Likun Ashwin's Fans Club

Likun Ashwin's Fans Club �Music Will Not Leave You If You Love It Once�

A Beautiful Programme With Respected Dr Kalpana Mallick Mam (Women Commissioner Dist Kendrapara).
13/03/2026

A Beautiful Programme With Respected Dr Kalpana Mallick Mam (Women Commissioner Dist Kendrapara).

ଆମ ଅଞ୍ଚଳର ଜଣାଶୁଣା ତବଲା ବାଦକ ମାଷ୍ଟର ବାବୁ(ବାବୁ ଭାଇ)ଗତକାଲି ଆମକୁ ଛାଡି ଚାଲିଯାଇଛନ୍ତି।ପିଲା ବେଳେ ମୁଁ ଗୀତ ଗାଇଲା ସମୟରେ ମୋ ସହ ତବଲା ...
05/11/2025

ଆମ ଅଞ୍ଚଳର ଜଣାଶୁଣା ତବଲା ବାଦକ ମାଷ୍ଟର ବାବୁ(ବାବୁ ଭାଇ)ଗତକାଲି ଆମକୁ ଛାଡି ଚାଲିଯାଇଛନ୍ତି।ପିଲା ବେଳେ ମୁଁ ଗୀତ ଗାଇଲା ସମୟରେ ମୋ ସହ ତବଲା ସଂଗତ କରୁଥିଲେ।ସାଥୀ ହୋଇ ଆମେ ବହୁତ୍ କାର୍ଯ୍ୟକ୍ରମ କରିଛୁ।ସେ ସମୟକୁ ମୁଁ କେବେ ଭୁଲିପାରିବି ନାହିଁ।ସେ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ କାମ କରିଛନ୍ତି।ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ।

24/10/2025

A Beautiful Krishna Bhajan "Mera Aap Ki Kripa Se" Unplugged By Likun Ashwin
Special Thanks To Pratish Sahoo

11/10/2025

A Beautiful Hindi Song "Meri Mehbooba"Unplugged By Likun Ashwin
Special Thanks To Pratish Sahoo

30/09/2025

ଆସ ମା ଜଗତ ଜନନୀ,
କାସ ହାସ ଭରା ଶୁଭ୍ର ଶରତ
ତୁମ୍ଭକୁ ରହିଛି ଚାହିଁ।
ଶାରଦୀୟ ଦୁର୍ଗାପୂଜା ର ହାର୍ଦ୍ଦିକ ଶୁଭକାମନା। ମାଆ ଦୁର୍ଗା ସମସ୍ତଙ୍କ ଦୁଃଖ ଦୁର କରନ୍ତୁ।ଆନନ୍ଦ ଓ ସମୃଦ୍ଧିରେ ଭାରିଯାଉ ସମସ୍ତଙ୍କ ଜୀବନ।
ମୋ ଆରାଧ୍ୟା ଦେବୀ ମା ଦୁର୍ଗା ଙ୍କ ପାଇଁ ଏକ ଭକ୍ତି ଫୁଲ ଟିଏ ଅର୍ପଣ କରୁଛି।

27/08/2025

Wishing You Lots Of Happiness On Ganesh Chaturthi.May The Lord Bring More Prosperity Your Way.Happy Ganesh Chaturthi.

Address

Cuttack

Telephone

+916370218118

Website

Alerts

Be the first to know and let us send you an email when Likun Ashwin's Fans Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Likun Ashwin's Fans Club:

Share