28/05/2023
ଆଜ୍ଞା ଆମ ସରକାର ହକି, ଓଡ଼ିଶାରେ ମେଟ୍ରୋ, ରାସ୍ତା, ବ୍ରିଜ ସବୁଥିରେ ଧ୍ୟାନ ଦେଲେ ଆମେ ଖୁସି କେବେ ଟିକେ ଓଡିଆ ଫିଲ୍ମ ଆଉ କ୍ରିକେଟ ଉପରେ Focus Focus କର ହକି ଠାରୁ କ୍ରିକେଟ ପ୍ରେମୀ ଅଧିକ ଆଉ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ରେ ଓଡିଆ ଫିଲ୍ମ୍ ହଲ ନ ନେଲେ ଫାଇନ ଆମର କେବେ ହେବ ସରକାର କେବେ ଆମ ଓଡିଆ ଫିଲ୍ମକୁ focus କରିବେ ବିନା ସରକାର ସାହାଯ୍ୟରେ ଅସମ୍ଭବ ଦୟାକରି ଓଡ଼ିଶାରେ ନିୟମ କରନ୍ତୁ ଯେଉଁ ହଲ୍ ଓଡ଼ିଶାରେ ଓଡିଆ ଫିଲ୍ମ ନେବନି କରା ଆଦାୟ ହେବ। Naveen Patnaik Sidhant Mohapatra Akash Dasnayak Odi Ence@bindas odia Anubhav Mohanty Babushaan Mohanty Sivani SangitaAnanya Sritam Nanda Bhoomika Dash Amara Muzik Odia Swaraj Barik Ollywoodfm Pinky Pradhan Silver City Cuttack erasama Jagatsinghpur pulse