23/07/2020
କଟକ ସହର ଲକଡାଊନ୍ ଅଛି, ଛୋଟବଡ ଦୋକାନ ସବୁ ବଂଦ୍.. ପରିବା ଓ ସଉଦା ଦୋକାନ୍ ଦିନ 1ଟାରେ ବଂଦ୍.. ହେଲେ ମଦ ଦୋକାନ୍ ଖୋଲା, ହୋମ୍ ଡେଲିଭରି ଚାଲିଛି ପରା.. ଏଥୀରେ ସରକାର ପୁରା ଚୁପ୍, କୋଭିଡ୍ ଫିସ୍ ମିଳୁଛି ଆଉ କଣ କରିବେ.. ହୋମ୍ ଡେଲିଭରି ବାହାନାରେ ମନଇଛା ମଦ ବେପାର୍ ଚାଲିଛି.. ପୋଲିସ୍ ସବୁଦେଖି ପୁରା ଚୁପ୍, ସରକାର ଯାହା ଆଦେଶ୍ ଦେଇଛି ମାନିବେନା ଆଉ, ନହେଲେ ଚୀକିରି ଯିବ...