18/05/2026
🤣 ମାଇକିନା ମାନେ ଥରକରେ କାଇଁ ବୁଝନ୍ତିନି? ଜବରଦସ୍ତ ଓଡ଼ିଆ କମେଡି ଶାୟରୀ! 🔥
ନମସ୍କାର ବନ୍ଧୁଗଣ! ଆପଣମାନଙ୍କ ପାଇଁ ନେଇ ଆସିଛୁ ଏକ ନୂଆ ଏବଂ ସୁପରହିଟ୍ ଓଡ଼ିଆ କମେଡି ଭିଡିଓ। କୁକରରେ ୨-୩ଟା ସିଟି କାହିଁକି ବାଜେ ଜାଣିଛନ୍ତି? ଉତ୍ତର ଜାଣିବା ପାଇଁ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ।
ଯଦି ଭିଡିଓଟି ଆପଣଙ୍କ ମନକୁ ଛୁଇଁଥାଏ, ତେବେ Page କୁ Like ଏବଂ Follow କରନ୍ତୁ, ଆଉ ନିଜ ସାଙ୍ଗମାନଙ୍କୁ କମେଣ୍ଟରେ Tag କରନ୍ତୁ।