DN MEDIA

DN MEDIA choice of different

Happy new year 2026
01/01/2026

Happy new year 2026

ବହୁତ କମ୍ ଲୋକ ପଛେ ଥାଉନ ଲେକିନ ନିଜର ଥାଉନଜୀବନ କେନସି  ନାଟକ ନାଇସେ ଯେ ଭିଡ଼ ଦରକାର
11/11/2025

ବହୁତ କମ୍ ଲୋକ ପଛେ ଥାଉନ ଲେକିନ ନିଜର ଥାଉନ

ଜୀବନ କେନସି ନାଟକ ନାଇସେ ଯେ ଭିଡ଼ ଦରକାର

ଲୋକ ଛନ୍ଦ କପଟ ଅହଂକାର ବଦଲା ଲେସୁନ ପିଆଜ ଛାଡ଼ ବାର ଟାକେ ବିଶ୍ୱାସ  କରୁଛନ୍
08/11/2025

ଲୋକ ଛନ୍ଦ କପଟ ଅହଂକାର ବଦଲା ଲେସୁନ ପିଆଜ ଛାଡ଼ ବାର ଟାକେ ବିଶ୍ୱାସ କରୁଛନ୍

କିଏ କାଣା କରୁଛେ , ସେ କେନ୍ତା କରି କରୁଛେ, କାଏ ହେଳା ଯେ କରୁଛେ, ଇ ସବୁନୁ ତୁମେ ଯେତେ ଦୂରେ ରହେବ, ତୁମେ ସେତେ ଖୁସି ରେ ରହେବ            ...
07/11/2025

କିଏ କାଣା କରୁଛେ , ସେ କେନ୍ତା କରି କରୁଛେ, କାଏ ହେଳା ଯେ କରୁଛେ, ଇ ସବୁନୁ ତୁମେ ଯେତେ ଦୂରେ ରହେବ, ତୁମେ ସେତେ ଖୁସି ରେ ରହେବ

କିଛୁ ଲୋକ ଯେନ ଆଡେ ଧୂକା ସେ ଆଡେ ଯାଏସନ ଲେକିନ ଇକାମ ମଇଳା କେଚରା ର ଆଏ
06/11/2025

କିଛୁ ଲୋକ ଯେନ ଆଡେ ଧୂକା ସେ ଆଡେ ଯାଏସନ ଲେକିନ ଇକାମ ମଇଳା କେଚରା ର ଆଏ

ପ୍ରକୃତ ସମ୍ପର୍କ ହେଉଛେ  ଦରକାର ପଡ଼ଲେ ନାଇଁ, ହୃଦ ନୁ ଆରମ୍ଭ ହେସି
05/11/2025

ପ୍ରକୃତ ସମ୍ପର୍କ ହେଉଛେ ଦରକାର ପଡ଼ଲେ ନାଇଁ, ହୃଦ ନୁ ଆରମ୍ଭ ହେସି

ଦୁଃଖ ତ ସେ ଦେଶି ଯାହାକେ ତୁମେ ନିଜର ଭାବୁ ଥିବ ନାଇଁ ହେଲେତ ଦୁଶ୍ରା ଲୋକ ମାନେ  ଟିକେ ପିଟି ହେଇ ଗଲେ ଭି sorry କହେସନ                   ...
04/11/2025

ଦୁଃଖ ତ ସେ ଦେଶି ଯାହାକେ ତୁମେ ନିଜର ଭାବୁ ଥିବ ନାଇଁ ହେଲେତ ଦୁଶ୍ରା ଲୋକ ମାନେ ଟିକେ ପିଟି ହେଇ ଗଲେ ଭି sorry କହେସନ

ସବ କରନୁ ବଡ ସମ୍ପତ୍ତି ହେଉଛେ ତୁମର ବୁଦ୍ଧି ହେଥିର ଲାଗି ସବୁ ବେଳେ POSETIVE ରଖ ଭଗବାନ ସବୁ ଭଲ କରବାନ
03/11/2025

ସବ କରନୁ ବଡ ସମ୍ପତ୍ତି ହେଉଛେ ତୁମର ବୁଦ୍ଧି ହେଥିର ଲାଗି ସବୁ ବେଳେ POSETIVE ରଖ ଭଗବାନ ସବୁ ଭଲ କରବାନ

02/11/2025

1November balangir din
01/11/2025

1November balangir din

ଆଜିର କାଲିର ଲୋକ ମାନେ ନିଆଁ ଅପେକ୍ଷା ଅଲଗା କାହାର ମୁହଁରେ ଖୁସି ଦେଖି କିନା ବେଶି ଜଳୁ ଛନ  #ଓଡ଼ିଆସାୟାରୀ
31/10/2025

ଆଜିର କାଲିର ଲୋକ ମାନେ ନିଆଁ ଅପେକ୍ଷା ଅଲଗା କାହାର ମୁହଁରେ ଖୁସି ଦେଖି କିନା ବେଶି ଜଳୁ ଛନ #ଓଡ଼ିଆସାୟାରୀ

ତୋର ଦସ୍ତି ଏତେ ଭଲ ଲାଗଲା ଯେତୋର ନୁ ଆଉ କିହେ ଭି ଭଲ ନାଈ ଲାଗଲେତତେ ଯଦି ଧୋକା ଦେବାର ଥିବା ଏନ୍ତା ଢଙ୍ଗେ ଦେବୁ ଜେ ତୋର ପରେ ଆଉ କେହି ବେୱାଫ...
27/10/2025

ତୋର ଦସ୍ତି ଏତେ ଭଲ ଲାଗଲା ଯେ
ତୋର ନୁ ଆଉ କିହେ ଭି ଭଲ ନାଈ ଲାଗଲେ
ତତେ ଯଦି ଧୋକା ଦେବାର ଥିବା ଏନ୍ତା ଢଙ୍ଗେ ଦେବୁ ଜେ
ତୋର ପରେ ଆଉ କେହି ବେୱାଫା ନାଈ ଲାଗୁ ଥିବେ #ଓଡ଼ିଆସାୟାରୀ

Address

Balangir
767001

Website

Alerts

Be the first to know and let us send you an email when DN MEDIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to DN MEDIA:

Share