31/07/2026
ଶ୍ରୀ ନବକିଶୋର ପାତ୍ର, 75 ବର୍ଷ ବୟଷରେ ବି ଚମତ୍କାର ଚିତ୍ର ଆଙ୍କୁଛନ୍ତି!
ଜୟପୁର ସୌରା ସାହି ର 75 ବର୍ଷୀୟ ଶ୍ରୀ ନବକିଶୋର ପାତ୍ର ଜଣେ ଚିତ୍ର ଶିଳ୍ପୀ, ମୂର୍ତ୍ତିକାର ଏବଂ ଥିଏଟର ଆର୍ଟିଷ୍ଟ ଭାବେ ଜଣାଶୁଣା... ପିଲାବେଳରୁ ତାଙ୍କର ଏଇ ନିଶା. ମୁଁ ମୋର ସ୍କୁଲ ଲାଇଫରୁ ଦେଖି ଆସୁଛି ଅନେକ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରନ୍ତି, ସବୁ ପ୍ରକାର ର ଚିତ୍ର ଅଙ୍କିବାରେ ଏକ୍ସପର୍ଟ ଆଉ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ଷ୍ଟେଜରେ ନିଜେ ଏକ୍ଟର ଆଉ ଜଣେ ମେକଅପ ଆର୍ଟିଷ୍ଟ ର ରୋଲ ନିଭେଇ ଆସିଛନ୍ତି ନବ ଆଜ୍ଞା. ନିଜର ଏଇ କଳାଗୁଡିକ ପାଇଁ ଅନେକ ଯାଗାରେ ଅନେକ ସମ୍ମାନ ପାଇଛନ୍ତି. ଏଇ ପରି ଜଣେ ମଲ୍ଟିଟେଲେଣ୍ଟେଡ କଳାକାରଙ୍କୁ AKS ତରଫରୁ ଅନେକ ଅନେକ ଅଭିନନ୍ଦନ ଜଣେଇବା ସହ ତାଙ୍କ ଦୀର୍ଘାୟୁ କାମନା କରୁଛୁ... ଜୟ କଳା!!💐💐 ଜୟ ଜଗନ୍ନାଥ...🙏