Bharat Podcast

Bharat Podcast Jay Jagannath ⭕ ❗ ⭕ 🚩
Hey guys...Here I welcome to my page. Don't forget Like, Share and Follow 🙏🏻

21/05/2026

World Magazine ରେ ଡକ୍ଟର ହଳଧର ନାଗ୍ ନାଁ 😱

21/05/2026

କାହିଁକି ଡକ୍ଟର ହଳଧର ନାଗ୍ ଚପଲ ପିନ୍ଧନ୍ତିନି ?😱 ଚପଲ ନ ପିନ୍ଧିବା ଦ୍ଵାରା ଅନେକ ପ୍ରକାର ରୋଗ ରୁ ମୁକ୍ତି ମିଳେ 😱

20/05/2026

ଡକ୍ଟର ହଳଧର ନାଗ୍ ଗୋଟେ ଅନାଥ ଆଶ୍ରମ ଖୋଲିଛନ୍ତି🙏🏻🤯

20/05/2026
19/05/2026

ଡକ୍ଟର ହଳଧର ନାଗ୍ ମାଟିର ମଣିଷ 😱

18/05/2026

ଶୁଣନ୍ତୁ ଡକ୍ଟର ହଳଧର ନାଗ୍ କେବେବି ଜୋତା ସାର୍ଟ ପିନ୍ଧନ୍ତିନି 😱🤯

18/05/2026

ଡକ୍ଟର ହଳଧର ନାଗ୍ ଙ୍କ କବିତା ପ୍ରଥମେ Art and Artistic ପୁସ୍ତକ ରେ ସ୍ଥାନ ପାଇଥିଲା😱🤯

17/05/2026

ଶୁଣନ୍ତୁ ଡକ୍ଟର ହଳଧର ନାଗ୍ ଙ୍କ ସୁନ୍ଦର ପ୍ରଥମ କବିତା😱😭 ବର ଗଛ ରୁ ଆରମ୍ଭ ଲେଖା

16/05/2026

ଦଶ ବର୍ଷ ବୟସରେ 8 ଟଙ୍କା ରେ ସ୍କୁଲରେ ରୋଷେଇ କରୁଥିଲି😱

🚨 ଦୁଃଖଦ ସଡ଼କ ଦୁର୍ଘଟଣା 🚨ଆଜି ତା ୧୫ ମେ ୨୦୨୬ ରିଖରେ ଢେଙ୍କାନାଳ ଜିଲ୍ଲା, ଗନ୍ଦିଆ ବ୍ଲକ ଅନ୍ତର୍ଗତ ବେଗା ପଞ୍ଚାୟତ ର ବୈଦ୍ୟକାଟେନି ଗ୍ରାମରେ...
15/05/2026

🚨 ଦୁଃଖଦ ସଡ଼କ ଦୁର୍ଘଟଣା 🚨
ଆଜି ତା ୧୫ ମେ ୨୦୨୬ ରିଖରେ ଢେଙ୍କାନାଳ ଜିଲ୍ଲା, ଗନ୍ଦିଆ ବ୍ଲକ ଅନ୍ତର୍ଗତ ବେଗା ପଞ୍ଚାୟତ ର ବୈଦ୍ୟକାଟେନି ଗ୍ରାମରେ ଦିବା ପ୍ରାୟ ୨ ଘଟିକା ସମୟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ପିକଅପ୍ ଭ୍ୟାନ୍ (Pickup Van) ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲା ।

ଗାଡ଼ିରେ ଡ୍ରାଇଭର ସମେତ ମୋଟ ୩ ଜଣ ବ୍ୟକ୍ତି ଥିଲେ । ଘଟଣା ଘଟିବା ସହିତ ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ ସହାୟତାର ହାତ ବଢ଼ାଇ ଗାଡ଼ି ଭିତରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପରେ ଆମ୍ବୁଲାନ୍ସ ସହଯୋଗରେ ଆହତମାନଙ୍କୁ ନିକଟସ୍ଥ ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା ।

ଆହତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଗୁରୁତର ଆଘାତ (Serious Injury) ହୋଇଥିବା ବେଳେ ଅନ୍ୟ ଜଣଙ୍କର ସାମାନ୍ୟ ଆଘାତ (Minor Injury) ହୋଇଥିବା ସୂଚନା ମିଳିଛି।

🙏 ଆହତମାନଙ୍କର ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା।
📢 ସଡ଼କରେ ସତର୍କତା ସହ ଯାତାୟାତ କରନ୍ତୁ । 🙏🏻

15/05/2026

ଡକ୍ଟର ହଳଧର ନାଗ୍ ଙ୍କ ସଙ୍ଘର୍ଷ ର କାହାଣୀ 😭😱

Address

Dhenkanal

Alerts

Be the first to know and let us send you an email when Bharat Podcast posts news and promotions. Your email address will not be used for any other purpose, and you can unsubscribe at any time.

Share