Paschim Odisha Plus

Paschim Odisha Plus ଜୟ ମାଁ ସମଲେଇ 🙏🏾

ଆମର୍ ଗୋରୁ ମାତା 🙏🏾 #ପଶ୍ଚିମଓଡ଼ିଶା
25/09/2024

ଆମର୍ ଗୋରୁ ମାତା 🙏🏾

#ପଶ୍ଚିମଓଡ଼ିଶା

ସିଆନ୍ ସୁଜନ୍ ମାଏନତା ଗୁନତା ସବକୁ  #ନୁଆଁଖାଇଜୁହାର୍ 🙏🏾✍️ Dhruba Padhan Paschim Odisha Paschim Odisha Parivaar
08/09/2024

ସିଆନ୍ ସୁଜନ୍ ମାଏନତା ଗୁନତା ସବକୁ #ନୁଆଁଖାଇଜୁହାର୍ 🙏🏾

✍️ Dhruba Padhan


Paschim Odisha
Paschim Odisha Parivaar

ମାଁ ସମଲେଇ ନୁ ମୁଡିଆ ମାରିକରି ପଶ୍ଚିମ ଓଡ଼ିଶା ବାସୀ କୁ  #ନୁଆଁଖାଇ ର ଅଭିନନ୍ଦନ ଜନଉଛୁ. ମାଁ ସମଲେଇ ସବକୁ ସୁଖେ ରଖିଥାଉ 🙏🏾 #ଜୟମାଁସମଲେଇ #...
08/09/2024

ମାଁ ସମଲେଇ ନୁ ମୁଡିଆ ମାରିକରି ପଶ୍ଚିମ ଓଡ଼ିଶା ବାସୀ କୁ #ନୁଆଁଖାଇ ର ଅଭିନନ୍ଦନ ଜନଉଛୁ. ମାଁ ସମଲେଇ ସବକୁ ସୁଖେ ରଖିଥାଉ 🙏🏾

#ଜୟମାଁସମଲେଇ
#ନୁଆଁଖାଇ_2024

ବହୁତ୍ ଦୁଖ୍ ଆଏ 😌 #ନୁଆଁଖାଇ
07/09/2024

ବହୁତ୍ ଦୁଖ୍ ଆଏ 😌

#ନୁଆଁଖାଇ

SBI ବାଲେ କହତ, ତମର୍ ସବୁଥିର୍ ଇ ଗୁଟେ ଉତ୍ତର୍ କେନତା ରେଡି ଥିସି 🤔🤦‍♂️🤣
03/09/2024

SBI ବାଲେ କହତ, ତମର୍ ସବୁଥିର୍ ଇ ଗୁଟେ ଉତ୍ତର୍ କେନତା ରେଡି ଥିସି 🤔🤦‍♂️🤣

ବହୁତ ବହୁତ ଧନ୍ଯବାଦ 🙏🏾 ଜଲଦି ଆଗକେ ବଢୁ, ବହୁତ ଦରକାର ହେଲାନ...
03/09/2024

ବହୁତ ବହୁତ ଧନ୍ଯବାଦ 🙏🏾 ଜଲଦି ଆଗକେ ବଢୁ, ବହୁତ ଦରକାର ହେଲାନ...

ଧନ୍ଯବାଦ ଜୁହାର୍ ପରିବାର ଦିଲ୍ଲୀ ଆମକୁ ନିମନ୍ତ୍ରଣ ଦେଇ ଥିବାର୍ ଲାଗି, ଚେଷ୍ଟା କରମୁ ଆମର୍ ସିଘା ତିହାର୍  #ନୁଆଁଖାଇ ର ପରବ୍ ରେ ଯୋଗଦାନ କରବ...
03/09/2024

ଧନ୍ଯବାଦ ଜୁହାର୍ ପରିବାର ଦିଲ୍ଲୀ ଆମକୁ ନିମନ୍ତ୍ରଣ ଦେଇ ଥିବାର୍ ଲାଗି, ଚେଷ୍ଟା କରମୁ ଆମର୍ ସିଘା ତିହାର୍ #ନୁଆଁଖାଇ ର ପରବ୍ ରେ ଯୋଗଦାନ କରବାର୍ ଲାଗି.

ଆପଣ ମାନେ ବି ଦିଲ୍ଲୀ ଆଖେ ପାଖେ ଅଛନ୍ ବେଲେ ଆସୁନ୍. ନାଚମା ସମ୍ବଲପୁରୀ, ଗାଏମା ସମ୍ବଲପୁରୀ, ଖାଏମା ସମ୍ବଲପୁରୀ, ପିନ୍ଧମା ସମ୍ବଲପୁରୀ...

