Anjan Odisha

Anjan Odisha ALAG EK PEHCHAAN BANANE KI AADAT HE MUJHE ..... ZAKHAM JITNA GEHRA UTNA MUSKURANE KI AADAT HE MUJHE.

Congratualtions to the entire team of DAMAN for 70th National Film Awards for the Year 2022  "Best Odia Feature Film"Deb...
17/08/2024

Congratualtions to the entire team of DAMAN for 70th National Film Awards for the Year 2022 "Best Odia Feature Film"
Debiprasad Lenka Vishal Mourya Gaurav Anand JPmotion Pictures Pratap Rout

https://youtu.be/yQqewRfchs8?si=qQW0K650djL509ADପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ Sabitree Music ରେ ମୁକ୍ତିଲାଭ କଲା "ସତୀ ଅ...
05/06/2024

https://youtu.be/yQqewRfchs8?si=qQW0K650djL509AD
ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ Sabitree Music ରେ ମୁକ୍ତିଲାଭ କଲା "ସତୀ ଅନୁସୂୟା"
ସତୀ ଅନୁସୂୟା ର ସତୀତ୍ୱ କାହାଣୀ,
ନ ପାହୁ ରାତି ନ ମରୁ ପତି ଗାହାଣୀ,
ଶୁଣିବେ ଦେଖିବେ ଆଉ ମତାମତ ଦେବେ.......
Singer : Diptirekha Padhi
Lyrics : Anjan Kumar
Music : Krushna Chandra
Producer : Dhirendra Sahoo

Thank you "Sabitree Music"

Sati Anusuya | ନ ପାହୁ ରାତି ନ ମରୁ ପତି | Diptirekha Padhi | Sabitree Osha | Gahani | Sabitree Bhakti | Sati anusuya gahani sung by Diptirekha padhi and Music b...

https://youtu.be/_xdrYHh7JpU
27/06/2023

https://youtu.be/_xdrYHh7JpU

Kanchi Abhijana a unique story of Lord Jaganatha full video out nowSinger : Satyajit PradhanLyrics : Guru SatpathyMusic : Kartik KumarArtist : Ilu Banarjee, ...

ଦେଶମାତୃକାକୁ ପରାଧିନତାର ବନ୍ଧନରୁ ମୁକ୍ତ କରିବା ପାଇଁ ଭାରତ ମା'ର ବୀର ସନ୍ତାନ ମାନେ ଅତୀତରେ ଯେଉଁ ତ୍ୟାଗ, ବଳିଦାନ ଏବଂ ବୀରତ୍ୱର ପରାକାଷ୍ଠା...
15/08/2021

ଦେଶମାତୃକାକୁ ପରାଧିନତାର ବନ୍ଧନରୁ ମୁକ୍ତ କରିବା ପାଇଁ ଭାରତ ମା'ର ବୀର ସନ୍ତାନ ମାନେ ଅତୀତରେ ଯେଉଁ ତ୍ୟାଗ, ବଳିଦାନ ଏବଂ ବୀରତ୍ୱର ପରାକାଷ୍ଠା ଦେଖାଇ ଯାଇଛନ୍ତି, ତାହା ଅବିସ୍ମରଣୀୟ।
ଆଜିର ପବିତ୍ର ଦିନରେ ସେହି ମହାନ ଯୋଦ୍ଧା ମାନଙ୍କୁ ମନେପକାଇବା ସହିତ ଆସନ୍ତୁ ଜାତି, ଧର୍ମ, ବର୍ଣ୍ଣ ଏବଂ ରାଜନୈତିକ ମତବାଦ ନିର୍ବିଶେଷରେ ଆମେ ସମସ୍ତେ ଏକ ହୋଇ ସଂକଳ୍ପ ନେବା, ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସମୂହ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧଶୀଳ ରାଷ୍ଟ୍ର ଗଠନରେ ସହାୟକ ହେବା।
୭୫ତମ ସ୍ୱାଧିନତା ଦିବସ ଅବସରରେ "A1 CINE ODISHA" ତରଫରୁ ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

