Aagami Kalaniketan

Aagami Kalaniketan Choreographer :- D DEEPAK & SUPRIYA NANDA

ଜୟ ଜଗନ୍ନାଥ 🙏🙏🙏ବିଶ୍ଵଶାନ୍ତି ବ୍ରହ୍ମ ଏକାକ୍ଷର ଓ ଶ୍ରୀମଦ୍ ଭଗବତ୍ ଗୀତା ମହାଯଜ୍ଞ ତଥା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପାଳନ ଉତ୍ସବ ଅବସରରେ ସିଦ୍...
18/12/2024

ଜୟ ଜଗନ୍ନାଥ 🙏🙏🙏ବିଶ୍ଵଶାନ୍ତି ବ୍ରହ୍ମ ଏକାକ୍ଷର ଓ ଶ୍ରୀମଦ୍ ଭଗବତ୍ ଗୀତା ମହାଯଜ୍ଞ ତଥା ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପାଳନ ଉତ୍ସବ ଅବସରରେ ସିଦ୍ଧଗିରି ଆଶ୍ରମ, ଗୋବିନ୍ଦପୁର, ଟାଙ୍ଗୀ, କଟକ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗାମୀ କଳା ନିକେତନର କୁନି କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ ଏବଂ ଅନୁଷ୍ଠାନର ନୃତ୍ୟ ଗୁରୁ ସୁପ୍ରିୟା ନନ୍ଦଙ୍କୁ ସମ୍ମାନୀତ କରାଯାଇଛି।

"Life is better when you dance" :-AKNHi today I meet you a new update of dance compitition of both junior and senior stu...
12/12/2024

"Life is better when you dance" :-
AKN

Hi today I meet you a new update of dance compitition of both junior and senior students from Aagami Kala Niketan Dance class,Chhatia.

From Junior side :-
1st winner 🏆 :- Shibani Pal
2nd winner 🏆 :- Arunima Swami
3rd winner 🏆 :- Subha Laxmi Singh

From Senior side:-
1st winner 🏆 :- Soumya Bej
2nd winner 🏆 :- Lipsh*ta Ram
3rd winner 🏆 :- Shrinika Panda

Please subscribe like comment share for more videos 👍🙏....AKN presents:-Ghungura Dia Bandhi Mo Dui Pade  // Jagannath Bh...
01/12/2024

Please subscribe like comment share for more videos 👍🙏....

AKN presents:-

Ghungura Dia Bandhi Mo Dui Pade // Jagannath Bhajan dance:-



























Ghungura Dia Bandhi Mo Dui Pade ।। Queries solved:-ghungura dia bandhi mo dui padeodia bh...

ମା ବୁଢିନାଆକାଣୀ କଳା ପରିଷଦ (ମହାଦେଇପୁର, ଖଡିଅଙ୍ଗ, ଚଣ୍ଡିଖୋଲ , ଯାଜପୁର)ର ୨ୟ ବାର୍ଷିକ ଉତ୍ସବ-୨୦୨୪ ରେ ଆମ ଆଗାମୀ କଳା ନିକେତନର ନୃତ୍ୟ ଗୁ...
25/11/2024

ମା ବୁଢିନାଆକାଣୀ କଳା ପରିଷଦ (ମହାଦେଇପୁର, ଖଡିଅଙ୍ଗ, ଚଣ୍ଡିଖୋଲ , ଯାଜପୁର)ର ୨ୟ ବାର୍ଷିକ ଉତ୍ସବ-୨୦୨୪ ରେ ଆମ ଆଗାମୀ କଳା ନିକେତନର ନୃତ୍ୟ ଗୁରୁ ତଥା ପରିଚାଳିକା ସୁପ୍ରିୟା ନନ୍ଦଙ୍କୁ "ଦେବଦାସୀ ସମ୍ମାନରେ ସମ୍ମାନିତ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ:- ଆଗାମୀ କଳା ନିକେତନ, ଛତିଆ।

ପବିତ୍ର କାର୍ତ୍ତିକ ପୂଜା ଉପଲକ୍ଷେ ଓଁ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜା କମିଟି,ଶକୁନ୍ତଳାପୁର, ବଡ଼ଚଣା ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍...
19/11/2024

ପବିତ୍ର କାର୍ତ୍ତିକ ପୂଜା ଉପଲକ୍ଷେ ଓଁ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜା କମିଟି,
ଶକୁନ୍ତଳାପୁର, ବଡ଼ଚଣା ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗାମୀ କଳା ନିକେତନର କଳାକାର ମାନେ ସୁନ୍ଦର୍ ନୃତ୍ୟ ପରିବେଷଣ କରି ଶକୁନ୍ତଳାପୁର ବାସିଙ୍କ ଭଲ ପାଇବା ସାଉଁଟିଛନ୍ତି ଏବଂ ଆୟୋଜିତ ଅନୁଷ୍ଠାନ ପକ୍ଷରୁ କଳାକାର ମାନଙ୍କୁ ଓ ନୃତ୍ୟ ଗୁରୁ ସୁପ୍ରିୟା ନନ୍ଦଙ୍କୁ ସମ୍ମାନିତ କରାଯାଇଛି।

