12/06/2026
"ଓଁ ନମଃ ଶିବାୟ।
ଶାରଦୀୟ ଦୁର୍ଗା ପୂଜା -୨୦୦୧ ।
କାଳର ଚକ୍ରରେ ଅନେକ କିଛି ପରିବର୍ତ୍ତନ ହୋଇଯାଏ, କିନ୍ତୁ ଭକ୍ତିର ଭାବନା ସବୁବେଳେ ଅକ୍ଷୟ।
୨୦୦୧ ମସିହାର ଶାରଦୀୟ ଦୁର୍ଗା ପୂଜାରେ ପୁରୁଣା ଭୁବନେଶ୍ୱରର ମାଉସୀ ମା' ଛକ ମହାଦେବ ପୂଜା କମିଟିର ଏହି ଦୁର୍ଲଭ ଛବିଟି ସେହି ସମୟର ଭକ୍ତିମୟ ପରିବେଶକୁ ଆଜି ବି ମନେ ପକାଇ ଦେଉଛି। ଆଜି ଏହି କମିଟି ଦ୍ୱାରା ପୂଜା ଆଉ ଅନୁଷ୍ଠିତ ହେଉନାହିଁ, କିନ୍ତୁ ସେହି ସମୟ ଏବଂ ସ୍ମୃତି ଆଜି ବି ଉଜ୍ଜୀବିତ ହୋଇ ରହିଛି।
ଆପଣମାନେ କିଏ କିଏ ପୂଜା ସମୟରେ ଏହି ମଣ୍ଡପ ଦର୍ଶନ କରିଛନ୍ତି, କମେଣ୍ଟରେ ଜଣାଇବେ ।
ମହାଦେବ ସମସ୍ତଙ୍କ ମଙ୍ଗଳ କରନ୍ତୁ।
Om Namah Shivaya.
While time moves forward and seasons change, the essence of devotion remains eternal.
This rare photograph from 2001 brings back the sacred memories of the Shiba Puja Committee’s celebrations. Though this committee is no longer organizing the puja, but the time and the memories are still alive.
Has any of the viewers visited the pandal during the Puja , do let us know in the comment .
May Mahadev’s blessings be upon us all always.
#ଭୁବନେଶ୍ବର_ଦଶହରା