12/07/2021

ଆକାଶ ଠାରୁ ବଡ଼ ତୁମ ଆକାର,
ସାଗର ଠାରୁ ବେଶି ତୁମେ ଗଭୀର,
ତୁମେ ରାମାୟଣ, ତୁମେ ଭାଗବତ, ତୁମେ ପୁଣି ଗୀତା ମୃତ.....
ଅଧାଗଢ଼ା ଜଗନ୍ନାଥ, ତୁମେ ଅଧାଗଢ଼ା ଜଗନ୍ନାଥ 🙏🙏🙏🙏🙏🙏🙏
ଓଡ଼ିଶାର ଗଣପର୍ବ ପବିତ୍ର ରଥଯାତ୍ରା ଉପଲକ୍ଷେ "A1 Cine Odisha" ପରିବାର ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ଧନ୍ୟବାଦ.....

ଆଖି ତା'ର ଆଖି ନୁହେଁ, କଥାକୁହା ଓଠହଁ କଥାକୁହା ଓଠ,କଥା ପଦେ ଶୁଣିଦେଲେ ହେଇଯାଏ ଦୁଷ୍ଟମୁଁ ହେଇଯାଏ ଦୁଷ୍ଟ।×××××××   ×××××××   ×××××××ଆଉ ...
08/07/2021

ଆଖି ତା'ର ଆଖି ନୁହେଁ, କଥାକୁହା ଓଠ
ହଁ କଥାକୁହା ଓଠ,
କଥା ପଦେ ଶୁଣିଦେଲେ ହେଇଯାଏ ଦୁଷ୍ଟ
ମୁଁ ହେଇଯାଏ ଦୁଷ୍ଟ।
××××××× ××××××× ×××××××
ଆଉ ସବୁ ନିଜେ ଶୁଣିନେବେ ଏବଂ ମତାମତ ଦେବେ 🙏
Singer : Aum Agrahari
Lyrics : Anjan Kumar
Music : Lalit Kumar
Producer : Paramananda Mishra

!!* ANTI-PIRACY WARNING *!!This content is Copyright to PRS MUSIC. Any unauthorized reproduction, redistribution or re-upload is strictly prohibited of this ...

09/05/2021

A1 Cine Odisha wishing you all a "very happy mother's day". ସଂସାରର ସବୁଠାରୁ ବଡ଼ ଶବ୍ଦ ହେଉଛି 'ମା', ସେଇ ମା" ମାନଙ୍କୁ "ଏ ଓ୍ବାନ ସିନେ ଓଡ଼ିଶା" ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ତଥା ଶୁଭେଚ୍ଛା ଓ ଶୁଭକାମନା 🙏🙏🙏🙏🙏

04/05/2021

ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 🙏🙏🙏🙏 ଆପଣଙ୍କ ଜୀବନର ପ୍ରତ୍ୟେକଟି ରାସ୍ତା ସହଜ ଓ ସୁନ୍ଦର ହେଉ 🙏🙏🙏🙏🙏 ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆମର ପ୍ରାର୍ଥନା 🙏🙏🙏🙏🙏
Happy Birthday Ollywood superstar "Mr. Sidhant Mohapatra" (Munna Bhai).

02/05/2021

we wishing you all a very happy "world laughter day" May 02.
stay home stay safe and healthy..... thank you.....🥰🥰🥰🥰🥰

01/05/2021

we wishing you all a very happy "international labor day" May 01.
stay home stay safe and healthy..... thank you.....🥰🥰🥰🥰🥰

29/04/2021

ଏମିତି ପରିସ୍ଥିତି ଆସିବା ପାଇଁ ଅପେକ୍ଷା କରନ୍ତୁ ନାହିଁ ବନ୍ଧୁ,
ପ୍ରତ୍ୟେକ ଦିନ ବଞ୍ଚିବା ପାଇଁ ଗୋଟିଏ ଗୋଟିଏ ଗଛର ଆବଶ୍ୟକ ପଡ଼ିଗଲାଣି । ଦୟାକରି ଗଛ ଲଗାନ୍ତୁ ।

29/04/2021

we wishing you all a very happy "international dance day" april 29.
stay home stay safe and healthy..... thank you.....🥰🥰🥰🥰🥰

Address

Bhusandpur

Website

Alerts

Be the first to know and let us send you an email when Anjan Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Anjan Odisha:

Share