Liker Nikhil Ranjan

Liker Nikhil Ranjan Liker Nikhil Ranjan | Bringing you the best of Jatra, news, and entertainment. Stay tuned for all the latest updates! Follow for more. ଜୟ ଜଗନ୍ନାଥ ✨
(3)

Finally ଆଜି ପ୍ରଭୁଙ୍କ ଡରି ଲାଗିଲା ଜୟ ଜଗନ୍ନାଥ 🙏
22/08/2026

Finally ଆଜି ପ୍ରଭୁଙ୍କ ଡରି ଲାଗିଲା ଜୟ ଜଗନ୍ନାଥ 🙏

କ୍ୟାମ୍ପ–୪  ଅପେରା ଶ୍ରୀଗଣେଶ, ରାଧାଦେଇପୁର, ଯୋରନ୍ଦା, ଢେଙ୍କାନାଳ ପ୍ରଥମ ରଜନୀ  ନୂଆ ନାଟକ — “ଅଧୁରା ନାୟିକା ସେ ଅନୁରାଧା”
22/08/2026

କ୍ୟାମ୍ପ–୪ ଅପେରା ଶ୍ରୀଗଣେଶ, ରାଧାଦେଇପୁର, ଯୋରନ୍ଦା, ଢେଙ୍କାନାଳ
ପ୍ରଥମ ରଜନୀ ନୂଆ ନାଟକ — “ଅଧୁରା ନାୟିକା ସେ ଅନୁରାଧା”

କ୍ୟାମ୍ପ–୫ ଶିବାନୀ ଗଣନାଟ୍ୟ, ନକ୍ସାପାଲି, ସମ୍ବଲପୁର➡️ ଶେଷ ରଜନୀ 🔥 ନୂଆ ନାଟକ — “ରାମଲୀଳା”
22/08/2026

କ୍ୟାମ୍ପ–୫ ଶିବାନୀ ଗଣନାଟ୍ୟ, ନକ୍ସାପାଲି, ସମ୍ବଲପୁର
➡️ ଶେଷ ରଜନୀ 🔥 ନୂଆ ନାଟକ — “ରାମଲୀଳା”

ଯାତ୍ରା ରାଜନନ୍ଦିନୀ, ହେମସରପଡ଼ା ଦୁର୍ଗାପୂଜା ପଡ଼ିଆ, ଅନୁଗୁଳ ଟାଉନ➡️ ଦ୍ୱିତୀୟ ରଜନୀ  ନୂଆ ନାଟକ — “ତୁ ନାହୁଁ ତ ମୁଁ ନାହିଁ”
22/08/2026

ଯାତ୍ରା ରାଜନନ୍ଦିନୀ, ହେମସରପଡ଼ା ଦୁର୍ଗାପୂଜା ପଡ଼ିଆ, ଅନୁଗୁଳ ଟାଉନ
➡️ ଦ୍ୱିତୀୟ ରଜନୀ ନୂଆ ନାଟକ — “ତୁ ନାହୁଁ ତ ମୁଁ ନାହିଁ”

ଯାତ୍ରା କେଶରୀ ରୂପାଲି, ସହିଦନଗର, ଭୁବନେଶ୍ୱର➡️ ଚତୁର୍ଥ ରଜନୀ  ନୂଆ ନାଟକ — “ମୁଖାଗ୍ନି”
22/08/2026

ଯାତ୍ରା କେଶରୀ ରୂପାଲି, ସହିଦନଗର, ଭୁବନେଶ୍ୱର
➡️ ଚତୁର୍ଥ ରଜନୀ ନୂଆ ନାଟକ — “ମୁଖାଗ୍ନି”

🍚🔥 ଘରୋଇ ଖାଦ୍ୟରେ ଆଜିର ଦମଦାର ଭୋଜି! 😋ଭାତ, ଚିକେନ୍ ଫ୍ରାଏ, ତରକାରୀ, ସାଲାଡ୍ ଆଉ ମସଲାଦାର ଡାଲି—ଥାଳି ଦେଖିଲେ ହିଁ ଭୋକ ବଢ଼ିଯିବ! ❤️🍗🥗ଆପଣ...
22/08/2026

🍚🔥 ଘରୋଇ ଖାଦ୍ୟରେ ଆଜିର ଦମଦାର ଭୋଜି! 😋
ଭାତ, ଚିକେନ୍ ଫ୍ରାଏ, ତରକାରୀ, ସାଲାଡ୍ ଆଉ ମସଲାଦାର ଡାଲି—ଥାଳି ଦେଖିଲେ ହିଁ ଭୋକ ବଢ଼ିଯିବ! ❤️🍗🥗

ଆପଣଙ୍କ ପସନ୍ଦ—ଚିକେନ୍ ନା ତରକାରୀ?

