Khandadhar Waterfall, Keonjhar, Odisha

Khandadhar Waterfall, Keonjhar, Odisha Khandadhar Falls is located in Kendujhar district in the Indian state of Odisha. It is a 500 ft high waterfall in the midst of a dense forest.

It has a "smoke like" appearance created by the spraying of water as it cascades down the rock face.

30/06/2025
13/09/2024

ଧନ୍ୟବାଦ ତେଲକୋଇ ବିଧାୟକ ଡ଼ ଫକୀର ନାଏକ ମୋର ବିକାଶ ନିମନ୍ତେ ବିଧାନସଭା ରେ ଦାବି ଉପସ୍ଥାପନ କରିଥିବାରୁ

ଆଜି ଖଣ୍ଡାଧାର ମକର ମେଳା କମିଟି ପକ୍ଷରୁ ଖଣ୍ଡାଧାର ମକର ମେଳା କମିଟି ର  ଜଣେ ଆଗ ଧାଡି ର ସଦ୍ୟସ କାହ୍ନୁ ଚରଣ ନାଏକ ଙ୍କ ବାସ ଭବନ ରେ ପହଁଚି ମ...
16/04/2024

ଆଜି ଖଣ୍ଡାଧାର ମକର ମେଳା କମିଟି ପକ୍ଷରୁ ଖଣ୍ଡାଧାର ମକର ମେଳା କମିଟି ର ଜଣେ ଆଗ ଧାଡି ର ସଦ୍ୟସ କାହ୍ନୁ ଚରଣ ନାଏକ ଙ୍କ ବାସ ଭବନ ରେ ପହଁଚି ମୃତକ କାଁହୁ ଚରଣ ଙ୍କ ପରିବାର କୁ ଭେଟି ସମବେଦନା ଜଣେଇବା ସହ ଏକାଦଶ କ୍ରିୟା ନିମନ୍ତେ ରାସନ ସାମଗ୍ରୀ ଓ କିଛି ଆର୍ଥିକ ସୟାୟତା ପ୍ରଦାନ କରିବା ସହ ଅମର ଆତ୍ମା ର ସତଗତି ନିମନ୍ତେ ମା ତାରିଣୀ ଙ୍କ ନିକଟରେ ପାର୍ଥନା କରୁଚୁ

 #ଖଣ୍ଡାଧାରବାଂଶପାଳ (ଦୀପକ ବେହେରା) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରେ ଖଣ୍ଡାଧାର ଜଳ ପ୍ରପାତ ଅବସ୍ଥିତ କେନ୍ଦୁଝର ସହରରୁ ଏହା ମାତ୍ର ୫୫ କ...
19/02/2024

#ଖଣ୍ଡାଧାର
ବାଂଶପାଳ (ଦୀପକ ବେହେରା) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରେ ଖଣ୍ଡାଧାର ଜଳ ପ୍ରପାତ ଅବସ୍ଥିତ କେନ୍ଦୁଝର ସହରରୁ ଏହା ମାତ୍ର ୫୫ କିଲୋମିଟର ଦୂରତା ରହିଛି କାଦକଳା ରୁ ଅଳ୍ପ ଦୂରରେ ରହିଛି ଖଣ୍ଡାଧାର ଜଳ ପ୍ରପାତ ପାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବହୁ ଉଚ୍ଚରୁ ଖଣ୍ଡାଧାର ଭଳି ଏହାର ପାଣି ପଡୁଥିବାରୁ ଏହାର ନାମ ଖଣ୍ଡାଧାର ହୋଇଛି ବୋଲି ଲୋକ ମାନଙ୍କ ମତ ଜଳ ପ୍ରପାତ ନିକଟରେ ରହିଛି ବଡ଼ ବଡ଼ ପାହାଡ଼ ଉଚ୍ଚମାନର ଲୁହାପଥରରେ ଭରପୂର ପାକୃତିକ ଗଛ ଲତା ଚାରିଆଡେ ଜଳ ପ୍ରପାତ ର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରୁଚି କେନ୍ଦୁଝର ଆଡୁ ୫୯ ଉମ୍ବର ଜାତୀୟ ରାଜପଥ ରେ ୧୪ କିଲୋମିଟର ଦୂରରେ ଶୁଆକାଟି ରୁ ବାଂଶପାଳ ଦେଇ ଖଣ୍ଡାଧର ଯିବାକୁ ହୋଇଥାଏ ଏବେ ସୁନ୍ଦରଗଡ଼ ପଟୁ ମଧ୍ୟ ରାସ୍ତା ହୋଇଗଲାଣି ସେଠାରେ ରହଣି ବ୍ୟବସ୍ଥା ନ ଥିଲେ ମଧ୍ୟ କେନ୍ଦୁଝର ସହର ନିକଟ ପାଣ୍ଠନିବାସ କିମ୍ବା ହଟେଲ ରେ ରହିପରିବେ ଖଣ୍ଡାଧର ଯିବା ବାଟରେ ଜନଜାତି ମାନଙ୍କ ଦ୍ୱାରା ସଂଗୃହିତ ଫଳ ମୂଳ ବର୍ଷ ତମାମ ପାଇ ପାରିବେ ଗ୍ରୀଷ୍ମ ଦିନରେ ରାସ୍ତା କଡରେ ଥିବା ବୃକ୍ଷ ରାଜିରୁ ଆମ୍ବ ପଣସ ତଳି ଖାଇବାର ଆନନ୍ଦ ଉଠେଇ ପାରିବେ ଜଙ୍ଗଲ ମଧ୍ୟରେ ରାସ୍ତା ରହିଥିବାରୁ ପର୍ଯ୍ୟଟକ ପାକୃତିକ ଦୃଶ୍ୟ ଗଛ ଲତା ର ମନରମ ଦୃଶ୍ୟ ଉପଭୋଗ କରିପାରିବେ ସୂଚନା ଅନୁଯାୟୀ ଖଣ୍ଡାଧାର ଜଳପ୍ରପାତ କୁ ୨୦୨୦ କରନା ସମୟ ରେ ୫୦ ହାଜର ଉର୍ଦ୍ଧ୍ବ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୦ ଲକ୍ଷ ୫୧ ହଜାର ଆସିଥିଲେ ଖଣ୍ଡାଧାର ଜଳ ପ୍ରପାତ ର ବିକାଶ କାରଣରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି



