Odia Loka Kala

Odia Loka Kala Contact information, map and directions, contact form, opening hours, services, ratings, photos, videos and announcements from Odia Loka Kala, Cultural Center, Bhubaneswar.

08/10/2025

ବାକ୍ୟଦେବୀ ସରସ୍ବତୀ ବୀଣା ପୁସ୍ତକଧାରିଣୀ

17/08/2025

ଧୀରେ କର ଶ୍ରବଣ, କୃଷ୍ଣଲୀଳା ବିଧାନ | ଲଉଡ଼ି ଗୀତ । କଣ୍ଠଶିଳ୍ପୀ: ତ୍ରିନାଥ ସେନାପତି | Trinath Senapati

12/08/2025

ନାମ ମୋର ପଞ୍ଚାନନ ବୃଷ ବାହନ.. ପୀତବାସ ବେହେରା, ବରିଷ୍ଠ ଦଣ୍ଡନାଚ କଳାକାର ।
ଶ୍ରୀଯୁକ୍ତ ପୀତବାସ ବେହେରା (ବୟସ-୭୦, ଜନ୍ମ-୦୮.୦୪.୧୯୫୫), ଠୋକର, ହିନ୍ଦୋଳ, ଢେଙ୍କାନାଳ । ଶ୍ରୀଯୁକ୍ତ ବେହେରା ୧୯୭୨ ମସିହାରୁ "ମାଆ ପୀତାବଳି ନଣ୍ଡନୃତ୍ୟ" ଦଳରେ ଶିବ ଭୂମିକାରେ ଅଭିନୟ କରିଆସୁଛନ୍ତି । ବାଦୀଦଣ୍ଡରେ ଆକର୍ଷଣୀୟ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିନିଅନ୍ତି । ଶିବ ଭୂମିକାରେ ଅଭିନୟ କରିବା ସମୟରେ ଗାୟନ କରାଯାଉଥିବା ଏକ ସଙ୍ଗୀତ ଏଠାରେ ସେ ପରିବେଷଣ କରିଛନ୍ତି ।

Address

Bhubaneswar
751031

Website

Alerts

Be the first to know and let us send you an email when Odia Loka Kala posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share