Amo Gan Badakusasthali

Amo Gan Badakusasthali Art & Entertainment

22/06/2025

ଯେଉଁ ଭୂମିରେ ଦେବୀମାନଙ୍କ ଶକ୍ତି ପୀଠ ଅଛି, ଯେଉଁଠି ଲକ୍ଷ୍ମୀ, ମଙ୍ଗଳା, ବିରଜା, ତାରାତରିଣୀଙ୍କ ଅନୁଗ୍ରହ ବସିଛି — ସେଇ ପବିତ୍ର ଭୂମିରେ ଏବେ ନାରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠୁଛି।

ପର୍ଯ୍ୟଟକମାନେ ଆସିବାକୁ ଭୟକରୁଛନ୍ତି। ସତର୍କତା ନିର୍ଦ୍ଦେଶ ଜାରି ହଉଚି..ୟା ଠୁ ଅଧିକ ଦୁଃଖଦ ଓ ଲଜ୍ଜାଜନକ କଥା ବା କଣ ହବ

18/06/2025

ଦୁନିଆAI କଥା କହୁଚି,ମାର୍ସ୍ ଯାଏ ପହଞ୍ଚିଲାଣି..ଆମେ ଏଇଠି ବିଗତଦିନ ର ରୋଗ ସହ ଲଢେ଼ଇ କରୁଛେ..
ବିକାଶର ମୂଲ୍ୟ କଣ ରହିଲା?

ଆଜିକା ସମୟରେ ମଧ୍ୟ ସ୍ୱଚ୍ଛ ଜଳ,ଖାଦ୍ୟ,ବ୍ୟକ୍ତିଗତ ସ୍ୱଚ୍ଛତାର ମୂଲ୍ୟ ବୁଝାଇବାକୁ ପଡୁଛି🤦🏻‍♀️

ଜନତା ଅନାଗତି ଓ ସରକାରୀ ଅନୁତ୍ତରଦାୟିତ୍ୱ ହିଁ ଏହି ସ୍ୱାସ୍ଥ୍ୟ ସଙ୍କଟ ପାଇଁ ଦାୟୀ

ମାନସିକତା ବଦଳିବା ଦରକାର 🙏

30/12/2024
Naveen Patnaik To Visit Ganjam On Monday To Meet Farmers ଆସନ୍ତା ୩୦ ତାରିଖ ରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ଗସ୍ତ ରେ ଯିବେ...
29/12/2024

Naveen Patnaik To Visit Ganjam On Monday To Meet Farmers

ଆସନ୍ତା ୩୦ ତାରିଖ ରେ
ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମ ଗସ୍ତ ରେ ଯିବେ
ନବୀନ ପଟ୍ଟନାୟକ

କ୍ଷେତ ବୁଲିବେ, ଚାଷୀଙ୍କୁ ଭେଟିବେ

Address

Badakusasthali Village
Berhampur
760007

Website

Alerts

Be the first to know and let us send you an email when Amo Gan Badakusasthali posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share