Lurki dhanuyatra

Lurki dhanuyatra ୧୪୮ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ ଧନୁଯାତ୍ରା ମୂଲ୍ ଇଠାନେ ଗୁଡ଼ଭେଲା ର୍ ଲୁର୍କି

ସଭେ ଦେଖି ଆସବ
04/01/2024

ସଭେ ଦେଖି ଆସବ

-Program Ready -ଆଉ ମାତ୍ର ୧୭ ଦିନ ର ଅପେକ୍ଷା -୧୪୮ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ- Lurki dhanuyatra
02/01/2024

-Program Ready
-ଆଉ ମାତ୍ର ୧୭ ଦିନ ର ଅପେକ୍ଷା
-୧୪୮ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ
- Lurki dhanuyatra

23/12/2023

୧୪୮ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ ସମ୍ବଲପୁରୀଆ କଂସ ର ଝଲକ୍ 🙏

୧୪୮ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ ୨୦୨୪ ଲାଗି ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ 🙏
23/12/2023

୧୪୮ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ ୨୦୨୪ ଲାଗି ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ 🙏

ତା ୦୪.୦୧.୨୦୨୩ “୧୪୭ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ” ର ୪ ନମ୍ବର ଦିନ୍ ମଚାନ୍ ଉପରେ ସମ୍ମାନିତ ହେଲେ ତୁଷୁରା ଅଞ୍ଚଳ ର ଦୁଇଟା ସକ୍ରିୟ ସଂଗଠ...
05/01/2023

ତା ୦୪.୦୧.୨୦୨୩ “୧୪୭ ତମ ଧନୁଯାତ୍ରା ମହୋତ୍ସବ ଲୁର୍କୀ” ର ୪ ନମ୍ବର ଦିନ୍ ମଚାନ୍ ଉପରେ ସମ୍ମାନିତ ହେଲେ ତୁଷୁରା ଅଞ୍ଚଳ ର ଦୁଇଟା ସକ୍ରିୟ ସଂଗଠନ YACT- Youth Action Commitee TusraYouth Action Commitee Tusra ଆଉ @ବଜରଙ୍ଗ ଦଳ ଗୁଡ଼ଭେଲା ପ୍ରଖଣ୍ଡ ବହୁତ୍ ବହୁତ୍ ଧନ୍ୟବାଦ୍ ଦୁଇ ଟା ସଙ୍ଗଠନ ର କର୍ମକର୍ତ୍ତା ମାନଙ୍କୁ ଆମର୍ ନିଉତା ରଖି ଆମର୍ ଗାଁ ର ଇ ପର୍ବ ରେ ନିଜର୍ ଯୋଗଦାନ ଦେଇଥିବା ଲାଗି...🙏




#ବଜରଙ୍ଗ_ଦଲ_ତୁଷୁରା

ଆରମ୍ଭ ହେଲା ୧୪୭ ତମ ଧନୁଯାତ୍ରା ମହୋତ୍ସବ ଲୁର୍କିପହେଲା ଦିନେ ଶ୍ରୀକୃଷ୍ଣ ଜନ୍ମ ସାଙ୍ଗେ ସନ୍ଧ୍ୟା ରେ ମଂଚାନ ଉଦଘାଟନ୍ କଲେ ମୁଖ୍ୟ ସମରା ଗ୍ରାମ...
01/01/2023

ଆରମ୍ଭ ହେଲା ୧୪୭ ତମ ଧନୁଯାତ୍ରା ମହୋତ୍ସବ ଲୁର୍କି
ପହେଲା ଦିନେ ଶ୍ରୀକୃଷ୍ଣ ଜନ୍ମ ସାଙ୍ଗେ ସନ୍ଧ୍ୟା ରେ ମଂଚାନ ଉଦଘାଟନ୍ କଲେ ମୁଖ୍ୟ ସମରା ଗ୍ରାମପଞ୍ଚାୟତ ର ସରପଂଚ ତାର୍ ସାଙ୍ଗେ ମଂଚାନ ଉପରେ ପ୍ରଦର୍ଶିତ ହେଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ଆଏଜ୍ ତାରିଖ୍ ୩୦.୧୨.୨୦୨୨ନିଉତା ପାଏଲେ ଆମର୍ ଅଞ୍ଚଳ ର ବଜରଙ୍ଗ ଦଳ ଭଗବାନ ରାମ ନାମ ହିନ୍ଦୁତ୍ବ ପରିଚୟ ପ୍ରଚାର ପ୍ରସାର ଦିଗେ ଗୁରୁତ୍ବପୂର୍ଣ୍ଣ...
30/12/2022

ଆଏଜ୍ ତାରିଖ୍ ୩୦.୧୨.୨୦୨୨
ନିଉତା ପାଏଲେ ଆମର୍ ଅଞ୍ଚଳ ର ବଜରଙ୍ଗ ଦଳ ଭଗବାନ ରାମ ନାମ ହିନ୍ଦୁତ୍ବ ପରିଚୟ ପ୍ରଚାର ପ୍ରସାର ଦିଗେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ସାଙ୍ଗେ ଜନସେବା,ପ୍ରଣୀସେବା ଆଉ ସାମାଜିକ କାମ୍ ରେ ସବୁବେଳେ ତତ୍ପର, ବଜରଙ୍ଗ ଦଳ...ଆଏବାର୍ ୩୧.୧୨.୨୦୨୨ ରୁ ୦୬.୦୧.୨୦୨୩ ତକ୍ ହେଉଥିବାର୍ ଆମର୍ ଗାଁ ଲୁର୍କି ର ୧୪୭ ତମ ଧନୁଯାତ୍ରା ମହୋତ୍ସବ ଥି କୁନୁଆଁ ହେଇ ନିଜର୍ ଯୋଗଦାନ ରଖବେ...


#ବଜରଙ୍ଗ_ଦଲ_ତୁଷୁରା
ବଜରଙ୍ଗ ଦଳ ଗୁଡଭେଲା ପ୍ରଖଣ୍ଡ

ଆଏଜ୍ ତାରିଖ୍ ୩୦.୧୨.୨୦୨୨ନିଉତା ପାଏଲେ ଆମର୍ ଅଞ୍ଚଳ ତୁଷୁରା ର ଜଣାଶୁଣା ସକ୍ରିୟ ସଙ୍ଗଠନ୍ YACT- Youth Action Commitee TusraYouth Acti...
30/12/2022

ଆଏଜ୍ ତାରିଖ୍ ୩୦.୧୨.୨୦୨୨
ନିଉତା ପାଏଲେ ଆମର୍ ଅଞ୍ଚଳ ତୁଷୁରା ର ଜଣାଶୁଣା ସକ୍ରିୟ ସଙ୍ଗଠନ୍ YACT- Youth Action Commitee TusraYouth Action Commitee Tusra ଆଏବାର୍ ୩୧.୧୨.୨୦୨୨ ରୁ ୦୬.୦୧.୨୦୨୩ ତକ୍ ହେଉଥିବାର୍ ଆମର୍ ଗାଁ ଲୁର୍କି ର ୧୪୭ ତମ ଧନୁଯାତ୍ରା ମହୋତ୍ସବ ଥି କୁନୁଆଁ ହେଇ ନିଜର୍ ଯୋଗଦାନ୍ ଦେବେ...🙏



Address

Lurki
Balangir

Telephone

+918144612320

Website

Alerts

Be the first to know and let us send you an email when Lurki dhanuyatra posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Lurki dhanuyatra:

Share