OdiaKhabar24

Call Directions Website Contact the establishment

OdiaKhabar24 One of the Odisha's leading news and entertainment portal

ଖାକି ପୋଷାକର ଅସଲ ମୁଖା ଖୋଲିଗଲା
25/09/2026

ଖାକି ପୋଷାକର ଅସଲ ମୁଖା ଖୋଲିଗଲା

ମହାରାଷ୍ଟ୍ରରେ ପୂଜା ସମୟରେ ପ୍ରସାଦ ସାଙ୍ଗେ ଏକ ବେଳ ତିନି ତୋଲା ସୁନାର ମଙ୍ଗଳସୂତ୍ର ଗିଳି ଦେବା ପରେ, ଡାକ୍ତରମାନେ ଅପରେସନ୍ କରି ତାହାକୁ ସଫଳ...
25/09/2026

ମହାରାଷ୍ଟ୍ରରେ ପୂଜା ସମୟରେ ପ୍ରସାଦ ସାଙ୍ଗେ ଏକ ବେଳ ତିନି ତୋଲା ସୁନାର ମଙ୍ଗଳସୂତ୍ର ଗିଳି ଦେବା ପରେ, ଡାକ୍ତରମାନେ ଅପରେସନ୍ କରି ତାହାକୁ ସଫଳତାର ସହ ବାହାର କରିଛନ୍ତି।

ଭାରତରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଜାତୀୟ ସୁରକ୍ଷା ଓ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପକୁ ଗଭୀର ଭାବରେ ବିଚାର କରିବା ନ...
25/09/2026

ଭାରତରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଜାତୀୟ ସୁରକ୍ଷା ଓ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପକୁ ଗଭୀର ଭାବରେ ବିଚାର କରିବା ନିହାତି ଜରୁରୀ ଅଟେ।

ବର୍ଷ ବର୍ଷ ଧରି ଭଡ଼ାରେ ରହିଲେ ମଧ୍ୟ ଭଡ଼ାଟିଆ କେବେ ସେହି ସମ୍ପତ୍ତିର ପ୍ରକୃତ ମାଲିକ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍...
25/09/2026

ବର୍ଷ ବର୍ଷ ଧରି ଭଡ଼ାରେ ରହିଲେ ମଧ୍ୟ ଭଡ଼ାଟିଆ କେବେ ସେହି ସମ୍ପତ୍ତିର ପ୍ରକୃତ ମାଲିକ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ଅଭିନେତା ସୂର୍ଯ୍ୟାଙ୍କ ଆଗରମ୍ ଫାଉଣ୍ଡେସନ୍ ମାଧ୍ୟମରେ ହଜାର ହଜାର ଗରୀବ ପିଲାଙ୍କୁ ଶିକ୍ଷା ଦେଇ ୫୧ ଜଣ ଡାକ୍ତର ଏବଂ ୧୮୦୦ ଜଣ ଇଞ୍ଜିନିୟର ତିଆର...
25/09/2026

ଅଭିନେତା ସୂର୍ଯ୍ୟାଙ୍କ ଆଗରମ୍ ଫାଉଣ୍ଡେସନ୍ ମାଧ୍ୟମରେ ହଜାର ହଜାର ଗରୀବ ପିଲାଙ୍କୁ ଶିକ୍ଷା ଦେଇ ୫୧ ଜଣ ଡାକ୍ତର ଏବଂ ୧୮୦୦ ଜଣ ଇଞ୍ଜିନିୟର ତିଆରି କରାଯାଇଛି!

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଖାଲଖମା ଭରା ଅସୁରକ୍ଷିତ ରାସ୍ତାରେ ଟୋଲ୍ କର ଆଦାୟ ହୋଇପାରିବ ନାହିଁ, ସୁରକ୍ଷିତ ରାସ୍ତା ନାଗରିକଙ୍କ ମୌଳିକ ଅଧିକ...
25/09/2026

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଖାଲଖମା ଭରା ଅସୁରକ୍ଷିତ ରାସ୍ତାରେ ଟୋଲ୍ କର ଆଦାୟ ହୋଇପାରିବ ନାହିଁ, ସୁରକ୍ଷିତ ରାସ୍ତା ନାଗରିକଙ୍କ ମୌଳିକ ଅଧିକାର!

ଓଲିଉଡ୍ ଅଭିନେତ୍ରୀ ପ୍ରିୟାଙ୍କ ଏହି ଭାବୁକ ସାକ୍ଷାତକାର ଦେଖି ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
25/09/2026

ଓଲିଉଡ୍ ଅଭିନେତ୍ରୀ ପ୍ରିୟାଙ୍କ ଏହି ଭାବୁକ ସାକ୍ଷାତକାର ଦେଖି ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବିବାହର ଖୁସି ମାତ୍ର କିଛି ଘଣ୍ଟାରେ ଉଭେଇଗଲା       ゚
25/09/2026

ବିବାହର ଖୁସି ମାତ୍ର କିଛି ଘଣ୍ଟାରେ ଉଭେଇଗଲା
゚

ନଦୀରେ ମାଛ ଧରିବାକୁ ଯାଇ ଶିକ୍ଷକ ନିଖୋଜ ହେବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ସୁରକ୍ଷାକୁ ପ୍ରାଥମିକତା ...
25/09/2026

ନଦୀରେ ମାଛ ଧରିବାକୁ ଯାଇ ଶିକ୍ଷକ ନିଖୋଜ ହେବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ୍।
゚

ନକଲି ମୁଦି ବଦଳାଇ ଅସଲି ସୁନା ନେବାକୁ ଆସିଥିବା ମହିଳା ଶେଷରେ ପୋଲିସ ହାତରେ ଧରାପଡ଼ିଲେ।     ゚
25/09/2026

ନକଲି ମୁଦି ବଦଳାଇ ଅସଲି ସୁନା ନେବାକୁ ଆସିଥିବା ମହିଳା ଶେଷରେ ପୋଲିସ ହାତରେ ଧରାପଡ଼ିଲେ।
゚

Address

Cuttack
753014

Alerts

Be the first to know and let us send you an email when OdiaKhabar24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to OdiaKhabar24:

Shortcuts

Share