Jollywood Tv

Jollywood Tv Contact information, map and directions, contact form, opening hours, services, ratings, photos, videos and announcements from Jollywood Tv, Bhubaneswar.
(1)

ଯାତ୍ରା ଜଗତ ର ଯୁବ ହାସ୍ୟ ଅଭିନେତା  #ଗୁରୁ_ପୃଷ୍ଟି ଅକାଳ ବିୟୋଗ ରେ   ତରଫରୁ ଆଶ୍ରୁଳ ଶ୍ରଦ୍ଧାଞ୍ଜଳି ଭଗବାନ ତାଙ୍କର ଆମର ଆତ୍ମା ସଦଗତି ଦିଅନ...
07/12/2025

ଯାତ୍ରା ଜଗତ ର ଯୁବ ହାସ୍ୟ ଅଭିନେତା #ଗୁରୁ_ପୃଷ୍ଟି ଅକାଳ ବିୟୋଗ ରେ ତରଫରୁ ଆଶ୍ରୁଳ ଶ୍ରଦ୍ଧାଞ୍ଜଳି ଭଗବାନ ତାଙ୍କର ଆମର ଆତ୍ମା ସଦଗତି ଦିଅନ୍ତୁ 😭😭

ଆଜି ଦ୍ୱିତୀୟ ରଜନୀ ବାଜିମାତ କରିବ  #ଯାତ୍ରା_ରାଣୀ  #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ  #ଭୋଳାଶଙ୍କର ଦେଖିବାକୁ ଜମ...
08/09/2025

ଆଜି ଦ୍ୱିତୀୟ ରଜନୀ ବାଜିମାତ କରିବ #ଯାତ୍ରା_ରାଣୀ #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ #ଭୋଳାଶଙ୍କର ଦେଖିବାକୁ ଜମାରୁ ଭୁଲିବେନି।
ତାରିଖ :-୦୮-୦୯-୨୦୨୫
ସ୍ଥାନ :- ରୁପାଲି ଦୁର୍ଗା ପୂଜା କମିଟି ସହୀଦ ନଗର ଭୁବନେଶ୍ୱର

07/09/2025

#ଯାତ୍ରା_ରାଣୀ #ଯାତ୍ରା_ସିଂହାବାହିନୀ ଏହି ବର୍ଷ ନୂଆ ନାଟକ #ଏଥୁ_ଅନ୍ତେ_କଳିଯୁଗ_ଶେଷ ଶୀର୍ଷକ ଗୀତ

ଆଜି ପ୍ରଥମ ରଜନୀ ବାଜିମାତ କରିବ  #ଯାତ୍ରା_ରାଣୀ  #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ   #ଏଥୁ_ଅନ୍ତେ_କଳିଯୁଗ_ଶେଷ ଦ...
07/09/2025

ଆଜି ପ୍ରଥମ ରଜନୀ ବାଜିମାତ କରିବ #ଯାତ୍ରା_ରାଣୀ #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ #ଏଥୁ_ଅନ୍ତେ_କଳିଯୁଗ_ଶେଷ ଦେଖିବାକୁ ଜମାରୁ ଭୁଲିବେନି।
ମୁଖ୍ୟ ଆକର୍ଷଣ :- ପିୟୁଷ ତ୍ରିପାଠୀ
ତାରିଖ :-୦୭-୦୯-୨୦୨୫
ସ୍ଥାନ :- ରୁପାଲି ଦୁର୍ଗା ପୂଜା କମିଟି ସହୀଦ ନଗର ଭୁବନେଶ୍ୱର

ଆଜି ଦ୍ୱତୀୟ ରଜନୀ ବାଜିମାତ କରିବ  #ଯାତ୍ରା_ରାଣୀ  #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ   #ଭୋଳା_ଶଙ୍କର ଦେଖିବାକୁ ଜ...
31/08/2025

ଆଜି ଦ୍ୱତୀୟ ରଜନୀ ବାଜିମାତ କରିବ #ଯାତ୍ରା_ରାଣୀ #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ #ଭୋଳା_ଶଙ୍କର ଦେଖିବାକୁ ଜମାରୁ ଭୁଲିବେନି।
ତାରିଖ :-୩୧-୦୮-୨୦୨୫
ସ୍ଥାନ :-ସିଜୁଆ ଗଣେଶ ପୂଜା ପଡିଆ ଏମ୍ସ ହସ୍ପିଟାଲ ପାଖ ଭୁବନେଶ୍ୱର
ମୁଖ୍ୟ ଆକର୍ଷଣ:- #ଯାତ୍ରା_BadBoy #ପିୟୁଷ_ତ୍ରିପାଠୀ

ଆଜି ପ୍ରଥମ ରଜନୀ ବାଜିମାତ କରିବ  #ଯାତ୍ରା_ରାଣୀ  #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ   #ଏଥୁ_ଅନ୍ତେ_କଳିଯୁଗ_ଶେଷ ଦ...
30/08/2025

ଆଜି ପ୍ରଥମ ରଜନୀ ବାଜିମାତ କରିବ #ଯାତ୍ରା_ରାଣୀ #ଯାତ୍ରା_ସିଂହାବାହିନୀ ଏହି ବର୍ଷ ର ଜବରଦସ୍ତ ସାମାଜିକ ନାଟକ #ଏଥୁ_ଅନ୍ତେ_କଳିଯୁଗ_ଶେଷ ଦେଖିବାକୁ ଜମାରୁ ଭୁଲିବେନି।
ତାରିଖ :-୩୦-୦୮-୨୦୨୫
ସ୍ଥାନ :-ସିଜୁଆ ଗଣେଶ ପୂଜା ପଡିଆ ଏମ୍ସ ହସ୍ପିଟାଲ ପାଖ ଭୁବନେଶ୍ୱର

