pramod kumar nayak

pramod kumar nayak BJP KENDRAPADA,JAMBOO MANDAL, VICE PRESIDENT I

JAMBOO SAKTI KENDRA PRABHARI.

22/02/2026

ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୧୩୧ତମ ଜନପ୍ରିୟ କାଯ୍ୟକ୍ରମ "ମନ୍‌ କି ବାତ୍‌" କୁ ମୋ ଜମ୍ବୁ ମଣ୍ଡଳ ର ଶକ୍ତି କେନ୍ଦ୍ର ସୁନିତି ର ପୂର୍ବ ସୁନିତି ବୁଥ୍ ରେ ଉପସ୍ଥିତି ଥିଲେ ପ୍ରଭାରୀ ଅରୁଣ ମହାନ୍ତି, ମଣ୍ଡଳ ସେକ୍ରେଟେରୀ ଅଞ୍ଜଳି ପାଞ୍ଜା,ଶକ୍ତି କେନ୍ଦ୍ର ସ ପ୍ରମୁଖ କେଦାର ମଳିକ, ବୁଥ୍ ସଭାପତି ଗୌରାଙ୍ଗ ଘଡ଼ାଇ,ଅନେକ କାଯ୍ୟକର୍ତ୍ତା ମାନଙ୍କ ସହିତ ଶୁଣିଥିଲି ଏହି କାଯ୍ୟକ୍ରମ ମାଧ୍ୟମରେ ଆମେ ଅନେକ କିଛି ଜାଣିବା ସହିତ ନୂଆ ଉପଲବଧି ହେବାର ସୁଯଗ ମିଳିଥାଏ l

22/02/2026

Address

Kharianta Suniti
Kendrapara District
754224

Website

Alerts

Be the first to know and let us send you an email when pramod kumar nayak posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share