Micromedia Awareness

Micromedia Awareness Dedicated to Art, Culture, Literature and Social Work.

Registration Link:- https://forms.gle/Zj662u9oPXrpz1cd6  of Kapilash Festival 2025 at Gopabandhu Town Hall, Ganesha Baza...
15/11/2025

Registration Link:-
https://forms.gle/Zj662u9oPXrpz1cd6
of Kapilash Festival 2025 at Gopabandhu Town Hall, Ganesha Bazar, Dhenkanal
Time-10.00am Onwards.
Daate- 15.11.2025( Saturday )
Micromedia Awareness
#କପିଳାସ_ମହୋତ୍ସବ

 #କପିଳାସ_ମହୋତ୍ସବ   Registration Link:- https://forms.gle/Zj662u9oPXrpz1cd6👆Click 👉Open and👆 Submitପ୍ରତିବର୍ଷ ଭଳି ଚଳିତ ବର୍...
13/11/2025

#କପିଳାସ_ମହୋତ୍ସବ
Registration Link:-
https://forms.gle/Zj662u9oPXrpz1cd6
👆Click 👉Open and👆 Submit
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୫ ଚଳିତ ମାସର ୧୪,୧୫ ଏବଂ ୧୬ତାରିଖ ତିନିଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।। ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିଲେ ଉପରେ ଦିଆଯାଇଥିବା Link Open କରି ପଞ୍ଜିକୃତ କରନ୍ତୁ ଓ ସମସ୍ତ ସୂଚନା ସେଥିରେ ଉପଲବ୍ଧ ରହିଛି ।।
ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9861540440, 9090060360





Programme Details ! Date wise !

ଢେଙ୍କାନାଳ ମାଇକ୍ରୋମିଡ଼ିଆ ସାଂକୃତିକ ଓ ସାମାଜିକ  ଅନୁଷ୍ଠାନର ୨୩ତମ ବାର୍ଷିକ ଉତ୍ସବ କପିଳାସ ମହୋତ୍ସବ ୨୦୨୫ କପିଳାସ ପିଠରେ ଉଦ୍ଘାଟିତ ହୋଇ ଯ...
06/11/2025

ଢେଙ୍କାନାଳ ମାଇକ୍ରୋମିଡ଼ିଆ ସାଂକୃତିକ ଓ ସାମାଜିକ ଅନୁଷ୍ଠାନର ୨୩ତମ ବାର୍ଷିକ ଉତ୍ସବ କପିଳାସ ମହୋତ୍ସବ ୨୦୨୫ କପିଳାସ ପିଠରେ ଉଦ୍ଘାଟିତ ହୋଇ ଯାଇଛି । ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଆକର୍ଶଣୀୟ ଓ ସୁନ୍ଦର ଖବର ପ୍ରକାଶ କରିଥିବାରୁ ସମସ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ଆନ୍ତରିକ ଶୁଭେଛା ଓ ଧନ୍ୟବାଦ ଜଣାଉଛୁ । ଜୟ ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁ ବିଜେ କପିଳାସ ପିଠ ।

 #ସ୍ୱାଗତଂ  ାରୋହ_କାର୍ଯ୍ୟକ୍ରମପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷ...
04/11/2025

#ସ୍ୱାଗତଂ ାରୋହ_କାର୍ଯ୍ୟକ୍ରମ
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୫ ଚଳିତ ମାସ ନଭେମ୍ବର ୫ ତାରିଖ ସକାଳ ୯ ଘଟିକା ସମୟରେ କପିଳାସ ପୀଠରେ ଶୁଭ ଉଦ୍‌ଘାଟନ ହେବା ସହ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ପରେ ଭଜନ ସମାରୋହ ଅନୁଷ୍ଠିତ ହେବ । ୧୪,୧୫ ଏବଂ ୧୬ତାରିଖ ଦୁଇଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।।

ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9437197944, 9090060360



 #ସ୍ୱାଗତଂ Welcome to all !ନମସ୍କାର, ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ...
03/11/2025

#ସ୍ୱାଗତଂ Welcome to all !
ନମସ୍କାର,
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ଭ ମାଇକ୍ରୋମିଡ଼ିଆ ଆୱାରନେସ୍ ଅନୁଷ୍ଠାନର ୨୬ତମ ପ୍ରତିଷ୍ଠା ସହିତ ୨୩ ତମ ବାର୍ଷିକ ଉତ୍ସବ ତଥା କପିଳାସ ମହୋତ୍ସବ ୨୦୨୫ ଚଳିତ ମାସ ନଭେମ୍ବର ୫ ତାରିଖ ସକାଳ ୯ ଘଟିକା ସମୟରେ କପିଳାସ ପୀଠରେ ଶୁଭ ଉଦ୍‌ଘାଟନ ହେବା ସହ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ପରେ ଭଜନ ସମାରୋହ ଅନୁଷ୍ଠିତ ହେବ । ୧୪,୧୫ ଏବଂ ୧୬ତାରିଖ ଦୁଇଦିନ ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପ୍ରତ୍ୟେହ ସଂଧ୍ୟାରେ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଆପଣ ନିଶ୍ଚିତ ଆସିବେ ଓ ଆମ୍ଭଙ୍କୁ ଉତ୍ସାହିତ କରିବା ହେବେ । ଆପଣଙ୍କ ଅପେକ୍ଷାରେ ।।

ଆପଣଙ୍କର
କପିଳାସ ମହୋତ୍ସବ କମିଟି ଓ
ମାଇକ୍ରୋମିଡ଼ିଆ ଆୱାରନେସ୍
9437197944, 9090060360



03/11/2025

Address

Gudianali
Dhenkanal
759001

Alerts

Be the first to know and let us send you an email when Micromedia Awareness posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share