Gapudi Budhi

Gapudi Budhi Gopudi Budhi is all about news satire and political commentary

ଅବଧାନେ କହିଲେ :ଆରେ ଜଗଦୀଶ କେତେବେଳେ ଆସିଲ? ସେଦିନ ତମେ କେତୁ ମାନଙ୍କ ସହ ଯୁକ୍ତି କରିବାର ଦେଖିଲି ଟିଭିରେ। ତମେ ମାନେ ତ ହେତୁହେଲେ ଉଭୟଙ୍କ ...
01/11/2022

ଅବଧାନେ କହିଲେ :
ଆରେ ଜଗଦୀଶ କେତେବେଳେ ଆସିଲ? ସେଦିନ ତମେ କେତୁ ମାନଙ୍କ ସହ ଯୁକ୍ତି କରିବାର ଦେଖିଲି ଟିଭିରେ। ତମେ ମାନେ ତ ହେତୁ
ହେଲେ ଉଭୟଙ୍କ ଗୋଲଗୋଲ କଥା ଓଡିଶାରେ ଜନଗଣଙ୍କ ମତିଭ୍ରମ କଲାଣି !
ଜଗଦିଶ: ଆପଣ ତେବେ କ'ଣ ଆଜ୍ଞା?
ଅବଧାନେ: ଆମେ ବାକି ଯେତେ ଲୋକ ରହିଲୁ ସବୁ ସେତୁ ବାଦି ବୁଝିଲ ?
କାହିଁକି ଜାଣ? ଲୋକଙ୍କ ଦୁଃଖ କଥା ଛାଡି ତମେ ଏଠି ଢେଙ୍କି କୁଟଉଛ ଲୋକଙ୍କୁ। ଲୋକଙ୍କର ଆଉ କଣ କିଛି କାମଧନ୍ଦା ନାହିଁ। ଗାଁ ଗାଁ ରେ ସମସ୍ୟା, କାହିଁ ହେତୁ କେତୁ କେହି ତ କେବେ ପାଟି ଖୋଲୁନ ? ତମ ଉପରେ ଗାଁ ଲୋକେ ହସୁଛନ୍ତି।
ଜଗଦିଶ: କଣ କରିବା ଦେଖୁଛନ୍ତି ତ ଆଜ୍ଞା ଅବଧାନେ...

29/10/2022

ପେପର ଲେଉଟାଉ ଲେଉଟାଉ ଅବଧାନେ କହିଲେ
ଆରେ ହଇରାଣିଆ ତୁ କ'ଣ କାର୍ତ୍ତିକିଆ କିରେ?
ହଇରାଣ ମୁରୁକି ହସି କହିଲା ସୁଖୁଆ ଖିଆ କାର୍ତ୍ତିକିଆ ବା ଅବଧାନେ ମୁଁ।
ଭାତ ସାଙ୍ଗରେ ତୁଣ ନାହିଁ ଅବଧାନେ କହୁଚ କଣ ନା ମୁଁ କାର୍ତ୍ତିକ କରିବି।
ସେ ଧରମ କରମ ମାର ଗୁଲି , ମଣିଷ ମଲାଣି ଦରଦାମ ଏତେ ଚଢା... କି ଧରମ କରମ ଏ ସରକାର ଗୁଡା ମିଛରେ ପଢଉଛନ୍ତି କେଜାଣି
ଆରେ ହଇରାଣିଆ ତୁ ତ ଯେମିତି କହିଲୁଣି ମୋତେ ଦେଶଦ୍ରୋହୀ କହି ବାନ୍ଧିବାକୁ ଆସିବେ ତମକୁ ସବୁ ଶିକ୍ଷା ଦଉଛି ବୋଲି।
ହଇରାଣିଆ ଟିକେ ଶଙ୍କିଗଲା..🤔🤔🤔. ଅବଧାନେ😂😂😂 ହସିଦେଲେ... ଡର ନା ବୟସ ହେଲାଣି...
ଏବେବି ଯଦି ଡରିବି ଭଲରେ ମରି ପାରିବି ତ!!! ସତ କହିବା କୁ ତ ପଡିବ କାହାକୁ ନା କାହାକୁ

