Snigdha Kalpita

Snigdha Kalpita Contact information, map and directions, contact form, opening hours, services, ratings, photos, videos and announcements from Snigdha Kalpita, Arts and entertainment, Khannagar,Badambadi colony,Cuttack,odisha,, Cuttack.

ମରିବା ପର୍ଯ୍ୟନ୍ତ ଜୀବନରେ ବହୁତ୍ ଖରାପ ସମୟ ଏବଂ ଭଲ ସମୟ ଆସିଥାଏ,, ଖରାପ ସମୟରେ ବହୁତ୍ କାନ୍ଦିବା କଥା ନୁହେଁ ,, ଆଉ ଭଲ ସମୟରେ ବହୁତ୍ ଖୁସି ...
08/09/2025

ମରିବା ପର୍ଯ୍ୟନ୍ତ ଜୀବନରେ ବହୁତ୍ ଖରାପ ସମୟ ଏବଂ ଭଲ ସମୟ ଆସିଥାଏ,,
ଖରାପ ସମୟରେ ବହୁତ୍ କାନ୍ଦିବା କଥା ନୁହେଁ ,, ଆଉ ଭଲ ସମୟରେ ବହୁତ୍ ଖୁସି ହେବା କଥା ନୁହେଁ,,
କାରଣ ସବୁ କିଛି କ୍ଷଣିକ ପାଇଁ ଆସିଥାଏ,,
ବାସ୍ ସବୁ ସହି ବଞ୍ଚିବାକୁ ପଡେ..
କିନ୍ତୁ ସବୁ ବେଳେ ମୁହଁରେ ହସ ରଖି ଆଗକୁ ବଢ଼ିଯିବାକୁ ହିଁ ପ୍ରକୃତ ରେ ଜୀବନ କୁହାଯାଏ 😊

ବିବାହିତ ଜୀବନ କାଶ୍ମୀର ଭଳି ସୁନ୍ଦର କିନ୍ତୁ ବେଳେ ବେଳେ ଆତଙ୍କ ବି ହେଇଯାଏ 🤣 ସତ କହିଲି ନା ବୁଝିବା ଲୋକ ବୁଝିଯିବେ 🤔...
08/09/2025

ବିବାହିତ ଜୀବନ କାଶ୍ମୀର ଭଳି ସୁନ୍ଦର କିନ୍ତୁ ବେଳେ ବେଳେ ଆତଙ୍କ ବି ହେଇଯାଏ 🤣 ସତ କହିଲି ନା ବୁଝିବା ଲୋକ ବୁଝିଯିବେ 🤔...

ନିଜ ବଗିଚାରେ ହଜାରେ ଗୋଲାପ ଗଛ ଥିଲେବ ବି , ଜୀବନ ରେ ପ୍ରକୃତ ଖୁସି ର ବାସ୍ନା ତ ଝିଅ ଆସିଲା ପରେ ହିଁ ହୋଇଥାଏ । ମୋ କୁନି ଝିଅ 😀
08/09/2025

ନିଜ ବଗିଚାରେ ହଜାରେ ଗୋଲାପ ଗଛ ଥିଲେବ ବି , ଜୀବନ ରେ ପ୍ରକୃତ ଖୁସି ର ବାସ୍ନା ତ ଝିଅ ଆସିଲା ପରେ ହିଁ ହୋଇଥାଏ । ମୋ କୁନି ଝିଅ 😀

ଜଣେ ମହାନ୍ ନାରୀ ମୋ ଝିଅକୁ କହିଥିଲେ ଚେପ୍ଟି ନାକି, ୟାର ନାକ ତଳ ଏମିତି ଉଚ୍ଚା କଣ ପାଇଁ ହେଇଛି, ସବୁ ବେଳେ ନାକ ତଳ ଚାପେ ନହେଲେ ମୁଁହ ଭଲ ଦେ...
07/09/2025

ଜଣେ ମହାନ୍ ନାରୀ ମୋ ଝିଅକୁ କହିଥିଲେ ଚେପ୍ଟି ନାକି, ୟାର ନାକ ତଳ ଏମିତି ଉଚ୍ଚା କଣ ପାଇଁ ହେଇଛି, ସବୁ ବେଳେ ନାକ ତଳ ଚାପେ ନହେଲେ ମୁଁହ ଭଲ ଦେଖା ଜୀବନୀ ଇୟେ ତା ବାପା ଭଳିଆ ମୁଁହ ଆଣିଛି ...!!! ମୁଁ ସେତେବେଳେ ଚୁପ୍ ରହିଥିଲି କାରଣ କାହାକୁ ବି ମୁହଁରେ ଅପମାନ ଦେବାର ସଂସ୍କାର ଆମେ ପାଇନୁ l ଜବାବ୍ ସମସ୍ତେ ଦେଇପାରିବେ ସମସ୍ତଙ୍କୁ ଝଗଡ଼ା କରିବା ଜଣା କିନ୍ତୁ ଆମେ ଭଦ୍ର ସମାଜରେ ବସବାସ କରୁ, ଅଭଦ୍ର ଭଳି ବ୍ୟବହାର କରିବୁ କେମିତି ?
କିନ୍ତୁ ସହିବାର ବି ଗୋଟେ ସୀମା ଥାଏ, ସେ ସୀମା ଡେଇଁଗଲେ ସବୁଦିନ ସହୁଥିବା ଲୋକଟି ଯେତେବେଳ କହିବା ଆରମ୍ଭ କରିଦେବ ସେତେବେଳେ ଆପଣ ସହିପାରିବେ ତ...??
ସୁନ୍ଦର ହେଉ କି ଅସୁନ୍ଦର ନିଜ ଛୁଆ ନିଜକୁ ସବୁଠୁ ସୁନ୍ଦର ଲାଗେ, ଏଇଟା ସବୁ ବାପା ମା'ଙ୍କ କଥା l 😃

Address

Khannagar,Badambadi Colony,Cuttack,odisha,
Cuttack

Website

Alerts

Be the first to know and let us send you an email when Snigdha Kalpita posts news and promotions. Your email address will not be used for any other purpose, and you can unsubscribe at any time.

Share