#ଜୟମାଁସମଲେଇ 🙏🏾

03/09/2024

ଇ ବିଜେପି ବିଜେଡ଼ି ଛାଡ ଏନ୍ତା ଗୁଟେ ରାଜନୈତିକ ଦଳ ଟେ ଗଢ ଯିଏକି ଖାଲି ପଶ୍ଚିମ ଓଡ଼ିଶା ଲାଗି କାମ କରବା, ବେଲେ ଯାଇ ପଶ୍ଚିମ ଓଡ଼ିଶା ଲାଗି କିଛି ଭଲ ହେବା

ଦରକାର ନାଇଁନ ଇ ବେଞ୍ଚ ଟେବୁଲ ଆଜ୍ଞା, ଆମକୁ ଅଲଗା କରି ଦଉନ ତ,   ଆପଣ ବି ଖୁସ ରହୁନ୍, ଆମେ ବି ଆମର ହିସାବେ ଠିକ ରହି ଜିମୂ. ସମ୍ବଲପୁରିଆ ବହୁ...
02/09/2024

ଦରକାର ନାଇଁନ ଇ ବେଞ୍ଚ ଟେବୁଲ ଆଜ୍ଞା, ଆମକୁ ଅଲଗା କରି ଦଉନ ତ, ଆପଣ ବି ଖୁସ ରହୁନ୍, ଆମେ ବି ଆମର ହିସାବେ ଠିକ ରହି ଜିମୂ. ସମ୍ବଲପୁରିଆ ବହୁତ ତାକତ ଵାଲା ଆଏ. ସେ ସବୁ ବେଲେ ଆଗକେ ହି ଯାଇଛେ. ଆଉ ସବୁ ବେଲେ ଆଗକେ ହି ଯିବା...

02/09/2024

ହାଇକୋର୍ଟ ଦରକାର୍ କି ଅଲଗା ରାଜ୍ଯ ଦରକାର୍? ଅଲଗା ରାଜ୍ଯ ହେଲେ ତ ଅଟୋମେଟିକ୍ ହାଇକୋର୍ଟ ହେବା 😉 ଟିକେ ଲୋଜିକ୍ ଲଗ ଭାଇ ମାନେ

31/08/2024

କାଲି ଆମେ ଚାଷୀ ମାନକୁ ହିମ୍ମତ୍ ଦେବାର୍ ଲାଗି ଆଉ ତାକର୍ କାମ୍ କେ ପ୍ରଶଂସା କରବାର୍ ଲାଗି ପୋଷ୍ଟ୍ ଟେ କରିଥିଲୁ, ଯେନଟା କିଛି ଲୋଗ୍ କୁ ଚିଆଲା. କହେଲେ ଖାଲି ମିଟର୍ ଖୁଲିଛନ୍ କିନ୍ତୁ ସବକର୍ ଲାଇଟ୍ ଜଲୁଛେ.

୧) ଯାହା ବି କରିଛନ୍ ଠିକ୍ କରିଛନ୍
୨) ଯଦି ଲାଇଟ୍ ଜଲୁଛେ ବେଲେ ବି ଠିକ୍ କରିଛନ୍, ଅନ୍ଧାରେ ଆଉ ରହେତେ କେଁ.
୩) ତମେ ତମର୍ ଘରର୍ ଟା ଫିକି ପାରବ କେଁ?
୪) ଫେକ୍ ଆଇଡି ରେ ସଭେ ଭାଷଣ୍ ମାରି ଯାନସନ୍
୫) ଦମ୍ ଅଛେ ବେଲେ ନିଜର୍ ଘରର୍ ଟା ଖୁଲିକରି ଫିକ ପହେଲା, ଫେର୍ ଆସିକରି ଜ୍ଞାନ ଦେବ.

ଆମେ ଆଉ ଥରେ ତାକର୍ କାମ୍ କେ ସେଲୁଟ୍ କରୁଛୁଁ 🙏🏾👌👏

ଚାଷୀ ସଂଗଠନ୍ ମାନେ ବିଚାର୍ କରୁନ୍ ଆଉ କାଣା କରବାର୍ ଅଛେ ଯେ ଭାବୁନ୍, ଇଟା ନ ସମିୟା ଆଏ.
31/08/2024

ଚାଷୀ ସଂଗଠନ୍ ମାନେ ବିଚାର୍ କରୁନ୍ ଆଉ କାଣା କରବାର୍ ଅଛେ ଯେ ଭାବୁନ୍, ଇଟା ନ ସମିୟା ଆଏ.


Address

Jharsuguda

Website

Alerts

Be the first to know and let us send you an email when Paschim Odisha Plus posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Paschim Odisha Plus:

Share

Category