25/11/2024
କିଏ କହେ ଭାଇଚାରାର ସହର, କିଏ କହେ ରୂପାର ନଗର। ମହାନଦୀ ସିନା ସମୁଦ୍ର ମୁହାଁ, ହେଲେ କଟକ ସେମିତି ଅଟକିଯାଇଛି ଦହିବରାର ସୁଆଦରେ, ନଈବନ୍ଧର ସଞ୍ଜରେ, ଦଶହରା ମେଢ଼ରେ ଆଉ ବାଲିଯାତ୍ରା ପାଇଁ ଖାସ୍ ଗୋଟେ ଆକର୍ଷଣରେ #ମୋକଟକମୁଁକଟକୀ
Official Page of Balijatra Cuttack 2024
Happened on 15th Nov - 23rd Nov 2024
Baliyatra Ground
Cuttack
Be the first to know and let us send you an email when balijatrainctc posts news and promotions. Your email address will not be used for any other purpose, and you can unsubscribe at any time.