Badadanda Youth Cultural Association Naharana

Badadanda Youth Cultural Association Naharana social activities in all platform

26/01/2026

ଆମ ଅନୁଷ୍ଠାନ ତରଫରୁ ଆମ ଉତ୍କଳମଣୀ ଗୋପବନ୍ଧୁ ବିଦ୍ୟାପୀଠ ର ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ତ୍ରିରଙ୍ଗା ଉତ୍ତ୍ୱଳନ ର ଦୃଶ୍ୟ 🇮🇳ଜୟ ହିନ୍ଦ 🇮🇳ଜୟ ଶ୍ରୀରାମ 🚩

ଆଜିକୁ କେତେଦିନ ହେଲାଣି ହିସାବ ତ ରଖିନୁ କିନ୍ତୁ ଭୟଙ୍କର ଗ୍ରୀଷ୍ମ ପ୍ରବାହ ରେ ପଥଚାରି ମାନେ ତୃଷ୍ଣା ମେଣ୍ଟେଇବା ପରେ "ଓହଃ କି ଶାନ୍ତି" ଏହି ...
10/05/2025

ଆଜିକୁ କେତେଦିନ ହେଲାଣି ହିସାବ ତ ରଖିନୁ କିନ୍ତୁ ଭୟଙ୍କର ଗ୍ରୀଷ୍ମ ପ୍ରବାହ ରେ ପଥଚାରି ମାନେ ତୃଷ୍ଣା ମେଣ୍ଟେଇବା ପରେ "ଓହଃ କି ଶାନ୍ତି" ଏହି କେତୋଟି ଶବ୍ଦ, ଆମ ମାନଙ୍କ ମନଙ୍କୁ ଶାନ୍ତି ଦିଏ 🙏ଆଜି ଆମ ଅନୁଷ୍ଠାନ ର ଲୋକପ୍ରିୟ ସଦସ୍ୟ ରାକେଶ ବାରିବ ତିନିଦିନ ପାଇଁ ସହାୟତା କରିଛନ୍ତି 🙏ଧନ୍ୟବାଦ...

ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଲୋକମାନଙ୍କ ତୃଷ୍ଣା ମେଣ୍ଟେଇବାର ଆନନ୍ଦ ଅବର୍ଣ୍ଣନୀୟ 🙏ଆମ ଅନୁଷ୍ଠାନ ର ସଦସ୍ୟ ଜ୍ୟୋତିରଞ୍ଜନ ସାହାଣୀ ଚାରିଦିନ ପାଇ...
10/05/2025

ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଲୋକମାନଙ୍କ ତୃଷ୍ଣା ମେଣ୍ଟେଇବାର ଆନନ୍ଦ ଅବର୍ଣ୍ଣନୀୟ 🙏ଆମ ଅନୁଷ୍ଠାନ ର ସଦସ୍ୟ ଜ୍ୟୋତିରଞ୍ଜନ ସାହାଣୀ ଚାରିଦିନ ପାଇଁ ସହାୟତା ରାଶି ପ୍ରଦାନ କରିଛନ୍ତି 🙏ଧନ୍ୟବାଦ..

ଖରା ର ପ୍ରକୋପ କମିବାର ନାହିଁ, କି ଆମର ପ୍ରୟାସ ରେ ଥକାପଣ ନାହିଁ l ସମାଲୋଚନା ତ ରହୁଚି, ରହିବ କିନ୍ତୁ ନକାରାତ୍ମକ କୁ ignore କରି ସକାରାତ୍ମ...
02/05/2025

ଖରା ର ପ୍ରକୋପ କମିବାର ନାହିଁ, କି ଆମର ପ୍ରୟାସ ରେ ଥକାପଣ ନାହିଁ l ସମାଲୋଚନା ତ ରହୁଚି, ରହିବ କିନ୍ତୁ ନକାରାତ୍ମକ କୁ ignore କରି ସକାରାତ୍ମକ କୁ ଗ୍ରହଣ କରିବାକୁ ପଡିବ l ଚାରିଦିନ ପାଇଁ ଆମ ଅନୁଷ୍ଠାନ ର ସଦସ୍ୟ ଶିତିକାନ୍ତ ପରିଡା (ଇଲୁ) ସେବାକାର୍ଯ୍ୟ ପାଇଁ ସହାୟତା ପ୍ରଦାନ କରିଛନ୍ତି l ଧନ୍ୟବାଦ

ନିସ୍ଵାର୍ଥପର ସେବା ହୃଦୟରୁ କରିକି ଦେଖନ୍ତୁ ଆଜ୍ଞା, ସେଥିରୁ ମିଳୁଥିବା ଆନନ୍ଦ, ଶବ୍ଦ ରେ ପ୍ରକାଶ କରିହେବନି lଆମ ଅନୁଷ୍ଠାନ ତରଫରୁ ଜଳଛତ୍ର ସେ...
29/04/2025

ନିସ୍ଵାର୍ଥପର ସେବା ହୃଦୟରୁ କରିକି ଦେଖନ୍ତୁ ଆଜ୍ଞା, ସେଥିରୁ ମିଳୁଥିବା ଆନନ୍ଦ, ଶବ୍ଦ ରେ ପ୍ରକାଶ କରିହେବନି l
ଆମ ଅନୁଷ୍ଠାନ ତରଫରୁ ଜଳଛତ୍ର ସେବାକାର୍ଯ୍ୟ 14ତମ ଦିନରେ ବି ପଥିକ ମାନଙ୍କ ତୃଷ୍ଣା ମେଣ୍ଟେଇବା ର ପ୍ରୟାସ ଜାରିରହିଛି 🙏ଧନ୍ୟବାଦ

