Uttam learning

Contact the establishment

Uttam learning Contact information, map and directions, contact form, opening hours, services, ratings, photos, videos and announcements from Uttam learning, Arts and entertainment, Cuttack.

🎬 Ollywood Updates & Movie News | 🎨 Poster Designer | 🎓 Educational Content Creator

📢 Brand Promotion & Movie Promotional Posters

📧 [email protected]

❤️ ଜୟ ଜଗନ୍ନାଥ

Hall ରେ Anubhav Mohanty ଙ୍କ Raavan Teaser ଦେଖି ସାରିବା ପରେ Whole Ollywood Shock 😲 ଅବସ୍ଥା କିଛି ଏମିତି... 😎🔥RAAVAN ର ଝଲକ ହିଁ...
14/06/2026

Hall ରେ Anubhav Mohanty ଙ୍କ Raavan Teaser ଦେଖି ସାରିବା ପରେ Whole Ollywood Shock 😲 ଅବସ୍ଥା କିଛି ଏମିତି... 😎🔥
RAAVAN ର ଝଲକ ହିଁ ଦର୍ଶକଙ୍କ ଉତ୍ସାହକୁ ଆକାଶଛୁଆଁ କରିଦେଇଛି।
ଏବେ ଅପେକ୍ଷା କେବଳ Official Release ର! 👑⚔️

କେମିତି ଲାଗିଲା ଅନୁଭବ ମହାନ୍ତିଙ୍କ ରାବଣ ଫିଲ୍ମ Teaser... ଦେଖି ନାହାନ୍ତି କି ତଳେ ଲିଙ୍କ୍ ଦେଇଛି ଦେଖି ଦିଅନ୍ତୁ... କେମିତି ଲାଗିଲା କୁହନ...
14/06/2026

କେମିତି ଲାଗିଲା ଅନୁଭବ ମହାନ୍ତିଙ୍କ ରାବଣ ଫିଲ୍ମ Teaser... ଦେଖି ନାହାନ୍ତି କି ତଳେ ଲିଙ୍କ୍ ଦେଇଛି ଦେଖି ଦିଅନ୍ତୁ... କେମିତି ଲାଗିଲା କୁହନ୍ତୁ teaser ?
Click To Watch
https://youtu.be/X-NdKqHHWFw?si=Wr381ZhOg6ssfHx5

"WOW! 🤩🤩 Anubhav Mohanty's Raavan Look Revealed at the End of the Odia Movie 'Chhakisuna' in Theatres!"
14/06/2026

"WOW! 🤩🤩 Anubhav Mohanty's Raavan Look Revealed at the End of the Odia Movie 'Chhakisuna' in Theatres!"

🎬 ତିନୋଟି ଓଡ଼ିଆ ଫିଲ୍ମ, ଗୋଟିଏ ରିଲିଜ୍ ତାରିଖ!ଓଡ଼ିଶାରେ ପ୍ରାୟ ୬୫–୭୦ଟି ସିନେମା ହଲ୍ ଥିବାବେଳେ, ଏକ ଦିନରେ ଏତେ ଓଡ଼ିଆ ଫିଲ୍ମ ରିଲିଜ୍ କରି...
13/06/2026

🎬 ତିନୋଟି ଓଡ଼ିଆ ଫିଲ୍ମ, ଗୋଟିଏ ରିଲିଜ୍ ତାରିଖ!

ଓଡ଼ିଶାରେ ପ୍ରାୟ ୬୫–୭୦ଟି ସିନେମା ହଲ୍ ଥିବାବେଳେ, ଏକ ଦିନରେ ଏତେ ଓଡ଼ିଆ ଫିଲ୍ମ ରିଲିଜ୍ କରିବା କେତେ ଠିକ୍ ଏବଂ କଣ ଦରକାର ଥିଲା ?