ଆସନ୍ତାକାଲି ଠାରୁ ଦେଖିବାକୁ ପାଇବେ  #ପୁଷ୍ପଲତା_ପଣ୍ଡା ଙ୍କ  #ନାଟ୍ୟମଣ୍ଡପ  ଜଗତ ବଛା ବାଛ କଳାକାର କୁ ନେଇ ବାଜିମାତ କରିବ ତାରିଖ:-୨୭-୦୮-୨୦...
26/08/2025

ଆସନ୍ତାକାଲି ଠାରୁ ଦେଖିବାକୁ ପାଇବେ #ପୁଷ୍ପଲତା_ପଣ୍ଡା ଙ୍କ #ନାଟ୍ୟମଣ୍ଡପ
ଜଗତ ବଛା ବାଛ କଳାକାର କୁ ନେଇ ବାଜିମାତ କରିବ
ତାରିଖ:-୨୭-୦୮-୨୦୨୫ ରୁ ୩୦-୦୮-୨୦୨୫
ସ୍ଥାନ :- ରୂପ ଯାତ୍ରା ପଡିଆ ଚୌଦ୍ୱାର କଟକ
ଦେଖିବାକୁ ଜମାରୁ ଭୁଲିବେନି ଆପଣଙ୍କ ପ୍ରିୟ କଳାକାର #ଯାତ୍ରା_କୁଇନ #ରାଣୀ_ପଣ୍ଡା କୁ

ଶମ୍ଭୁ ବାବା, ଏକ ବିଶେଷ ଭୂମିକାରେ ଭୋଳା ଶଙ୍କର ନାଟକ ରେ ଅଭିନୟ କରୁଛନ୍ତି ଯାତ୍ରା ରାଣୀ ସିଂହବାହିନୀର ଅଲରାଉଣ୍ଡର ଦୀପକ ବୋଷ ❤️🔥🔥ଜୟ ଶମ୍ଭୁ ...
17/08/2025

ଶମ୍ଭୁ ବାବା, ଏକ ବିଶେଷ ଭୂମିକାରେ ଭୋଳା ଶଙ୍କର ନାଟକ ରେ ଅଭିନୟ କରୁଛନ୍ତି ଯାତ୍ରା ରାଣୀ ସିଂହବାହିନୀର
ଅଲରାଉଣ୍ଡର ଦୀପକ ବୋଷ ❤️🔥🔥ଜୟ ଶମ୍ଭୁ 🙏

ଆଜି ତୃତୀୟ ରଜନୀ ରେ ବାଜିମାତ କରିବ  #ଅପେରା_ଶ୍ରୀମନ୍ଦିର ଏହି ବର୍ଷ ସମ୍ପୂର୍ଣ ନୂଆ ନାଟକ  ାସ_ଜଗନ୍ନାଥ ଦେଖିବାକୁ ଜମାରୁ ଭୁଲିବେନି ତାରିଖ :...
17/08/2025

ଆଜି ତୃତୀୟ ରଜନୀ ରେ ବାଜିମାତ କରିବ #ଅପେରା_ଶ୍ରୀମନ୍ଦିର ଏହି ବର୍ଷ ସମ୍ପୂର୍ଣ ନୂଆ ନାଟକ ାସ_ଜଗନ୍ନାଥ ଦେଖିବାକୁ ଜମାରୁ ଭୁଲିବେନି
ତାରିଖ :-୧୭-୦୮-୨୦୨୫
ସ୍ଥାନ :- ସାଲିଆସାହି ଯାତ୍ରା ପଡିଆ ଜନତା ମଇଦାନ ଭୁବନେଶ୍ୱର

17/08/2025

ଯୋଉ ଯାତ୍ରା କମିଟି ଆସୁଅଛି କ୍ୟାମ୍ପ ବିଷୟରେ ଖବର ଦେବାକୁ ଚାହୁଁଛନ୍ତି
7606077448 ରେ Whatsapp ମେସେଜ୍ ଦିଅନ୍ତୁ

ଆଜି ତୃତୀୟ ରଜନୀ ରେ ବାଜିମାତ କରିବ  #ନାଟ୍ୟମଣ୍ଡପ ଏହି ବର୍ଷ ସମ୍ପୂର୍ଣ ନୂଆ ନାଟକ  #ଲେଡିଗ୍ୟାଙ୍ଗଷ୍ଟାର ଦେଖିବାକୁ ଜମାରୁ ଭୁଲିବେନି ତାରିଖ ...
17/08/2025

ଆଜି ତୃତୀୟ ରଜନୀ ରେ ବାଜିମାତ କରିବ #ନାଟ୍ୟମଣ୍ଡପ ଏହି ବର୍ଷ ସମ୍ପୂର୍ଣ ନୂଆ ନାଟକ #ଲେଡିଗ୍ୟାଙ୍ଗଷ୍ଟାର ଦେଖିବାକୁ ଜମାରୁ ଭୁଲିବେନି
ତାରିଖ :-୧୭-୦୮-୨୦୨୫
ସ୍ଥାନ :- ହାତିଆଶୁଣି ଯାତ୍ରା ପଡିଆ ସାଲିଆସାହି ଭୁବନେଶ୍ୱର

17/08/2025

ଏହି ଯାତ୍ରା ବର୍ଷ ରେ କୋଉ ନାଟକ ସବୁଠୁ ଭଲ ହଇଛି?? ଆପଣମାନଙ୍କୁ Comment Box ମତାମତ ନିଶ୍ଚୟ ଦିଅନ୍ତୁ

Address

Bhubaneswar
751015

Telephone

+17606077448

Website

Alerts

Be the first to know and let us send you an email when Jollywood Tv posts news and promotions. Your email address will not be used for any other purpose, and you can unsubscribe at any time.

Share