କ୍ୟାମ୍ପ–୧ 🎭 ଯାତ୍ରା ଓଁକାର, ହାତିଆଶୁଣି, ସାଲିଆସାହି, ଭୁବନେଶ୍ୱର➡️ ଦ୍ୱିତୀୟ ରଜନୀ 🔥 ନୂଆ ନାଟକ — “ହେ ଈଶ୍ୱର ମୁଁ କାହାର”
22/08/2026

କ୍ୟାମ୍ପ–୧ 🎭 ଯାତ୍ରା ଓଁକାର, ହାତିଆଶୁଣି, ସାଲିଆସାହି, ଭୁବନେଶ୍ୱର
➡️ ଦ୍ୱିତୀୟ ରଜନୀ 🔥 ନୂଆ ନାଟକ — “ହେ ଈଶ୍ୱର ମୁଁ କାହାର”

୨୨ ଅଗଷ୍ଟ ୨୦୨୬ କ୍ୟାମ୍ପ–୧ 🎭 ଅପେରା ସୂର୍ଯ୍ୟବଂଶୀ, ରସୁଲଗଡ଼ ଦୁର୍ଗାପୂଜା ପଡ଼ିଆ, ଭୁବନେଶ୍ୱର➡️ ଚତୁର୍ଥ ରଜନୀ🔥 ନୂଆ ନାଟକ — “ବାଘା”
22/08/2026

୨୨ ଅଗଷ୍ଟ ୨୦୨୬ କ୍ୟାମ୍ପ–୧
🎭 ଅପେରା ସୂର୍ଯ୍ୟବଂଶୀ, ରସୁଲଗଡ଼ ଦୁର୍ଗାପୂଜା ପଡ଼ିଆ, ଭୁବନେଶ୍ୱର
➡️ ଚତୁର୍ଥ ରଜନୀ
🔥 ନୂଆ ନାଟକ — “ବାଘା”

🚨 ଗିରଫ ପରେ ଜେଲ ଗଲେ ଦୀନବନ୍ଧୁ ନାୟକ!ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ଆତଙ୍କରାଜ ଘଟଣାରେ କାର୍ଯ୍ୟାନୁଷ୍ଠାନ...
22/08/2026

🚨 ଗିରଫ ପରେ ଜେଲ ଗଲେ ଦୀନବନ୍ଧୁ ନାୟକ!

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ଆତଙ୍କରାଜ ଘଟଣାରେ କାର୍ଯ୍ୟାନୁଷ୍ଠାନ। ସ୍ମାର୍ଟ ସିଟି ଅନଲାଇନ୍ ଟ୍ୟାକ୍ସି ଓ ଅଟୋ ଚାଳକ ସଂଘ ସଭାପତି ଦୀନବନ୍ଧୁ ନାୟକଙ୍କୁ ପୋଲିସ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ପଠାଯାଇଛି।

🚨 ବାଲେଶ୍ୱରରେ ଭୟଙ୍କର ସଡ଼କ ଦୁର୍ଘଟଣା!NH-16ରେ ଟ୍ରକ୍ ଧକ୍କାରେ ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର। କାରରୁ ଓହ୍ଲାଇଥିବା ଦୁଇ ଜଣଙ୍କୁ ଟ...
22/08/2026

🚨 ବାଲେଶ୍ୱରରେ ଭୟଙ୍କର ସଡ଼କ ଦୁର୍ଘଟଣା!
NH-16ରେ ଟ୍ରକ୍ ଧକ୍କାରେ ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର। କାରରୁ ଓହ୍ଲାଇଥିବା ଦୁଇ ଜଣଙ୍କୁ ଟ୍ରକ୍ ଧକ୍କା ଦେଇଥିବା ଅଭିଯୋଗ।

📍 ସୋର ଅଲୀପୁର ନିକଟରେ ଘଟଣା
⚠️ NH-16ରେ ବଢ଼ୁଛି ଦୁର୍ଘଟଣା ଚିନ୍ତା

Address

Jajpur

Alerts

Be the first to know and let us send you an email when Liker Nikhil Ranjan posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Liker Nikhil Ranjan:

Shortcuts

Share