ନିଜ ନିଜ ଭିତରେ ଏତେ Compitition କାହିଁକି? ସବୁ ତ ଆମ ଓଡ଼ିଆ ଫିଲ୍ମ..
ଯଦି ରିଲିଜ୍ ତାରିଖ ଭିନ୍ନ ହୋଇଥାନ୍ତା, ହୁଏତ ତିନୋଟି ଫିଲ୍ମ ହିଁ ଅଧିକ ସ୍କ୍ରିନ୍ ଏବଂ ଦର୍ଶକଙ୍କ ସମର୍ଥନ ପାଇପାରିଥାନ୍ତା।

ଓଡ଼ିଆ ସିନେମାର ବିକାଶ ପାଇଁ ପ୍ରତିଯୋଗିତା ସହ ସହଯୋଗ ମଧ୍ୟ ଜରୁରୀ। ❤️

ଆପଣଙ୍କ ମତ କଣ? ଏକ ଦିନରେ ଏହି ଫିଲ୍ମଗୁଡ଼ିକ ରିଲିଜ୍ ହେବା ଠିକ୍ ନିଷ୍ପତ୍ତି ଥିଲା କି? 👇

🔥 ଓଡ଼ିଆ ସିନେମା ଜଗତ ପାଇଁ ବଡ଼ ଅପଡେଟ୍! 🔥“ ବୋଉ ବୁଟୁ ଭୂତ”ର ସଫଳତା ପରେ ବାବୁସାନ ମହାନ୍ତି ଆଉ ଏକ ନୂଆ ଆକ୍ସନ୍-ଡ୍ରାମା ଫିଲ୍ମ ସହ ଆସୁଛନ୍ତ...
13/06/2026

🔥 ଓଡ଼ିଆ ସିନେମା ଜଗତ ପାଇଁ ବଡ଼ ଅପଡେଟ୍! 🔥

“ ବୋଉ ବୁଟୁ ଭୂତ”ର ସଫଳତା ପରେ ବାବୁସାନ ମହାନ୍ତି ଆଉ ଏକ ନୂଆ ଆକ୍ସନ୍-ଡ୍ରାମା ଫିଲ୍ମ ସହ ଆସୁଛନ୍ତି। ଭାରତୀୟ ପୌରାଣିକ କାହାଣୀର ଛୁଆଁ ଥିବା ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ି ଚାଲିଛି।

ସବୁଠାରୁ ବଡ଼ ଆକର୍ଷଣ ହେଉଛି, ଏହି ଫିଲ୍ମରେ ଶକ୍ତିଶାଳୀ ଅଭିନେତା ଅଶୁତୋଷ ରାଣା ମୁଖ୍ୟ ପ୍ରତିନାୟକ ଭୂମିକାରେ ନଜର ଆସିପାରନ୍ତି।

🎬 ଫିଲ୍ମର ଟାଇଟଲ୍ ଘୋଷଣା:
📅 ୧୬ ଜୁଲାଇ

ଏହି ନୂଆ କାହାଣୀକୁ ନେଇ ଆପଣ କେତେ ଉତ୍ସାହିତ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 👇

13/06/2026

ଅନୁଭବ ମହାନ୍ତିଙ୍କ ଫିଲ୍ମ ଛକି ଶୂନ Life Time କେତେ ଟଙ୍କା କମେଇ ପାରିବ ?
ବୋଉ ବୁଟୁ ଭୁତ କୁ
କାଟିପାରିବ ?

🎬 ଆପଣଙ୍କ ମତରେ "ଛକି ଶୂନ" କେମିତି ଲାଗିଲା? 🤔ସିନେମାଟି ଦେଖିସାରିଲେ ନିଜର ସଠିକ୍ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ❤️👍 Hit👎 Flopକେବଳ ...
13/06/2026

🎬 ଆପଣଙ୍କ ମତରେ "ଛକି ଶୂନ" କେମିତି ଲାଗିଲା? 🤔

ସିନେମାଟି ଦେଖିସାରିଲେ ନିଜର ସଠିକ୍ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ❤️

👍 Hit
👎 Flop

କେବଳ Hit କିମ୍ବା Flop ନୁହେଁ, କାହିଁକି ସେହି ମତ ଦେଉଛନ୍ତି ତାହା ମଧ୍ୟ ଲେଖନ୍ତୁ। ଆପଣଙ୍କ ମତାମତ ହିଁ ଏହି ଫିଲ୍ମର ପ୍ରକୃତ ରିପୋର୍ଟ। 🎥✨