ହଇରାଣିଆ ଆଜି କେତେବର୍ଷ ପରେ ଯାଇ ଆଖି ନୂଆ କିଛି ଦେଖିଲା। କଣ ଅବଧାନେ? ଶୁଣ ଏଇ ଗୀତ ତାପରେ କହୁଛି।
10/09/2022

ହଇରାଣିଆ ଆଜି କେତେବର୍ଷ ପରେ ଯାଇ ଆଖି ନୂଆ କିଛି ଦେଖିଲା।
କଣ ଅବଧାନେ?
ଶୁଣ ଏଇ ଗୀତ ତାପରେ କହୁଛି।

09/09/2022

ସମସ୍ତଙ୍କୁ ଶୁଭେଚ୍ଛା। ଗପୁଡି ବୁଢିର ଗପ ଶୁଣୁ ଥିବାରୁ ଧନ୍ଯବାଦ 💐💐💐💐🤗🤗 ମୁଁ ଭାରି ଖୁସି।

  ହଇରାଣିଆ ବଡ ମୁସ୍କିଲ କଥା। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ନାମ ଏମାନେ ସ୍ବଧୀନତା ସଂଗ୍ରାମୀଙ୍କ ତାଲିକାରୁ କାଢି ଦେଲେଣି। କଣ ଚ...
23/08/2022


ହଇରାଣିଆ ବଡ ମୁସ୍କିଲ କଥା। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ନାମ ଏମାନେ ସ୍ବଧୀନତା ସଂଗ୍ରାମୀଙ୍କ ତାଲିକାରୁ କାଢି ଦେଲେଣି। କଣ ଚାଲିଛି ଏ ଦେଶରେ... ଖାଲି ପ୍ରହସନ ଆଉ ପ୍ରଚାର। 🤔🤔

This week, we look at Network 18’s Independence Day special programme that tracked the history of India through the speeches of its prime ministers from 1947...

https://youtu.be/Bigdfsx8qdA
20/08/2022

https://youtu.be/Bigdfsx8qdA

Entering yet another new state, I travelled to Gujarat for this one to interview the formerly independent and now Congress MLA, Jignesh Mevani. From his deci...

ଆରେ ଟୋକାଗୁଡା କିସ କହୁଛନ୍ତି.!!!.. ମନକୁ ପାଇଗଲା ଜାଣ। ତୁ ବି ହଇରାଣିଆ ଟିକେ ଭଲକି ଶୁଣ
20/08/2022

ଆରେ ଟୋକାଗୁଡା କିସ କହୁଛନ୍ତି.!!!.. ମନକୁ ପାଇଗଲା ଜାଣ। ତୁ ବି ହଇରାଣିଆ ଟିକେ ଭଲକି ଶୁଣ

Entering yet another new state, I travelled to Gujarat for this one to interview the formerly independent and now Congress MLA, Jignesh Mevani. From his deci...

ରାଧେ ରାଧେ ତୋର ଅଧେକୁ ମୋର ଅଧେ। ହଇରାଣିଆ ଭାଇ ଆଜି ସକାଳୁ ସକାଳୁ ଅବଧାନ ଙ୍କ ମୁଣ୍ଡ ଟିଣ କଲାଣି। କହୁଛି କଣନା ଏ ସରକାରଟା ଖାଲି ବେପାର କଲା।...
27/07/2022

ରାଧେ ରାଧେ ତୋର ଅଧେକୁ ମୋର ଅଧେ।
ହଇରାଣିଆ ଭାଇ ଆଜି ସକାଳୁ ସକାଳୁ ଅବଧାନ ଙ୍କ ମୁଣ୍ଡ ଟିଣ କଲାଣି। କହୁଛି କଣନା ଏ ସରକାରଟା ଖାଲି ବେପାର କଲା। ପତକା କିଣ ପୁଣି ପଲିଷ୍ଟର।

