Ledy Don Cuty

Ledy Don Cuty �smile is my style� and attitude is my fashion�� no idea

Birthday look 🥰🎁🥳
25/07/2024

Birthday look 🥰🎁🥳

Today my birthday 🥰🎂🎈
24/07/2024

Today my birthday 🥰🎂🎈

ସବୁକିଛି ସହି ଯାଉଥିବା ଲୋକ ବୋକା ହୋଇ ନଥାନ୍ତି, ତାଙ୍କ ଜିଭ ଉପରେ ସଂସ୍କାରର ଲଗାମ ଲାଗିଥାଏ ନହେଲେ ଯିଏ ଶୁଣି ପାରେ  ସିଏ ମଧ୍ୟ ଶୁଣାଇ ପାରେ ...
10/07/2024

ସବୁକିଛି ସହି ଯାଉଥିବା ଲୋକ ବୋକା ହୋଇ ନଥାନ୍ତି, ତାଙ୍କ ଜିଭ ଉପରେ ସଂସ୍କାରର ଲଗାମ ଲାଗିଥାଏ ନହେଲେ ଯିଏ ଶୁଣି ପାରେ ସିଏ ମଧ୍ୟ ଶୁଣାଇ ପାରେ ।
Jay jaganath 🙏

ମନେଇବାର ଅଛି ତ ଲୁହ ବହିଲାସମୟରେ ମନେଇ ନିଅ।ଥରେ ଲୁହ ଆଖିରୁ ସୁଖିଗଲେହୃଦୟ ପଥର ହେଇଯାଏ।ଆଉ ମନେଇ ଲାଭ କଣ ?    Jay jaganath 🙏
02/07/2024

ମନେଇବାର ଅଛି ତ ଲୁହ ବହିଲା
ସମୟରେ ମନେଇ ନିଅ।
ଥରେ ଲୁହ ଆଖିରୁ ସୁଖିଗଲେ
ହୃଦୟ ପଥର ହେଇଯାଏ।
ଆଉ ମନେଇ ଲାଭ କଣ ?

Jay jaganath 🙏

ଖରାପ ଲୋକ ମାନଙ୍କ ପାଟିରେହାତ ଦେବା ଅପେକ୍ଷା, ନିଜ କାନ ରେ ହାତ ଦେବା ବୁଦ୍ଧିମାନର କାମ।କାହିଁକି ନା ନିଜ ରାଶି ଭଲ ଥିଲେ କଣ ହେବଦୁଷ୍ଟ ଗ୍ରହ ...
02/07/2024

ଖରାପ ଲୋକ ମାନଙ୍କ ପାଟିରେ
ହାତ ଦେବା ଅପେକ୍ଷା, ନିଜ କାନ ରେ
ହାତ ଦେବା ବୁଦ୍ଧିମାନର କାମ।
କାହିଁକି ନା ନିଜ ରାଶି ଭଲ ଥିଲେ କଣ ହେବ
ଦୁଷ୍ଟ ଗ୍ରହ ତୁମକୁ ବିନା କାରଣରେ ଫସେଇ ଦେବେ।

Jay jaganath 🙏

ଯଦି ତୁମ ପାଇଁ ତୁମ ବାପା ଭଲ,ତୁମ ଭାଇ ଭଲ,ତୁମ ପୁଅ ଵି ଭଲ ତାହେଲେ ପୁରୁଷ ମାନେ ଖରାପ ହେଲେ କେମିତି ?             Jay jaganath 🙏
28/06/2024

ଯଦି ତୁମ ପାଇଁ ତୁମ ବାପା ଭଲ,
ତୁମ ଭାଇ ଭଲ,
ତୁମ ପୁଅ ଵି ଭଲ
ତାହେଲେ ପୁରୁଷ ମାନେ ଖରାପ ହେଲେ କେମିତି ?

Jay jaganath 🙏

May this Raja bring you happiness, prosperity, and endless moments of celebration with your loved ones. Happy Raja!
14/06/2024

May this Raja bring you happiness, prosperity, and endless moments of celebration with your loved ones. Happy Raja!

