odia comedy Masti

odia comedy Masti Contact information, map and directions, contact form, opening hours, services, ratings, photos, videos and announcements from odia comedy Masti, Comedy Club, Niali.

ଓଡ଼ିଆ ମଜାଦାର କମେଡି ଭିଡିଓ ଓ ସିନେମା ᶜᵒᵐᵉᵈʸ ଦେଖିବା ପାଇଁ ଆମର ଏହି ᵖᵃᵍᵉରେ ମିଳିବ ଦୟାକରି ᵖᵃᵍᵉ କୁ ˡⁱᵏᵉ କରନ୍ତୁ ᶠ𝗼𝗹𝗹𝗼𝘄 𝗻𝗼𝘄👉🏻🎯
Dm for pad collaboration 👉 [email protected]

😧😧📚📚📚ବାଲେଶ୍ବର ଜିଲ୍ଲା ହୋମ ଗାର୍ଡ ପରୀକ୍ଷା ଭାଇବା ରେ ଅନିୟମିତତା ହେଇଥିବା ଅଭିଯୋଗ ନେଇ ଛାତ୍ର ମାନେ SP ଙ୍କ ଅଫିସ ଘେରାଉ କରିଛନ୍ତି, ଯଦି ...
31/07/2026

😧😧📚📚📚ବାଲେଶ୍ବର ଜିଲ୍ଲା ହୋମ ଗାର୍ଡ ପରୀକ୍ଷା ଭାଇବା ରେ ଅନିୟମିତତା ହେଇଥିବା ଅଭିଯୋଗ ନେଇ ଛାତ୍ର ମାନେ SP ଙ୍କ ଅଫିସ ଘେରାଉ କରିଛନ୍ତି, ଯଦି ନ ହଟିବେ ଜେଲ ଯିବାର ଧମକ 👈👈

ଫୋନ କିଣିବା ପୂର୍ବରୁ 10 ‘କଥା’ ମୋନେ ରଖନ୍ତୁ .....
30/07/2026

ଫୋନ କିଣିବା ପୂର୍ବରୁ 10 ‘କଥା’ ମୋନେ ରଖନ୍ତୁ .....

ନୂତନ ଜନ୍ମିତ ଏକ ଶିଶୁର ନିରୀହ ହସ ଓ ଛୋଟ ହାତର ଦୃଢ଼ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଛି। ପରୀକ୍ଷା ବେଳେ ଶିଶୁଟି ଡାକ୍ତରଙ୍କ ଷ୍ଟେଥୋସ୍କୋପ...
28/07/2026

ନୂତନ ଜନ୍ମିତ ଏକ ଶିଶୁର ନିରୀହ ହସ ଓ ଛୋଟ ହାତର ଦୃଢ଼ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଛି। ପରୀକ୍ଷା ବେଳେ ଶିଶୁଟି ଡାକ୍ତରଙ୍କ ଷ୍ଟେଥୋସ୍କୋପକୁ ଏପରି ଧରି ରଖୁଥୁଲା ଯେ, ଡାକ୍ତରଙ୍କ ସମସ୍ତ ଚେଷ୍ଟା ଚଷ୍ଟା ସତ୍ତ୍ବେ ମଧ୍ୟ ତାହା ଛାଡ଼ିନଥିଲା।
ଏହି ସୁନ୍ଦର ମୁହୂର୍ତ୍ତ କେବଳ ହସର ଖୋରାକ ନୁହେଁ, ବରଂ ଅନେକଙ୍କୁ ଭାବିବାକୁ ବାଧ୍ୟ କରିଛି—ହୁଏତ ଏହି ନନ୍ଦନା ହାତ ଭବିଷ୍ୟତରେ ଅନେକ ଜୀବନ ବଞ୍ଚାଇବ। ଭିଡିଓଟି ଓଟି ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ୍ ହେଉଛି। ତେବେ ଏ ଏହାର ପୃଷ୍ଠଭୂମି ସମ୍ପର୍କରେ ରେ ସ୍ବାଧୀନ ଭାବେ ପୁଷ୍ଟି ହୋଇନାହିଁ..... #ଓଡ଼ିଆ

27/07/2026

❤️❤️ସନ୍ତାନ ର ଅକାଳ ମୃତ୍ୟୁ ଖଣ୍ଡନ ହେବ ଯିଏ ଭକ୍ତିରେ ମା ବୋଲି ଲେଖିବେ ....
26/07/2026

❤️❤️ସନ୍ତାନ ର ଅକାଳ ମୃତ୍ୟୁ ଖଣ୍ଡନ ହେବ ଯିଏ ଭକ୍ତିରେ ମା ବୋଲି ଲେଖିବେ ....

ଏମାନଙ୍କ ମଧ୍ୟରୁ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ?
25/07/2026

ଏମାନଙ୍କ ମଧ୍ୟରୁ କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ?

🙏 ବାହୁଡିବେ ମୁହାପ୍ରଭୁ  🙏ବାହୁଡା ଯାତ୍ରା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ଗୁଣ୍ଡିଚା ମନ୍ଦିରରୁ ଶ...
24/07/2026

🙏 ବାହୁଡିବେ ମୁହାପ୍ରଭୁ 🙏

ବାହୁଡା ଯାତ୍ରା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ପବିତ୍ର ପ୍ରତ୍ୟାବର୍ତ୍ତନର ଦିବ୍ୟ ଯାତ୍ରା। ଏହି ଦିନ ଭକ୍ତମାନଙ୍କ ମନ ଆନନ୍ଦ, ଭକ୍ତି ଓ ଆଧ୍ୟାତ୍ମିକ ଭାବନାରେ ପରିପୂର୍ଣ୍ଣ ହୋଇଯାଏ।