15/01/2024
ଚଳିତବର୍ଷ ବର୍ଷ ଖଣ୍ଡାଧାର ମକର ମେଳା ରେ  ଆୟୋଜିତ ହୋଇଥିବା ଯାତ୍ରା ରାଜନନ୍ଦିନୀ ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ  ଖଣ୍ଡାଧାର ମେଳା ...
15/01/2024

ଚଳିତବର୍ଷ ବର୍ଷ ଖଣ୍ଡାଧାର ମକର ମେଳା ରେ ଆୟୋଜିତ ହୋଇଥିବା ଯାତ୍ରା ରାଜନନ୍ଦିନୀ ର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖଣ୍ଡାଧାର ମେଳା କମିଟି ର ବରିଷ୍ଟ କର୍ମୀ ଯେଠୁ ଦେହୁରୀ ତଳ କାଦକଳା ଗ୍ରାପ ସରପଞ୍ଚ ଅଦିତ କୁମାର ଦେହୁରୀ ସମିତି ସଭ୍ୟ ଯଦୁମଣି ଠାକୁର ଙ୍କ ସମେତ ଖଣ୍ଡାଧାର ମକର ମେଳା କମିଟି ର ବହୁ ବ୍ୟଜଷ୍ଟ କର୍ମକର୍ତା ଯୋଗ ଦେଇ ଏହାକୁ ଉଦଘାଟନ କରିଥଲେ

08/01/2024

ସମସ୍ତ ଙ୍କୁ ସାଦରେ ନିମନ୍ତ୍ରଣ ରହିଲା
#ସ୍ଥାନ_କାଦକଳା_ଖଣ୍ଡାଧାର_ମକର_ମେଳା_ପଡିଆ

ଯାତ୍ରା ସୁନ୍ଦରୀ ରାଜନନ୍ଦିନୀର ଏ ବର୍ଷର ମୂଖ୍ୟ ଆକର୍ଷଣ ନୃତ୍ୟ ଶିବ ତାଣ୍ଡବ ଯାହା ଦର୍ଶକ ମାନଙ୍କ ମନକୁ ବାନ୍ଧି ରଖୁଛି......ଦେଖିବାର ସୁଯୋଗ ...
07/01/2024

ଯାତ୍ରା ସୁନ୍ଦରୀ ରାଜନନ୍ଦିନୀର ଏ ବର୍ଷର ମୂଖ୍ୟ ଆକର୍ଷଣ ନୃତ୍ୟ ଶିବ ତାଣ୍ଡବ ଯାହା ଦର୍ଶକ ମାନଙ୍କ ମନକୁ ବାନ୍ଧି ରଖୁଛି......
ଦେଖିବାର ସୁଯୋଗ ନିଅନ୍ତୁ କାଦକଳା ଖଣ୍ଡାଧାର ମକର ମେଳା ପଡିଆ ରେ
ତା-୧୩/୧/୨୦୨୫ ଠାରୁ ୧୭/୧/୨୦୨୪ ପର୍ଯ୍ୟନ୍ତ

Address

Khandadhar Road
Keonjhar
758085

Alerts

Be the first to know and let us send you an email when Khandadhar Waterfall, Keonjhar, Odisha posts news and promotions. Your email address will not be used for any other purpose, and you can unsubscribe at any time.

Share

Category