ଗୋଟିଏ ଶାନ୍ତ ସରଳ ସ୍ଵଭାବର ମଣିଷକୁ ଯେତେ ଅସମ୍ମାନ କଲେ ଓ ଅପମାନ ଦେଲେ ମଧ୍ୟ ସେ ସବୁକିଛି ହସି ହସି ସହିଯାଏ କାହିଁକିନା ସେ ଜାଣିଥାଏ ସୁନାକୁ ...
11/03/2024

ଗୋଟିଏ ଶାନ୍ତ ସରଳ ସ୍ଵଭାବର ମଣିଷକୁ ଯେତେ ଅସମ୍ମାନ କଲେ ଓ ଅପମାନ ଦେଲେ ମଧ୍ୟ ସେ ସବୁକିଛି ହସି ହସି ସହିଯାଏ କାହିଁକିନା ସେ ଜାଣିଥାଏ ସୁନାକୁ ଯେତେ ଖଣ୍ଡ କଲେ ମଧ୍ୟ ବଜାରରେ ତାର ଦାମ୍ କେବେ କମି ନଥାଏ ।

❤️ ଜୟ ଜଗନ୍ନାଥ ❤️

Jai maa Sarala...."ଯା ଦେବୀ ସର୍ବେ ଭୂତେଶୁ ମା ଶାରଳା ରୁପେନୁ/ନବଦୁର୍ଗା ରୂପେନୁ ସଂଶିତା, ନମଃ ତଷ୍ୟାଇ, ନମଃ ତଷ୍ୟାଇ, ନମଃ ତଷ୍ୟାଇ  ନମୋ ...
19/10/2023

Jai maa Sarala....
"ଯା ଦେବୀ ସର୍ବେ ଭୂତେଶୁ ମା ଶାରଳା ରୁପେନୁ/ନବଦୁର୍ଗା ରୂପେନୁ ସଂଶିତା, ନମଃ ତଷ୍ୟାଇ, ନମଃ ତଷ୍ୟାଇ, ନମଃ ତଷ୍ୟାଇ ନମୋ ନମଃ ହଃ।"
🙏Jay maa durga🙏

ଦୀପ ତାର ପରିଚୟ କହେ ନାହିଁକେବଳ ପ୍ରକାଶ କରେ ...ଠିକ ସେହିପରି ନିଜ ପରିଚୟ କାହାକୁ ପ୍ରକାଶ କରିବା ଆବଶ୍ୟକ ନାହିଁ ...ସଠିକ କର୍ମ କରି ଚାଲିଲେ...
12/06/2023

ଦୀପ ତାର ପରିଚୟ କହେ ନାହିଁ
କେବଳ ପ୍ରକାଶ କରେ ...

ଠିକ ସେହିପରି ନିଜ ପରିଚୟ
କାହାକୁ ପ୍ରକାଶ କରିବା ଆବଶ୍ୟକ ନାହିଁ ...

ସଠିକ କର୍ମ କରି ଚାଲିଲେ
ଦେଖିବେ ତାହା ହିଁ ନିଜର ପରିଚୟ ହେବ...

ନିଜର କଷ୍ଟ ସମସ୍ତଙ୍କୁ ଜଣାନ୍ତୁ ନାହିଁ କାହିଁକି ନା ସମସ୍ତଙ୍କ ଘରେ ମଲମ ନ ଥାଏ, କିନ୍ତୁ ସମସ୍ତଙ୍କ ଘରେ ଲୁଣ ନିଶ୍ଚିନ୍ତ ଥାଏ ! 🙏🙏🙏🙏
27/04/2023

ନିଜର କଷ୍ଟ ସମସ୍ତଙ୍କୁ ଜଣାନ୍ତୁ ନାହିଁ କାହିଁକି ନା ସମସ୍ତଙ୍କ ଘରେ ମଲମ ନ ଥାଏ, କିନ୍ତୁ ସମସ୍ତଙ୍କ ଘରେ ଲୁଣ ନିଶ୍ଚିନ୍ତ ଥାଏ ! 🙏🙏🙏🙏

Address

Jajpur
Chandikhol
755044

Website

Alerts

Be the first to know and let us send you an email when Ledy Don Cuty posts news and promotions. Your email address will not be used for any other purpose, and you can unsubscribe at any time.

Share