Ganjam TV

Ganjam TV Dear viewers,
This page provides all kinds of Viral News and Entertainment events.

27/08/2020



Supported by: Dy Director of Horticulture, Ganjam, Berhampur..

26/08/2020
26/08/2020

#ଯାଜପୁର: ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ପାଇଁ କୌଣସି ଅଧିକାରୀ ଓ କର୍ମଚାରୀ ସଦର ମହକୁମା ନ ଛାଡ଼ିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ!

26/08/2020

#ସାବଧାନ: ଅନଲାଇନ ଠକାମୀ ଠାରୁ! ନିଜର କୌଣସି ବ୍ୟାଙ୍କ ଡାଟା share କରନ୍ତୁ ନାହିଁ! ମେଗା ପ୍ରାଇଜ ଲୋଭ ଦେଖାଇ ଆପଣ ମାନଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେବେ!
ଭିଡ଼ିଓଟିକୁ ଅଧିକ ମାତ୍ରାରେ share କରନ୍ତୁ!

26/08/2020

ଦେଖନ୍ତୁ ବ୍ରାହ୍ମଣ ଓ ଦଳିତ (SC) ଲୋକ ମଧ୍ଯରେ ଯୁକ୍ତିତର୍କ ହୋଇଛି ଜାତିଆଣ ଭେଦଭାବକୁ ନେଇ !
ଭିଡ଼ିଓଟିକୁ ଅଧିକ ମାତ୍ରାରେ share କରନ୍ତୁ!
... ...

25/08/2020

TV (ଗଞ୍ଜାମ ଟିଭି) ମାଲିକ ଓ Managing Director ଙ୍କ ବାଇକ ଆକ୍ସିଡେଣ୍ଟ ! ହସ୍ପିଟାଲରେ ଚିକିତ୍ସା କରାଯାଉଛି!

24/08/2020

#କଟକ: ଶିଖରପୁର କାଳିଆ ବୋଦା ଶ୍ମଷାନରେ କୋଭିଡ୍ ଆକ୍ରାନ୍ତରେ ମୃତ ବ୍ୟକ୍ତିଙ୍କ ଶବଦାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି...
... ...

24/08/2020

...
.

24/08/2020

#ଦିଲ୍ଲୀ: ଦିଲ୍ଲୀ ପୋଲିସର ବର୍ବରତା କାଣ୍ଡ! ...
#ଅନ୍ଧାର_ରାତିରେ_ରାସ୍ତା_ମଝିରେ_ଗୋଟିଏ_ଛୋଟ_ପିଲାଟିକୁ_ପଶୁ_ଭଳିଆ_ପିଟି_ଚାଲିଥିବାର_ଦୃଶ୍ୟ_ଭାଇରାଲ_ହେଉଛି! ପିଲାଟିକୁ ଥାର୍ଡ଼ ଡିଗ୍ରୀ ଟର୍ଚର ଦିଆଯିବାର ଦୃଶ୍ୟ ସାମନାକୁ ଆସିଛି l କାରଣଟା କିଛି ଜଣା ପଡ଼ିନାହିଁ l !
#ଭିଡ଼ିଓଟିକୁ_ଅଧିକ_ମାତ୍ରାରେ_share_କରନ୍ତୁ!

24/08/2020

#ଶିମିଳିପାଳ: ହାତୀଟି ଅଭୟାରଣ୍ୟରୁ ବାହାରି 18 ନମ୍ବର ଜାତୀୟ ରାଜପଥରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି!
...

24/08/2020

#ଅମୀର_ଖାନ_ବିରୋଧରେ_ରାଲି!
#ଅମୀର_ଖାନକୁ_ପାକିସ୍ତାନ_ପଠେଇ_ଦିଅ!
#ଅମୀର_ଖାନର_ଫିଲ୍ମ_ବ୍ୟାନ_କର!
...

Address

Berhampur
760010

Alerts

Be the first to know and let us send you an email when Ganjam TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Ganjam TV:

Share

You can contact us for any kind of advertisement, local news publishing, making for short films, comedy & music videos etc.

LeftCenterRightRemove

Contact us at 08118001744