୭୫ବର୍ଷ ହେଲାଣି ସ୍ବାଧୀନତାର ସମସ୍ତେ ଦେଶକୁ ବଞ୍ଚେଇବା ପାଇଁ ସେଦିନ ଗୋଟିଏ ଗଛ ଲଗାନ୍ତେ ନି! କେମିତି ହୁଅନ୍ତା? ଆମ ଦୁନିଆ କେତେ ସୁନ୍ଦର ହୋଇ ଯାଆନ୍ତା ସତେ!!
ଗରମରେ ମଣିଷ ଜଳୁଛି କହିଲେ କଣନା ପଲିଷ୍ଟର ପତକା କିଣି କୁମ୍ପାନୀଙ୍କୁ ପୋଷ।

ଅବଧାନେ ଇଂରାଜୀ ଖବରକାଗଜ ପଢୁପଢୁ ଟିକେ ବ୍ୟସ୍ତ ହୋଇ କହି ପକାଇଲେ; କେଉଁ ଶବ୍ଦ ଆଉ ସରକାର ଙ୍କୁ ସମାଲୋଚନା କରିବାପାଇଁ ବାକି ରହିଲା? ସବୁତ ଅନପ...
15/07/2022

ଅବଧାନେ ଇଂରାଜୀ ଖବରକାଗଜ ପଢୁପଢୁ ଟିକେ ବ୍ୟସ୍ତ ହୋଇ କହି ପକାଇଲେ; କେଉଁ ଶବ୍ଦ ଆଉ ସରକାର ଙ୍କୁ ସମାଲୋଚନା କରିବାପାଇଁ ବାକି ରହିଲା? ସବୁତ ଅନପାର୍ଲାମେଣ୍ଟାରୀ ଶବ୍ଦ କରିଦେଲେ। କି ଜୁମୁଲାଖୋର ଏମାନେ ଦେଖୁଛୁ ହଇରାଣ!!!!
କି ଯୁଗ ଆସିଲା କହ🙃🙃🙃🙃

କାନ୍ଧରେ ଗାମୁଛାଟାକୁ ଦୁଇଥର ଝାଡି ଦେଲା ହଇରାଣିଆ। ଦରହସା ଦେଇ କହିଲା ବୁଝିଲେ ଅବଧାନେ ଆପଣଙ୍କ ଭୋଟବନ୍ଦ କଥାଟା ମୋ ମନକୁ ପାଇଛି। ସମସ୍ତ ଙ୍କ ପାଟିଚୁପ କରେଇ ଇଏ ଷଣ୍ଢକୁ ବ୍ରୁଷଭ ବନଉଛନ୍ତି। 😳😳😳

        ସେଦିନ ଖବରକାଗଜ ଲେଉଟାଉ ଲେଉଟାଉ ଅବଧାନେ ବଡ ପାଟି କଲେ। ହଇରାଣିଆ ଭାଇ ଚମିକି ପଡିଲା। କଣ ହେଲା କି ଅବଧାନେ? ଆରେ ହଇରାଣ ଆଉ ମୁଁ ଭାବ...
12/07/2022





