Garvana

Directions

Garvana My family is my little village. I really do feel like my fairy tale came true. In contradiction to this there are villages.

A village is a place where you can find hope, inspiration and most importantly a happy and peaceful life. In recent times, most of our cities are unlivable- congested and potholed roads, overflowing drains, erratic power and water supply, garbage strewn around so much as to cause accidents.

09/09/2026
29/08/2026

☀️🥭 ଖରା ପଡ଼ୁ କି ଯେତେ ଜୋର୍… ଆମ୍ ଦେଖଲେ ମନ୍ କହେ—ଆଉ ଗୁଟେ ଦେ! 😂
ଲୁଣ-ଲଙ୍କା ସାଙ୍ଗେ ଆମ୍ … ଗାଁର୍ ଇ ସ୍ୱାଦ୍‌ର କଥା ହିଁ ଅଲଗା! 😋❤️
ତମେ ବି ଆମ୍ ଖାଇଛ କି? 😜👇
#ଆମ୍ #ଗାଁରସ୍ୱାଦ #ସମ୍ବଲପୁରୀ #ଖରାଦିନ #ଆମର୍ଗାଁ 🌿🥭

27/08/2026

ବର୍ଷା ପାଗେ ଗର୍ଭଣା ଗାଁ

26/08/2026

ଜୟ ମା’ ସମଲେଶ୍ୱରୀ 🙏❤️
ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଆମର ଗାଁ, ଆମର ମାଟି ଆଉ ଆମର ସବୁ ଭାଇଭଉଣୀ ସବୁବେଳେ ଖୁସିରେ ରହନ୍ତୁ। 🙏✨
ମା’ଙ୍କ କୃପା ସବୁର ଉପରେ ରହୁ। ❤️
ଜୟ ମା’ ସମଲେଶ୍ୱରୀ 🚩🙏
#ଜୟମାସମଲେଶ୍ୱରୀ #ମାସମଲେଶ୍ୱରୀ #ଆମରଗାଁ #ଆମରଗର୍ବ

25/08/2026

🌱🌧️ ପଲ୍ହହା ରୁଆ ଚାଲିଛେ ଆମର୍ ଗର୍ଭଣା ମାଟିନେ 🌾❤️
ବରଷାର୍ ପାଏନ୍ ସାଙ୍ଗେ ଚାଷୀର୍ ମୁହେଁ ହସି ଫେରିଛେ।
ମାଟିର୍ ବାସ୍ନା, ଚାଷୀର୍ ପରିଶ୍ରମ୍ ଆର୍ ନୂଆ ଆଶା—ଇ ସବୁ ମିଶିକରି ଆମର୍ ଗାଁର୍ ଅସଲ୍ ସୁନ୍ଦରତା। 🌾🙏
ପଲ୍ହହା ରୁଆ… ନୂଆ ଆଶା… ନୂଆ ସପନ୍! ❤️
#ଗର୍ଭଣା #ପଲ୍ହହାରୁଆ #ଚାଷୀ #ଆମର୍ଗାଁଆମର୍ଗରବ Pintu Lopa Matari

ଗର୍ଭଣା ଗାଁର ବିପ୍ଳବୀ କବି ନିତିଶ ଆଚାର୍ଯ୍ୟଙ୍କ କଲମରୁ ଝରିଥିବା ଏଇ ସୁନ୍ଦର ଲେଖାଟି ନିଶ୍ଚୟ ମନକୁ ଛୁଇଁଯିବ। ❤️✍️ସାହିତ୍ୟ, ମାଟି ଆଉ ମଣିଷର...
24/08/2026

ଗର୍ଭଣା ଗାଁର ବିପ୍ଳବୀ କବି ନିତିଶ ଆଚାର୍ଯ୍ୟଙ୍କ କଲମରୁ ଝରିଥିବା ଏଇ ସୁନ୍ଦର ଲେଖାଟି ନିଶ୍ଚୟ ମନକୁ ଛୁଇଁଯିବ। ❤️✍️

