Bibidha Foundation for Art and Culture

Bibidha Foundation for Art and Culture The artist has one function
to affirm and glorify life.

31/07/2025
ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରାଧାକୃଷ୍ଣ ରାମ ସାରଙ୍କୁ ଛତ୍ରପୁରର ସାଂସ୍କୃତିକ ଅନୁଷ୍ଠାନ "ବିବିଧା " ଫାଉଣ୍ଡେସନ...
24/08/2023

ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରାଧାକୃଷ୍ଣ ରାମ ସାରଙ୍କୁ ଛତ୍ରପୁରର ସାଂସ୍କୃତିକ ଅନୁଷ୍ଠାନ "ବିବିଧା " ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ତରଫରୁ ସ୍ୱାଗତ କରାଗଲା l

06/12/2022
ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ତରଫରୁ ଯାତ୍ରା ବିଶ୍ଵ ଦରବାର ର ସୁପ୍ରସିଦ୍ଧ ଆଗଧାଡିର ଯାତ୍ରା ଅଭିନେତା ଶ୍ରୀ ବାପି ପଣ୍ଡା ଙ୍କୁ ଆଜି...
06/12/2022

ବିବିଧା ଫାଉଣ୍ଡେସନ ଫର ଆର୍ଟ ଏଣ୍ଡ କଲଚର ତରଫରୁ ଯାତ୍ରା ବିଶ୍ଵ ଦରବାର ର ସୁପ୍ରସିଦ୍ଧ ଆଗଧାଡିର ଯାତ୍ରା ଅଭିନେତା ଶ୍ରୀ ବାପି ପଣ୍ଡା ଙ୍କୁ ଆଜି ଅନୁଷ୍ଠାନରେ ସମ୍ବର୍ଦ୍ଧନା ଦିଆଗଲା l

ଛତ୍ରପୁରର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଜୟଦେବ ପୁରସ୍କାର ଏବଂ ଜାତୀୟ କଳାରତ୍ନ ପୁରସ୍କାର ପ୍ରାପ୍ତ ଆଧ୍ୟାତ୍ମିକ ନୃତ୍ୟ ଗୁରୁ ଆର. ସତ୍ୟମ ରେଡ୍ଡୀଙ୍କୁ ...
22/11/2022

ଛତ୍ରପୁରର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଜୟଦେବ ପୁରସ୍କାର ଏବଂ ଜାତୀୟ କଳାରତ୍ନ ପୁରସ୍କାର ପ୍ରାପ୍ତ ଆଧ୍ୟାତ୍ମିକ ନୃତ୍ୟ ଗୁରୁ ଆର. ସତ୍ୟମ ରେଡ୍ଡୀଙ୍କୁ ' ବିବିଧା ' ଫାଉଣ୍ଡେସନ ପକ୍ଷରୁ ସଂମ୍ମାନିତ କରାଗଲା l

Address

Chatrapur
761020

Website

Alerts

Be the first to know and let us send you an email when Bibidha Foundation for Art and Culture posts news and promotions. Your email address will not be used for any other purpose, and you can unsubscribe at any time.

Share