🔥 ରାବଣର ଆଗମନର ସଙ୍କେତ ମିଳିସାରିଛି... 🔥ବଡ଼ ପରଦାରେ ଆଜି ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ।RAA'V'AN କେବଳ ଏକ ନାମ ନୁହେଁ, ଏହା ଏକ ଶକ୍ତି, ଏକ...
13/06/2026

🔥 ରାବଣର ଆଗମନର ସଙ୍କେତ ମିଳିସାରିଛି... 🔥
ବଡ଼ ପରଦାରେ ଆଜି ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ।
RAA'V'AN କେବଳ ଏକ ନାମ ନୁହେଁ, ଏହା ଏକ ଶକ୍ତି, ଏକ ରହସ୍ୟ, ଏକ ଝଡ଼। ⚔️👑
"ଛକି ଶୂନ" ସହିତ ଥିଏଟରରେ ଦେଖନ୍ତୁ RAA'V'AN ର Exclusive Teaser ଏବଂ ଅନୁଭବ କରନ୍ତୁ ଏକ ଭିନ୍ନ ସିନେମାଟିକ୍ ଜଗତ।
🎬 ବଡ଼ ପରଦାର ରୋମାଞ୍ଚକୁ ମୋବାଇଲ୍‌ରେ ମାପି ହେବ ନାହିଁ!
🎟️ ଟିକେଟ୍ ବୁକ୍ କରନ୍ତୁ, ଥିଏଟରକୁ ଯାଆନ୍ତୁ ଏବଂ ଇତିହାସର ପ୍ରଥମ ପୃଷ୍ଠାର ସାକ୍ଷୀ ହୁଅନ୍ତୁ।

ଅପେକ୍ଷାର ଅନ୍ତ... ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ! 🔥ଭାଗ୍ୟର ଡାକରେ ଆସୁଛି "RAA'V'AN" — ଏକ ଏମିତି କାହାଣୀ, ଯାହା ରକ୍ତରେ ନୁହେଁ, ଭାଗ୍ୟରେ ...
13/06/2026

ଅପେକ୍ଷାର ଅନ୍ତ... ଆରମ୍ଭ ହେଲା ଏକ ନୂଆ ଅଧ୍ୟାୟ! 🔥
ଭାଗ୍ୟର ଡାକରେ ଆସୁଛି "RAA'V'AN" — ଏକ ଏମିତି କାହାଣୀ, ଯାହା ରକ୍ତରେ ନୁହେଁ, ଭାଗ୍ୟରେ ଲେଖାଯାଇଛି। ⚔️
"ଛକି ଶୂନ" ସହିତ ବଡ଼ ପରଦାରେ ଦେଖନ୍ତୁ RAA'V'AN ର ପ୍ରଥମ ଝଲକ।
ଏହା କେବଳ ଏକ ଟିଜର ନୁହେଁ, ଏକ ଶକ୍ତିଶାଳୀ ଅନୁଭବ। 💥
📽️ ମୋବାଇଲ୍ ସ୍କ୍ରିନ୍‌ରେ ନୁହେଁ, ବଡ଼ ପରଦାରେ ଏହାର ରୋମାଞ୍ଚ ଅନୁଭବ କରନ୍ତୁ।
🎟️ "ଛକି ଶୂନ" ପାଇଁ ଆଜିହିଁ ଟିକେଟ୍ ବୁକ୍ କରନ୍ତୁ ଏବଂ RAA'V'AN ର ପ୍ରଥମ ସାକ୍ଷୀ ହୁଅନ୍ତୁ।

Anubhav Mohanty

ଅନୁଭବ ମହାନ୍ତିଙ୍କ ଫିଲ୍ମ ଛକି ଶୂନ ଖେଳିବାକୁ ଲୋକ ପାଗଳ 😱😱
12/06/2026

ଅନୁଭବ ମହାନ୍ତିଙ୍କ ଫିଲ୍ମ ଛକି ଶୂନ ଖେଳିବାକୁ ଲୋକ ପାଗଳ 😱😱

Address

Cuttack

Website

Alerts

Be the first to know and let us send you an email when Uttam learning posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Uttam learning:

Shortcuts

Share