Pritiranjan Gharai fan club Kuhika

Pritiranjan Gharai fan club Kuhika I think Camera is the 3rd EYE of Lord Shiva.......

06/06/2026

Jai Danny bhai

 #ଅକ୍ଷୟତୃତୀୟା 🙏ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ  #ଅତା ପଞ୍ଚାୟତର  #ରାଜଗୋଲା ଗ୍ରାମରେ ଆଖିମୁଠି ଅନୁକୂଳ କାର୍ଯ୍...
20/04/2026

#ଅକ୍ଷୟତୃତୀୟା 🙏
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ #ଅତା ପଞ୍ଚାୟତର #ରାଜଗୋଲା ଗ୍ରାମରେ ଆଖିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦ ଅନୁଭବ କଲି।
ମହାପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପାରୁ ଆମ ଚାଷୀ ଭାଇଭଉଣୀମାନଙ୍କର ଏହି ପବିତ୍ର ଆଖିମୁଠି ଅନୁକୂଳ ଶୁଭମୟ ଓ ସମୃଦ୍ଧିମୟ ହେଉ—ଏହି ମୋର ପ୍ରାର୍ଥନା।

ଆସନ୍ତା କାଲି ସୋମବାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅତା ଗ୍ରାମପଞ୍ଚାୟତ ରାଜଗୋଲା ଠାରେ ପୂର୍ବତନ ମନ୍ତ୍ରୀ, ଇଂ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ଦ୍ୱାରା...
19/04/2026

ଆସନ୍ତା କାଲି ସୋମବାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅତା ଗ୍ରାମପଞ୍ଚାୟତ ରାଜଗୋଲା ଠାରେ ପୂର୍ବତନ ମନ୍ତ୍ରୀ, ଇଂ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ଦ୍ୱାରା ସମୟ ୯ ଘଟିକା ରେ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନକରାଯିବ |
ଏହି କାଯ୍ୟକ୍ରମ ରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳକରନ୍ତୁ |

17/04/2026
31/10/2025
31/10/2025
ସାଢେ଼ ଚାରିକୋଟି ଓଡ଼ିଆ ଙ୍କ ଜନମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ...
16/10/2025

ସାଢେ଼ ଚାରିକୋଟି ଓଡ଼ିଆ ଙ୍କ ଜନମାନସ ର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।। Happy birthday sir 🎂🎂💚💚🙏🙏

King is king.........
13/09/2025

King is king.........

Biju babu
12/09/2025

Biju babu

Address

Jajpur
755018

Telephone

6371773065

Website

Alerts

Be the first to know and let us send you an email when Pritiranjan Gharai fan club Kuhika posts news and promotions. Your email address will not be used for any other purpose, and you can unsubscribe at any time.

Share