେ ବିଷୟ କେ ପୋଷ୍ଟ କରମା l 🙏🙏🙏

17/11/2020

ନୂଆ କରି ଇ page ଟା ଆରମ୍ଭ ହେଇଛେ ଆପଣ ମାଙ୍କର ସହଯୋଗ ରହୁ l

Address

Nuapada
766106

Website

Alerts

Be the first to know and let us send you an email when Mithun Sagar7 posts news and promotions. Your email address will not be used for any other purpose, and you can unsubscribe at any time.

Share