ପ୍ରଚଣ୍ଡ ରୌଦ୍ରତାପ ରେ ଆମ ଅନୁଷ୍ଠାନ ତରଫରୁ ନିରବଛିନ୍ନ ଭାବେ ଜଳଛତ୍ର ସେବାକାର୍ଯ୍ୟ ଜାରିରହିଛି l ପାଞ୍ଚ ଦିନ ପାଇଁ ଆମ ଅନୁଷ୍ଠାନ ସକ୍ରିୟ ସଦ...
27/04/2025

ପ୍ରଚଣ୍ଡ ରୌଦ୍ରତାପ ରେ ଆମ ଅନୁଷ୍ଠାନ ତରଫରୁ ନିରବଛିନ୍ନ ଭାବେ ଜଳଛତ୍ର ସେବାକାର୍ଯ୍ୟ ଜାରିରହିଛି l ପାଞ୍ଚ ଦିନ ପାଇଁ ଆମ ଅନୁଷ୍ଠାନ ସକ୍ରିୟ ସଦସ୍ୟ ରଶ୍ମିରଞ୍ଜନ ଜେନା(ହାପି)ସହାୟତା ପ୍ରଦାନ କରିଛନ୍ତି 💐ଧନ୍ୟବାଦ

ଜାମ୍ମୁକାଶ୍ମୀର ର ପେହେଲଗାମ ରେ ଆତଙ୍କବାଦୀ ଙ୍କ ଗୁଳିରେ ନିହତ ହେଇଥିବା 26 ନିରୀହ ଭରାତତୀୟ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 💐ଓଁ ଶାନ୍ତି 🙏
27/04/2025

ଜାମ୍ମୁକାଶ୍ମୀର ର ପେହେଲଗାମ ରେ ଆତଙ୍କବାଦୀ ଙ୍କ ଗୁଳିରେ ନିହତ ହେଇଥିବା 26 ନିରୀହ ଭରାତତୀୟ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 💐ଓଁ ଶାନ୍ତି 🙏

26/04/2025

ଆମ ଅନୁଷ୍ଠାନ ଏକ ସେବା ଅନୁଷ୍ଠାନ, କେବେ ବୃକ୍ଷରୋପଣ କରି ପରିବେଶ ର ସେବା କରୁ ତ କେବେ ପ୍ରଚଣ୍ଡ ଖରାରେ ପଥଚାରି ମାନଙ୍କ ତୃଷ୍ଣା ମେଣ୍ଟେଇ ଜଳଦାନ ର ସେବା କରୁ ପୁଣି କେବେ କୋରାନା ମହାମାରୀ ରେ ସଚେତନତା ସେବା କରୁ ତ ପୁଣି କେବେ ବିଦ୍ୟାଳୟ ର କୁନି କୁନି ବିଦ୍ୟାର୍ଥୀ ମାନଙ୍କୁ ନେଇ ସଂlସ୍କୃତିକ କାର୍ଯ୍ୟକ୍ରମ କରୁ l ନିସ୍ଵାର୍ଥପର ସେବା ପ୍ରଦାନ କରିବା ଆମ ଅନୁଷ୍ଠାନ ର ଏକମାତ୍ର ମୂଳଲକ୍ଷ l

ଓଡିଶା ର ଯେକୌଣସି କୋଣରୁ ଆମ ଅନୁଷ୍ଠାନ ସହ ଯୋଡି ହେଇ ମହତ୍ୱ ସେବାକାର୍ଯ୍ୟ ରେ ନିଜକୁ ସାମିଲ କରନ୍ତୁ 🙏ଧନ୍ୟବାଦ 💐

10 ଦିନ ହେବ ନିରବଛିନ୍ନ ଭାବେ ଜଳଛତ୍ର ସେବାକାର୍ଯ୍ୟ ଆମ ଅନୁଷ୍ଠାନ ଦ୍ୱାରା ଜାରିରହିଛି, ଯେତେଦିନ ଗ୍ରୀଷ୍ମ ପ୍ରବାହ ଚାଲିଥିବ, ସେତେଦିନ ପର୍ଯ୍...
26/04/2025

10 ଦିନ ହେବ ନିରବଛିନ୍ନ ଭାବେ ଜଳଛତ୍ର ସେବାକାର୍ଯ୍ୟ ଆମ ଅନୁଷ୍ଠାନ ଦ୍ୱାରା ଜାରିରହିଛି, ଯେତେଦିନ ଗ୍ରୀଷ୍ମ ପ୍ରବାହ ଚାଲିଥିବ, ସେତେଦିନ ପର୍ଯ୍ୟନ୍ତ ସେବାକାର୍ଯ୍ୟ ଜାରିରହିବ 🙏

Address

Jagatsinghpur

Telephone

+918658692889

Website

Alerts

Be the first to know and let us send you an email when Badadanda Youth Cultural Association Naharana posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Badadanda Youth Cultural Association Naharana:

Share