ସେଦିନ ଖବରକାଗଜ ଲେଉଟାଉ ଲେଉଟାଉ ଅବଧାନେ ବଡ ପାଟି କଲେ।
ହଇରାଣିଆ ଭାଇ ଚମିକି ପଡିଲା। କଣ ହେଲା କି ଅବଧାନେ?
ଆରେ ହଇରାଣ ଆଉ ମୁଁ ଭାବୁଛି ଇଲେକସନ୍ ଫିଲେକସନ ବନ୍ଦ ହେଇଯିବ ରେ!
କାହିଁକି ହଇରାଣିଆ ଭାଇ ପଚାରିଲା?
ଅବଧାନେ ଟିକେ ମୁରୁକି ହସିଦେଇ ଟାଙ୍ଗରା ମୁଣ୍ଡକୁ ଆଉଁସୁ ଆଉଁସୁ କହିଲେ ମହାରାଷ୍ଟ୍ରରେ, ଆସାମରେ ନିର୍ବାଚନ ହେଇଥିଲା ପରା କଣ ହେଲା ଦେଖିଲୁନି?
ଆଉ ମୁଁ ଭାବୁଛି ନିର୍ବଚନ ନକରି ଏମଏଲଏ, ଏମପି ମାନଙ୍କୁ ସ୍ପୋନସର କଲେ ଝାମେଲା କମିଯାଆନ୍ତା।
କେଉଁ କମ୍ପାନୀ କେତୋଟି ଏମଏଲଏ ସ୍ପୋନସର କରିବ ଆଗରୁ କହିଦେବ। ଲୋକ କେବଳ କମ୍ପାନୀ ମାନଙ୍କ କାମକୁ ଦେଖି ଭୋଟ ଦେବେ। ଇଲେକ୍ଟ୍ରୋରାଲ ବଣ୍ଡ୍ ଝାମେଲା କରି ଏତେ ପଇସା ଟେନସନ ପାର୍ଟି ମାନଙ୍କୁ ପଡିବନି। ଯେତେ ବଡ ଦଳ ସେତେ ଅଧିକ ଟଙ୍କା କାରବାର। ଦେଖୁନୁ କେନ୍ଦ୍ର ସରକାରକୁ ଟଙ୍କା ରଖିବାକୁ ଆଉ ଜାଗା ବି ନାହିଁ। କେତେ ଟେନସନ କହିଲୁ।
ହଇରାଣିଆ ଭାଇ ନାସ ଟିକେ କଳରେ ଯାକୁ ଯାକୁ କହିଲା, ଏତେ ସବୁ ଟଙ୍କା ଆମକୁ ମିଳୁଛି ଇଲେକ୍ସନ ବେଳେ ଆପଣ କଣ ତାକୁ ବନ୍ଦ କରିଦେବାପାଇଁ କହୁଛନ୍ତି? ଆମ ରୋଜଗାର କମିଯିବନି?
ଆରେ ନାଁ ତମ ରୋଜଗାର ବଢେଇବା ବ୍ୟବସ୍ଥା କହୁଛି ନା ଅବଧାନେ ମୁରୁକି ହସି କହିଲେ।
କେମିତି? ହଇରାଣିଆ ଭାଇ ପଚାରିଲା।
ଅବଧାନେ କହିଲେ ଆରେ ଏଥର ନେତା ନୁହଁ ସିଧା କମ୍ପାନୀ ମାନେ ଭୋଟ ପାଇଁ ମୋଟା ଟଙ୍କା ଦବାନବା କରିବେ।
ଯେମିତି ଅମ୍ବାନି ମୁଖ୍ଯ ମନ୍ତୀ
ବେଦାନ୍ତ ଶିକ୍ଷା ମନ୍ତୀ
ଟାଟା ଶିଳ୍ପ ମନ୍ତୀ
ଏତେ ଝାମିଲାରୁ ଗଣତନ୍ତ୍ର ମୁକ୍ତି ପାଇଯିବ।
ହଇରାଣିଆ ଭାଇ କଣ ବୁଝିଲା କେଜାଣି କଳାମଚମଚ ମେଷିଆ ଦାନ୍ତ ହେଖେଇ ମୁଣ୍ଡ ଟୁଙ୍ଗାରିଲା..ପୁଣି ଆରଥରକୁ

https://youtu.be/EjrMjvfShe8
30/05/2022

https://youtu.be/EjrMjvfShe8

Prafulla Kar sings....''Savitri.....Savitri....Kara Bhajana...''(1972)Lyrics & Music : Prafulla Kar

Address

Bhubaneswar
751007

Website

Alerts

Be the first to know and let us send you an email when Gapudi Budhi posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Gapudi Budhi:

Share