ସାହିତ୍ୟ, ମାଟି ଆଉ ମଣିଷର ଭାବନାକୁ ନେଇ ଏମିତି ଲେଖା ଆମ ସଂସ୍କୃତିର ଗର୍ବ। 🙏

✍️ ଲେଖକ: ବିପ୍ଳବୀ କବି ନିତିଶ ଆଚାର୍ଯ୍ୟ, ଗର୍ଭଣା ଗାଁ

#ନିତିଶଆଚାର୍ଯ୍ୟ #ଓଡ଼ିଆସାହିତ୍ୟ #ଓଡ଼ିଆଲେଖା #ଆମମାଟିଆମସାହିତ୍ୟ

23/08/2026

👉 “ଗର୍ଭଣା କାଦୋ ଯାତ୍ରା 🙏🚩”
👉 “ଆମର୍ ପରମ୍ପରା… ଆମର୍ ଗରବ ❤️”

23/08/2026

🙏🚩 ଗର୍ଭଣା ଗାଁର୍ ପବିତ୍ର କାଦୋ ଯାତ୍ରା 🚩🙏
ଶ୍ରାବଣ ମାସର୍ ନଉମୀ ଦିନେ, ଆମର୍ ଗର୍ଭଣା ଗାଁନେ ମାଆ ସମଲେଶ୍ୱରୀଙ୍କର୍ ପୂଜାକେ ନେଇକରି ହେସି ଇ ପବିତ୍ର କାଦୋ ଯାତ୍ରା। ❤️
ଇଟା ଖାଲି ଗୁଟେ ଯାତ୍ରା ନୁହେଁ—ଇଟା ଆମର୍ ପରମ୍ପରା, ଭକ୍ତି, ବିଶ୍ୱାସ୍ ଆର୍ ଗାଁର୍ ଭାଇଚାରାର୍ ପରିଚଏ। 🙏
ମାଆ ସମଲେଶ୍ୱରୀ ସବୁ ଗାଁବାସୀଙ୍କର୍ ଉପରେ ଆଶୀର୍ବାଦ୍ ରଖନ୍ତୁ, ସବୁର୍ ଘରେ ସୁଖ, ଶାନ୍ତି ଆର୍ ସମୃଦ୍ଧି ଭରିଦିଅନ୍ତୁ। 🌺
🚩 ଜୟ ମାଆ ସମଲେଶ୍ୱରୀ! 🚩
❤️ ଗର୍ଭଣା — ଆମର୍ ଗାଁ, ଆମର୍ ଗର୍ବ!
#ଗର୍ଭଣା #କାଦୋଯାତ୍ରା #ମାଆସମଲେଶ୍ୱରୀ #ଶ୍ରାବଣନଉମୀ #ଆମର୍ଗାଁଆମର୍ଗର୍ବ #ସମ୍ବଲପୁରୀ #ଗାଁର୍ପରମ୍ପରା

20/08/2026

🌾❤️ ଗାଁ ଛୋଟ୍ ହେଇପାରେ, ହେଲେ ଗାଁର୍ ପରିଚୟ ସବୁବେଲେ ବଡ଼!
ଆମର୍ ଗର୍ଭଣା — ଆମର୍ ଗର୍ବ। 🙏

20/08/2026

😂📶 ଭୀମରୋ ନେଟୱାର୍କ ଦୁଃଖ!
ଟାୱାର ଅଛେ… ମୋବାଇଲ୍ ଅଛେ…
ଡାଟା ପ୍ୟାକ୍ ବି ଅଛେ…
ହେଲେ ନେଟୱାର୍କ କେନ୍ ନାଇଁ! 🤣
ଲାଇନ୍ ଗଲେ ନେଟୱାର୍କ ଗଲା,
ଲାଇନ୍ ଆଇଲେ ନେଟୱାର୍କ କେତେବେଳେ ଆସୁଛେ, କେତେବେଳେ ନାଇଁ! 😭😂
ଆମର ଗାଁର ଏନ୍ତା ନେଟୱାର୍କ ଦୁଃଖ କାହାର୍ କାହାର୍ ଅଛେ? 😜👇
କମେଣ୍ଟ କରି କହନ୍ତୁ!
#ଆମଗାଁ #ନେଟୱାର୍କଦୁଃଖ 📶😂

Address

Garvana
Sohela
768033

Website

Alerts

Be the first to know and let us send you an email when Garvana posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category