Odisha Tv Live

Call Directions

Odisha Tv Live ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ

15/09/2026

🍛🌾 ହଜିଯାଉଥିବା ଓଡ଼ିଆ ସ୍ୱାଦକୁ ମିଳିବ ନୂଆ ପରିଚୟ ❤️✨
ଗୋଟିଏ ଛାତ ତଳେ ଓଡ଼ିଶାର ଚାରି ପ୍ରାନ୍ତର ପାରମ୍ପରିକ ସ୍ୱାଦ 😋🍲
‘ନମସ୍ତେ ଓଡ଼ିଶା’ ନେଇ ଆସୁଛି ଓଡ଼ିଆ ଖାଦ୍ୟର ଅନନ୍ୟ ଅନୁଭୂତି। 🙏🌿
🏪 ସବୁ ଜିଲ୍ଲାରେ ଖୋଲିବ ‘ନମସ୍ତେ ଓଡ଼ିଶା’ ରେସ୍ତୋରାଁ🎉
ଆମ ମାଟିର ସ୍ୱାଦ… ଆମ ଓଡ଼ିଆ ପରିଚୟ❤️
#ନମସ୍ତେଓଡ଼ିଶା #ଓଡ଼ିଆଖାଦ୍ୟ #ଓଡ଼ିଆସ୍ୱାଦ #ଓଡ଼ିଶା #ଓଡ଼ିଆପରମ୍ପରା 🍛🌾❤️🔥

15/09/2026

🚨 ଯାଜପୁରରେ ବଡ଼ ସେକ୍ସ୍ ରାକେଟ 😱
ପୋଲିସ ହାତରେ ସେକ୍ସ ରାକେଟ୍ ଗ୍ୟାଙ୍ଗ ସହ ୬ ଯୁବତୀ 💥
​ଯାଜପୁରରେ ଚାଲିଥିବା ଏକ ବଡ଼ ଦେହବ୍ୟବସାୟ ନେଟୱାର୍କ ଉପରେ ପୋଲିସର ଅଚାନକ ଚଢ଼ାଉ। ରାକେଟ୍ ଚଳାଉଥିବା ମୁଖ୍ୟ ଗ୍ୟାଙ୍ଗ ସହିତ ୬ ଜଣ ଯୁବତୀଙ୍କୁ କାବୁ କରିଛି ପୋଲିସ। ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଓ ନଗଦ ଟଙ୍କା ଜବତ। ଏହି କଳା ସାମ୍ରାଜ୍ୟ ପଛରେ ଥିବା ପ୍ରକୃତ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୋଲିସର ଖୋଳତାଡ଼ ଜାରି। 🔍⚖️
​ଏହି ଘଟଣା ଉପରେ ଆପଣଙ୍କ ମତ କ'ଣ? ନିଜ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ💬👇
ଏଭଳି ପ୍ରତି ମୁହୂର୍ତ୍ତର ତାଜା ଖବର ପାଇଁ ଆମ ପେଜ୍‌କୁ Follow କରନ୍ତୁ। 📲
​.

11/09/2026

Thanks for being a top engager and making it on to my weekly engagement list! 🎉 Ulash Padhan, Siba Patra, Ravi Sharma, Kartik Sahoo, Biswajit Biswajit, Sukanti Mohanty

06/09/2026

#କୁଡ଼ୁମି_ସେନା #ବାରିପଦା_ମଶାଲ_ଶୋଭାଯାତ୍ରା #କୁଡ଼ୁମି_ଏକତା
​ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗର୍ଜିଲା କୁଡ଼ୁମି ସେନା! ମଶାଲ ଶୋଭାଯାତ୍ରାରେ ଥରିଲା ବାରିପଦା, ଆଦିବାସୀ ମାନ୍ୟତା ଦାବିରେ ସରକାରଙ୍କୁ ଦୃଢ଼ ଚେତାବନୀ। 🔥✊
​

03/09/2026

ନଡ଼ିଆ ନେଇଗଲା ୧୧ ବର୍ଷୀୟ ନିଷ୍ପାପ ଶିଶୁର ଜୀବନ

ମୁଣ୍ଡ ଉପରେ ଖସିଲା ନଡ଼ିଆ, ଆଖି ବୁଜିଲା ୧୧ ବର୍ଷୀୟ ଶିଶୁ⚠️🚨

​ରିଲିଫ ଖାଦ୍ୟ ଆଣିବାକୁ ଯାଇଥିଲା, ଫେରିଲା ମୃତଦେହ। ମଧୁବନ ଅଞ୍ଚଳରେ ଘଟିଛି ଏହି ହୃଦୟବିଦାରକ ଅଘଟଣ। 😢🕯️

ବନ୍ୟାର କରାଳ ରୂପ ଯୋଗୁଁ ଘରଦ୍ୱାର ବୁଡ଼ି ରହିଥିଲା। ପରିବାର ପାଇଁ ସ୍କୁଲରୁ ରିଲିଫ ଖାଦ୍ୟ ନେଇ ଫେରୁଥିବା ବେଳେ ମୁଣ୍ଡ ଉପରେ ଖସିପଡ଼ିଲା ନଡ଼ିଆ। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ୧୧ ବର୍ଷର ନିଷ୍ପାପ ଶିଶୁ ବାଦଲ ପାତ୍ର। ଏଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ମଧୁବନ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। 🥀🙏

​

02/09/2026

🚰💧 ବାରିପଦାବାସୀଙ୍କ ପାଇଁ ବଡ଼ ଖୁସିର ଖବର 🎉
୨୪×୭ ମିଳିବ ବିଶୁଦ୍ଧ ପାନୀୟ ଜଳ 💦
ମନ୍ତ୍ରୀ କୃଷ୍ଣଚନ୍ଦ୍ରଙ୍କ ବଡ଼ ଘୋଷଣା 📢
୩ଟି ଜଳ କିଓସ୍କ ଉଦ୍‌ଘାଟିତ 🚰✨
#ବାରିପଦା #ମୟୂରଭଞ୍ଜ #ଶୁଦ୍ଧପାଣି ାଣି #ଜଳକିଓସ୍କ #ବଡ଼ଘୋଷଣା #ବିଶୁଦ୍ଧପାନୀୟଜଳ 📰💧

01/09/2026

⚠️ ବନ୍ୟାର କରାଳ ରୂପ 😱ଟିକିଏ ଅସାବଧାନତା ପାଇଁ ବନ୍ୟାରେ ଭାସିଗଲା ବାଇକ୍ ସହ ଯୁବକ... 🌊🏍️
​⚠️ Terrifying Power of Flash Floods🌊🏍️

​ଲଗାଣ ବର୍ଷା ଯୋଗୁଁ ସିମିଳିପାଳ ପାଦଦେଶ ଲୁଲୁଙ୍ଗ ଅଞ୍ଚଳରେ ନାଳର ପ୍ରବଳ ଜଳସ୍ରୋତ ପୋଲ ରେ ପାର୍ ହେବା ବେଳେ ପାଣିର ପ୍ରଖର ସୁଅରେ ଗାଡ଼ି ସହ ଭାସିଗଲେ ଯୁବକ😱
​👉 ବର୍ଷା ଦିନେ ପାହାଡ଼ିଆ ରାସ୍ତା ଓ ପୋଲ ଉପରେ ପାଣି ଥିଲେ କେବେ ବି ଏଭଳି ବିପଜ୍ଜନକ ସାହସ କରନ୍ତୁ ନାହିଁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। 🙏🌧️
​

Address

Baripada
757001

Telephone

+918763601001

Website

Alerts

Be the first to know and let us send you an email when Odisha Tv Live posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share