ଧନ୍ୟବାଦ ଓଁ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜା କମିଟି, ଶକୁନ୍ତଳାପୁର, ବଡ଼ଚଣା:- ଆଗାମୀ କଳା ନିକେତନ ।

ଜୟ କାର୍ତ୍ତିକେଶ୍ୱର 🙏,  ପବିତ୍ର କାର୍ତ୍ତିକ ପୂଜା ଉପଲକ୍ଷେ ତଳସାହି କାର୍ତ୍ତିକେଶ୍ୱର ପୂଜା କମିଟି, ବୈରୀ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍...
16/11/2024

ଜୟ କାର୍ତ୍ତିକେଶ୍ୱର 🙏,

ପବିତ୍ର କାର୍ତ୍ତିକ ପୂଜା ଉପଲକ୍ଷେ ତଳସାହି କାର୍ତ୍ତିକେଶ୍ୱର ପୂଜା କମିଟି, ବୈରୀ ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗାମୀ କଳା ନିକେତନର କଳାକାର ମାନଙ୍କ ସୁନ୍ଦର୍ ନୃତ୍ୟ ପରିବେଷଣ ପୁଣି ଥରେ ବୈରୀ ବାସିଙ୍କ ଭଲ ପାଇବା ସାଉଁଟିଛି ଏବଂ ଆୟୋଜିତ ଅନୁଷ୍ଠାନ ପକ୍ଷରୁ କଳାକାରମାନଙ୍କୁ କଳା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି।

ଧନ୍ୟବାଦ ତଳସାହି କାର୍ତ୍ତିକେଶ୍ୱର ପୂଜା କମିଟି, ବୈରୀ:- ଆଗାମୀ କଳା ନିକେତନ ।

ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ତଥା ପବିତ୍ର ଶିଶୁ ଦିବସ ଅବସରରେ ଆମ ଆଗାମୀ କଳା ନିକେତନ (ନୃତ୍ୟ ଓ...
14/11/2024

ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ତଥା ପବିତ୍ର ଶିଶୁ ଦିବସ ଅବସରରେ ଆମ ଆଗାମୀ କଳା ନିକେତନ (ନୃତ୍ୟ ଓ ଚିତ୍ରାଙ୍କନ) ଅନୁଷ୍ଠାନ ଦ୍ଵାରା ଆମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିଶୁ ଦିବସ ଖୁବ୍ ସୁନ୍ଦର୍ ଭାବେ ପାଳନ କରାଯାଇଛି । ଆମ ଦେଶର ଆଗାମୀ ଭବିଷ୍ୟତ ମାନଙ୍କୁ ଗଢିବାରେ ଆଗାମୀ କଳା ନିକେତନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଆପଣ ମାନଙ୍କ ସହଯୋଗ ସହ ଆଶୀର୍ବାଦ ସଦା ସର୍ବଦା ଆମ ଅନୁଷ୍ଠାନ ଓ ପିଲାଙ୍କ ଉପରେ ଥାଉ :- ଧନ୍ୟବାଦ ,ଆଗାମୀ କଳା ନିକେତନ,ଛତିଆ।

ଜୟ ମା କାଳୀ 🙏,ପବିତ୍ର କାଳୀ ପୂଜା ଅବସରରେ ମା କାଳୀ ପୂଜା କମିଟି, ବୈରୀ, ଯାଜପୁର ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗାମୀ କଳା ନ...
04/11/2024

ଜୟ ମା କାଳୀ 🙏,
ପବିତ୍ର କାଳୀ ପୂଜା ଅବସରରେ ମା କାଳୀ ପୂଜା କମିଟି, ବୈରୀ, ଯାଜପୁର ଦ୍ଵାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଗାମୀ କଳା ନିକେତନର କୁନି କୁନି କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ ଏବଂ ସମସ୍ତ କୁଶଳୀ କଳାକାର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଅଛି ।

ଧନ୍ୟବାଦ ମା କାଳୀ ପୂଜା କମିଟି, ବୈରୀ, ଯାଜପୁର:- ସୁପ୍ରିୟା ନନ୍ଦ, ଆଗାମୀ କଳା ନିକେତନ।

30/10/2024

Address

Chatia , Infront Of Jagannath Hospital, Rajeev Bhaban , Chatia Jajpur
Jajpur

Alerts

Be the first to know and let us send you an email when Aagami Kalaniketan posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Aagami Kalaniketan:

Share

Category