Odisha Shine

Odisha Shine Explore more about Odisha..!!

ଇଂରାଜୀ ନବବର୍ଷର🎊 ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।ମହାପ୍ରଭୁ ଜଗନ୍ନାଥଙ୍କ ଅପାର ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ..ଜୟ ଜଗନ୍ନାଥ 🙏🏻
01/01/2026

ଇଂରାଜୀ ନବବର୍ଷର🎊 ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
ମହାପ୍ରଭୁ ଜଗନ୍ନାଥଙ୍କ ଅପାର ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ..

ଜୟ ଜଗନ୍ନାଥ 🙏🏻

ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମାର ସମସ୍ତ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶଭେଚ୍ଛା ଓ ଶୁଭକାମନା.. ମହାପ୍ରଭୁ ଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ।...
11/06/2025

ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମାର ସମସ୍ତ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶଭେଚ୍ଛା ଓ ଶୁଭକାମନା.. ମହାପ୍ରଭୁ ଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ।

ଜୟ ଜଗନ୍ନାଥ 🙏🏻

Sabitri Amabasya ra aneka aneka subhechha. 🙏🏻
26/05/2025

Sabitri Amabasya ra aneka aneka subhechha. 🙏🏻

ଶ୍ରୀଗୁଣ୍ଡିଚା ଯାତ୍ରା 2025 ର ସମ୍ପୂର୍ଣ ବିବରଣୀ      Pc - Republic Odisha
20/05/2025

ଶ୍ରୀଗୁଣ୍ଡିଚା ଯାତ୍ରା 2025 ର ସମ୍ପୂର୍ଣ ବିବରଣୀ


Pc - Republic Odisha

✅
06/05/2025

   #ଡେଲାଙ୍ଗ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ୫ମ ଶ୍ରେଣୀର ଛାତ୍ର ଆଶ୍ରିବାଦ ସାହୁ ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଘର ପାଖରେ ଖେଳୁଥିବା ସମୟର...
17/04/2025


#ଡେଲାଙ୍ଗ ଥାନା ଅନ୍ତର୍ଗତ ରତନପୁର ଗ୍ରାମର ୫ମ ଶ୍ରେଣୀର ଛାତ୍ର ଆଶ୍ରିବାଦ ସାହୁ ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଘର ପାଖରେ ଖେଳୁଥିବା ସମୟରେ କେଉଁଆଡେ ଚାଲିଯାଇଛନ୍ତି । ପରିବାର ଲୋକ ଆଖପାଖ ବନ୍ଧୁବାନ୍ଧବ ଘର ବହୁତ ଖୋଜାଖୋଜି କଲାପରେ ବି ତାଙ୍କର କୌଣସି ସନ୍ଧାନ ପାଇପାରୁନାହାଁନ୍ତି। କୌଣସି ବ୍ଯକ୍ତି ତାଙ୍କର ସନ୍ଧାନ ପାଅନ୍ତି ନିକଟସ୍ଥ ଥାନା ହେଉକି ପରିବାର ଲୋକ ଙ୍କ ଫୋନ ନମ୍ବର ୮୩୨୮୯୮୦୪୯୨, ୯୩୩୭୭୫୮୭୨୫କୁ ଯୋଗାଯୋଗ କରିବାକୁ ଅନୁରୋଧ

14/04/2025

ଓଡିଆ ନବବର୍ଷ ଓ ହନୁମାନ ଜୟନ୍ତୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା... 💐🎊🎉

ଜୟ ଜଗନ୍ନାଥ 🙏🏻



ସମସ୍ତ ଓଡ଼ିଶା ବାସୀଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଜଗନ୍ନାଥ..!!🙏🏻
01/04/2025

ସମସ୍ତ ଓଡ଼ିଶା ବାସୀଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ଜୟ ଜଗନ୍ନାଥ..!!🙏🏻

ଓଡ଼ିଆ ସିନେ ଜଗତର ଆଉ ଏକ ଅଧ୍ୟାୟର ଅନ୍ତ...ଛୋଟବେଳୁ ଆମେ ଓଡ଼ିଆ ଫିଲ୍ମ କହିଲେ ଆମେ ଉତ୍ତମ ମହାନ୍ତି ଓ ବିଜୟ ମହାନ୍ତିଙ୍କୁ ବୁଝୁଥିଲୁ... 🥹   ...
28/02/2025

ଓଡ଼ିଆ ସିନେ ଜଗତର ଆଉ ଏକ ଅଧ୍ୟାୟର ଅନ୍ତ...
ଛୋଟବେଳୁ ଆମେ ଓଡ଼ିଆ ଫିଲ୍ମ କହିଲେ ଆମେ ଉତ୍ତମ ମହାନ୍ତି ଓ ବିଜୟ ମହାନ୍ତିଙ୍କୁ ବୁଝୁଥିଲୁ... 🥹



ଆମ ଓଡ଼ିଶା ରେ ସଜନା ଛୁଇଁ ବା ଶାଗ କିଏ ବା ଜାଣିନି। ପ୍ରତ୍ୟେକ ଓଡିଆଙ୍କ ପସନ୍ଦ ପଖାଳ ସାଙ୍ଗେ ସଜନା ଛୁଇଁ ବେସର ଭଜା। ତେବେ ଆପଣ ଜାଣନ୍ତି କି ...
13/02/2025

ଆମ ଓଡ଼ିଶା ରେ ସଜନା ଛୁଇଁ ବା ଶାଗ କିଏ ବା ଜାଣିନି। ପ୍ରତ୍ୟେକ ଓଡିଆଙ୍କ ପସନ୍ଦ ପଖାଳ ସାଙ୍ଗେ ସଜନା ଛୁଇଁ ବେସର ଭଜା। ତେବେ ଆପଣ ଜାଣନ୍ତି କି ଏଥିରେ କେଉଁ କେଉଁ ଭିଟାମିନ ଥାଏ?

Address

Bhubaneswar

Alerts

Be the first to know and let us send you an email when Odisha Shine posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Odisha Shine:

Share