ODIA HASA HASI

ODIA HASA HASI “Hasa bhi, padha bhi, bhaba bhi — sabu Odia style re 😄
Odia memes | News | Stories | Comedy | Daily Fun

ନାମସ୍କର ବନ୍ଧୁଗଣ ଏହି ପେଜ ରେ ଆପଣ କୌଟିକିଆ ଭିଡିଓ ସହିତ ଭଲ ଭଲ ନିଉ୛ ମଧ୍ୟ ପାଇପାରିବେ ଜୟ ଜଗନ୍ନାଥ

Jay Jagannath 🙏
14/04/2026

Jay Jagannath 🙏

🙏
31/03/2026

🙏

31/03/2026

ସମସ୍ତଙ୍କୁ ଚୈତ୍ର ମଙ୍ଗଳବାର ୪ର୍ଥ ପାଳିର ଅନେକ ଅନେକ ଶୁଭକାମନା। ମା' ମଙ୍ଗଳାଙ୍କ ଅପାର କରୁଣା ଆପଣଙ୍କ ପରିବାର ଉପରେ ସଦା ସର୍ବଦା ବଜାୟ ରହୁ। ମା' ସମସ୍ତଙ୍କ ଦୁଃଖ ହରଣ କରି ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ। ଜୟ ମା' ମଙ୍ଗଳା! 🙏

"ଡଲାର କହୁଛି – ମୁଁ ବଢୁଛି 📈ରୁପି କହୁଛି – ମୋର ଦୁର୍ଦ୍ଦଶା କେହି ବୁଝୁନି 😭ଆମେ କହୁଛୁ – ଭାଇ ଚା ପିଇବାକୁ ମଧ୍ୟ ଭାବିବାକୁ ପଡୁଛି ☕😅"👇"1 D...
19/03/2026

"ଡଲାର କହୁଛି – ମୁଁ ବଢୁଛି 📈
ରୁପି କହୁଛି – ମୋର ଦୁର୍ଦ୍ଦଶା କେହି ବୁଝୁନି 😭
ଆମେ କହୁଛୁ – ଭାଇ ଚା ପିଇବାକୁ ମଧ୍ୟ ଭାବିବାକୁ ପଡୁଛି ☕😅"
👇
"1 Dollar = 93 ଟଙ୍କା
ମୋ Salary = ସେଇ ପୁରୁଣା 😭
ଜୀବନ: System Hang ହେଇଗଲା 💻😂"

17/03/2026

God save world 🌎🙏

17/03/2026

ଏକ ଛୋଟ ଗାଁରେ ରମେଶ ନାମର ଏକ ଗରିବ ଲୋକ ରହୁଥିଲେ। ସେ ଦିନକୁ ଦିନ ମଜଦୁରି କରି ତାଙ୍କ ଛୋଟ ପୁଅ ରାଜୁଙ୍କୁ ପଢ଼ାଉଥିଲେ। ରାଜୁ ବହୁତ ମେହନତି ଥିଲା, ସେ ସବୁବେଳେ କହୁଥିଲା – “ବାପା, ମୁଁ ବଡ଼ ହେଲେ ତୁମକୁ ସବୁ ସୁଖ ଦେବି।”
ଏକ ଦିନ ରମେଶ ବହୁତ ଅସୁସ୍ଥ ହେଇଗଲେ। ଔଷଧ ପାଇଁ ଟଙ୍କା ନଥିଲା। ରାଜୁ ତାଙ୍କ ପଢ଼ା ଛାଡ଼ି ଛୋଟ କାମ କରିବାକୁ ଲାଗିଲା। ସେ ଦିନ ରାତି ମେହନତ କରୁଥିଲା, କିନ୍ତୁ ଭାଗ୍ୟ ସେଥିରେ ସାଥ ଦେଇନି।
ଏକ ରାତିରେ ରମେଶ ଚୁପଚାପ ଦୁନିଆ ଛାଡ଼ିଦେଲେ। ରାଜୁ ତାଙ୍କ ବାପାଙ୍କୁ ଧରି କାନ୍ଦୁଥିଲା – “ବାପା, ତୁମେ ମୋତେ ଏମିତି ଛାଡ଼ି କେମିତି ଯାଇପାରିଲା? ମୁଁ ତ ଏଖନ ସୁଧା ତୁମ ସ୍ୱପ୍ନ ପୂରଣ କରିପାରିନି…”
ଗାଁର ଲୋକମାନେ ଏହା ଦେଖି ନିଜର ଆଖିରୁ ଲୁହ ରୋକିପାରିଲେନି। ସେହି ଦିନ ସମସ୍ତେ ବୁଝିଲେ – ଜୀବନରେ ଟଙ୍କା ଠାରୁ ବଡ଼ ହେଉଛି ମଣିଷର ସମ୍ପର୍କ ଓ ସମୟ।
👉 ସୋସିଆଲ ମେସେଜ:
ଆମେ ବ୍ୟସ୍ତ ଜୀବନରେ ଆମ ପ୍ରିୟ ଲୋକମାନଙ୍କୁ ସମୟ ଦେବାକୁ ଭୁଲିଯାଉଛୁ। ଟଙ୍କା ପୁଣି ମିଳିପାରେ, କିନ୍ତୁ ହରାଇଥିବା ଲୋକମାନେ କେବେ ଫେରିଆସନ୍ତିନାହିଁ। 💔

17/03/2026

ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବେ 🙏

ଜଣେ ବ୍ୟକ୍ତି ମୁଣ୍ଡପିଛା 500 ହିସାବରେ 50 ହଜାର ମୁଣ୍ଡ କିଣିଲେ. ଶେଷରେ ନିଜ ମୁଣ୍ଡ 5 କୋଟିରେ ବିକିଲେ. ଏଥିରେ ତାଙ୍କର ସମୁଦାୟ ଲାଭ କେତେ ହେଲା ? ସରଳ ଗଣିତ କିନ୍ତୁ ଜଟିଳ ଅରଥ

Address

BHUBANESWAR, ODISHA
Bhubaneswar
751019

Alerts

Be the first to know and let us send you an email when ODIA HASA HASI posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to ODIA HASA HASI:

Share