Gourishankar sanskrutika parisada,Guhali

Gourishankar sanskrutika parisada,Guhali Cultural association

20/04/2026

ଶୁଭ ଅକ୍ଷୟ ତୃତୀୟା 🙏🙏🙏

ଆମ Rockstar Channel ରେ ଏକ ସଚେତନା ବାର୍ତ୍ତା।
19/04/2026

ଆମ Rockstar Channel ରେ ଏକ ସଚେତନା ବାର୍ତ୍ତା।

8 likes. "//PUBG ଖେଳ ହେଲା କାଳ//"

03/04/2026

ଜୟ ଲକ୍ଷ୍ମୀ ନାରାୟଣ 🙏🙏🙏

27/03/2026

ॐ करालवदनं घोरां मुक्तकेशीं चतुर्भुजाम् ।
कालिकां दक्षिणं दिव्यां मुण्डमाला विभूषिताम् ॥
सद्यश्छिन्नशिरः खड्गवामाधोघोरकरम्बुजाम् ।
अभयं वरदां चैव दक्षिणोर्ध्वधः पाणिकम् ॥

ଆମ ଗାଁ ବାସନ୍ତୀ ଦୁର୍ଗା ପୂଜା।
26/03/2026

ଆମ ଗାଁ ବାସନ୍ତୀ ଦୁର୍ଗା ପୂଜା।

।।ବାସନ୍ତୀ ଦୁର୍ଗା।।ବାସନ୍ତୀ ଦୁର୍ଗା ପୂଜା ହେଉଛି ମା ଦୁର୍ଗାଙ୍କ ଏକ ପବିତ୍ର ପୂଜା, ଯାହା ଚୈତ୍ର ମାସରେ ବସନ୍ତ ଋତୁ ସମୟରେ କରାଯାଏ।ଏହାକୁ ଚ...
25/03/2026

।।ବାସନ୍ତୀ ଦୁର୍ଗା।।
ବାସନ୍ତୀ ଦୁର୍ଗା ପୂଜା ହେଉଛି ମା ଦୁର୍ଗାଙ୍କ ଏକ ପବିତ୍ର ପୂଜା, ଯାହା ଚୈତ୍ର ମାସରେ ବସନ୍ତ ଋତୁ ସମୟରେ କରାଯାଏ।

ଏହାକୁ ଚୈତ୍ର ନବରାତ୍ରି ମଧ୍ୟ କୁହାଯାଏ। ଏହି ସମୟରେ ଭକ୍ତିମାନେ ମା ଦୁର୍ଗାଙ୍କୁ ୯ ଦିନ ଧରି ଭକ୍ତିଭାବରେ ପୂଜା କରନ୍ତି ଓ ଘରେ ଘଟ ସ୍ଥାପନା କରି ଦୁର୍ଗା ସପ୍ତଶତୀ ପାଠ କରନ୍ତି।

20/03/2026

ଓଡ଼ିଶା ବାସୀଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସର ହାର୍ଦ୍ଧିକ ଅଭିନ୍ଦନ।

ଜଣେ ସଫଳ କୃଷକ ର ବାଣୀ....
13/03/2026

ଜଣେ ସଫଳ କୃଷକ ର ବାଣୀ....

//ଚାଷ ଆମ ପାଇଁ କେତେ ଜରୁରୀ //

ମୋ ଗାଁ ଗୁହାଳି
07/03/2026

ମୋ ଗାଁ ଗୁହାଳି

//ମନ୍ଦିର ମାଳିନୀ ଗ୍ରାମ ଗୁହାଳି//

Address

Guhali
Jajpur

Telephone

+919937734901

Website

Alerts

Be the first to know and let us send you an email when Gourishankar sanskrutika parisada,Guhali posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Gourishankar sanskrutika parisada,Guhali:

Share