ବାହୁଡା ଯାତ୍ରା କେବଳ ରଥର ଫେରା ନୁହେଁ, ଏହା ଭକ୍ତ ଓ ଭଗବାନଙ୍କ ଅଟୁଟ ସମ୍ପର୍କର ପ୍ରତୀକ। ପ୍ରଭୁଙ୍କ ରଥ ଦର୍ଶନ କଲେ ମନରେ ଥିବା ଅହଂକାର, ଦୁଃଖ ଓ ପାପ ଦୂର ହୁଏ ବୋଲି ଶ୍ରଦ୍ଧା ରହିଛି। ଲକ୍ଷ ଲକ୍ଷ ଭକ୍ତ “ଜୟ ଜଗନ୍ନାଥ” ଧ୍ୱନିରେ ଆକାଶକୁ ପ୍ରକମ୍ପିତ କରି ପ୍ରଭୁଙ୍କ ଦର୍ଶନ କରନ୍ତି।

ହେ କାଳିଆ ସାଆନ୍ତ, ଆମ ଜୀବନର ସମସ୍ତ ଦୁଃଖ, ବାଧା ଓ ଅନ୍ଧକାରକୁ ଦୂର କରି ଭକ୍ତି, ଶାନ୍ତି ଓ ସୁଖରେ ଆମ ଜୀବନକୁ ପରିପୂର୍ଣ୍ଣ କର। ତୁମର ଅପାର କୃପା ସମସ୍ତଙ୍କ ଉପରେ ସଦା ସର୍ବଦା ବର୍ଷିତ ହେଉ।

🙏 ଜୟ ଜଗନ୍ନାଥ 🙏
ପବିତ୍ର ବାହୁଡା ଯାତ୍ରାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
#ପୁରୀ

ସବୁଠାରୁ ସାହସୀ କିଏ ❓
23/07/2026

ସବୁଠାରୁ ସାହସୀ କିଏ ❓

🌿 ⭕‼️⭕ 🌿 ମୋ ଜଗା ଏବଂ ତୁଳସୀହେ ମୋ ଜଗା,ତୁମ ଚରଣରେ ଏହି ପବିତ୍ର ତୁଳସୀ ଅର୍ପଣ କରୁଛି।ମୋର ଭକ୍ତି, ବିଶ୍ୱାସ ଓ ପ୍ରେମକୁ ଗ୍ରହଣ କର।ମୋ ପରିବା...
22/07/2026

🌿 ⭕‼️⭕ 🌿 ମୋ ଜଗା ଏବଂ ତୁଳସୀ

ହେ ମୋ ଜଗା,
ତୁମ ଚରଣରେ ଏହି ପବିତ୍ର ତୁଳସୀ ଅର୍ପଣ କରୁଛି।
ମୋର ଭକ୍ତି, ବିଶ୍ୱାସ ଓ ପ୍ରେମକୁ ଗ୍ରହଣ କର।
ମୋ ପରିବାର ଉପରେ ସଦା ତୁମ କୃପାଦୃଷ୍ଟି ରହୁ।
ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ଭରିଦିଅ।
ତୁମ ନାମର ସ୍ମରଣ ହିଁ ଆମ ଜୀବନର ସବୁଠାରୁ ବଡ଼ ଶକ୍ତି।

"ତୁଳସୀ ଦଳେ ଭକ୍ତି ଥାଏ,
ଜଗନ୍ନାଥଙ୍କ କୃପା ସଦା ସାଥେ ରହେ।"

ଜୟ ଜଗନ୍ନାଥ। 🙏🌿

ପରକୀୟା ପ୍ରୀତି 😅🤣 ସାତ ମାସ ଧ ଏଇ ଘରେ ଚାଲିଥିଲା ରାସଲୀଳା । ଭୋଗରାଇ ବ୍ଲକ୍ ଅନ୍ତର୍ଗ ସାତଗୋହଳିଆ ରାଜେନ୍ଦ୍ର ଜେନାଙ୍କ ସ୍ତ୍ରୀ ୭ ମାସ ହେଲା ...
21/07/2026

ପରକୀୟା ପ୍ରୀତି 😅🤣 ସାତ ମାସ ଧ ଏଇ ଘରେ ଚାଲିଥିଲା ରାସଲୀଳା । ଭୋଗରାଇ ବ୍ଲକ୍ ଅନ୍ତର୍ଗ ସାତଗୋହଳିଆ ରାଜେନ୍ଦ୍ର ଜେନାଙ୍କ ସ୍ତ୍ରୀ ୭ ମାସ ହେଲା ଆସି ଏଇ ଭଡା ଘରେ ରହୁଥିଲେ ଏବଂ ସ୍ବାମୀଙ୍କ ନାମରେ ମିଥ୍ୟା ଅଭିଯୋଗ ଥାନା ମଧ୍ୟ ଦେଇଥିଲେ ଆଜି ସେଇ ଗ୍ରିଲ ଦୋକାନୀ ର ପିଛା କରି ରବିନ୍ଦ୍ର ଜେନା ପୋଲିସ ନେଇ ପହଁଞ୍ଚିଲା ବେଳକୁ ଗ୍ରିଲ ଦୋକାନୀ ଗ୍ରିଲ ଭାଙ୍ଗି ଫେରାର | ପୋଲିସ ଭଡ଼ା ଘରୁ ମହିଳା କୁ ଉଦ୍ଧାର କରି ଥାନା କୁ ନେଇଛି ! ସ୍ବାମୀ କୁ ଛାଡି ଗ୍ରିଲ ଦୋକାନୀ ପ୍ରେମରେ ମତୁଆଲା
#ଓଡ଼ିଆ

Address

Niali

Website

Alerts

Be the first to know and let us send you an email when odia comedy Masti posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category