Prakruta News.

Prakruta News. Prakruta News is one of the Odisha's Leading 24/7 Information Channel Covering the latest news, affairs, Entertainment and Spiritual matters.

odia news,odianews, odisha news,odia news 18,odisha news updates, oriya news,odia news live, odia live news

 #ଖୁଦୁରୁକୁଣୀ_ପୂଜା_ପାଇଁ_ନଦୀକୁ_ଯାଇ_ବୁ-ଡ଼ିଗଲେ ଯୁବତୀଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ଘଟିଲା ଅଘଟଣ। ଧାମନଗର ଅଞ୍ଚଳର ୪ ଜଣ ଝିଅ ରେବ ନଦ...
23/08/2026

#ଖୁଦୁରୁକୁଣୀ_ପୂଜା_ପାଇଁ_ନଦୀକୁ_ଯାଇ_ବୁ-ଡ଼ିଗଲେ ଯୁବତୀ
ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ଘଟିଲା ଅଘଟଣ। ଧାମନଗର ଅଞ୍ଚଳର ୪ ଜଣ ଝିଅ ରେବ ନଦୀକୁ ଯାଇଥିବାବେଳେ ପାଣିରେ ଗୋଡ଼ ଖସିଯାଇଥିଲା। ୩ ଜଣ ଅଳ୍ପକେ ଉଦ୍ଧାର ପାଇଥିବାବେଳେ ୧୮ ବର୍ଷୀୟ ଇପ୍ସିତା ନାଥ ପାଣିରେ ବୁ-ଡ଼ି ଯାଇଥିଲେ। ପରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃ-ତ ଘୋଷଣା କରିଥିଲେ #ଖୁଦୁରୁକୁଣୀପୂଜା #ଓଡ଼ିଶାଖବର #ଧାମନଗର #ଭଦ୍ରକ #ନଦୀରେବୁଡ଼ି #ଦୁଃଖଦଘଟଣା

 ାଇରସର_ଆତଙ୍କ_ପୁଣି_ବଢୁଛି_ସଂକ୍ରମଣ !ଦିଲ୍ଲୀରେ ବଢୁଛି H1N1 ବା ସ୍ୱାଇନ୍ ଫ୍ଲୁ ମାମଲା। ଚଳିତ ବର୍ଷ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହ...
23/08/2026

ାଇରସର_ଆତଙ୍କ_ପୁଣି_ବଢୁଛି_ସଂକ୍ରମଣ !
ଦିଲ୍ଲୀରେ ବଢୁଛି H1N1 ବା ସ୍ୱାଇନ୍ ଫ୍ଲୁ ମାମଲା। ଚଳିତ ବର୍ଷ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି। ଜ୍ୱର, କାଶ, ଗଳା ଦରଜ ଓ ଶରୀର ବେଦନା ଭଳି ଲକ୍ଷଣ ଦେଖାଦେଲେ ସତର୍କ ରୁହନ୍ତୁ। ଭିଡ଼ରେ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଏବଂ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

 #ଦୁଷ୍କର୍ମ_ଅଭିଯୋଗରେ_SI_ଗିରଫ ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ସମ୍ପର୍କ ରଖିବା ଓ ପରେ ପ୍ରତାରଣା...
23/08/2026

#ଦୁଷ୍କର୍ମ_ଅଭିଯୋଗରେ_SI_ଗିରଫ
ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିବା ଅଭିଯୋଗରେ ବନ୍ଧା ହେଲେ SI ବାବୁ। ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ସବଇନସ୍ପେକ୍ଟର ପ୍ରଭାତ କୁମାର ନାୟକଙ୍କୁ ଗିରଫ କରିଛି ପୋଲିସ। ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି

 #ଗୋଟିଏ_ମାସରେ_୨୨%_ବୃଦ୍ଧି_ପାଇଛି_ଚିନି_ଦର
23/08/2026

#ଗୋଟିଏ_ମାସରେ_୨୨%_ବୃଦ୍ଧି_ପାଇଛି_ଚିନି_ଦର

 #ହାର୍ଦ୍ଦିକଙ୍କ_ଟ୍ରେଡ_ଡିଲ୍_ପୂର୍ବରୁ_MI_ର_ମାଷ୍ଟର_ପ୍ଲାନ,ମୁମ୍ବାଇ ଇଣ୍ଡିଆନ୍ସରେ ‘ଡାଇରେକ୍ଟର ଅଫ୍ ପରଫର୍ମାନ୍ସ’ ଭାବେ ଯୋଡ଼ିହେଲେ ଜୁବିନ ...
23/08/2026

#ହାର୍ଦ୍ଦିକଙ୍କ_ଟ୍ରେଡ_ଡିଲ୍_ପୂର୍ବରୁ_MI_ର_ମାଷ୍ଟର_ପ୍ଲାନ,ମୁମ୍ବାଇ ଇଣ୍ଡିଆନ୍ସରେ ‘ଡାଇରେକ୍ଟର ଅଫ୍ ପରଫର୍ମାନ୍ସ’ ଭାବେ ଯୋଡ଼ିହେଲେ ଜୁବିନ ଭଋଚା। ଖେଳାଳିଙ୍କ ବିକାଶ ଓ ପରଫର୍ମାନ୍ସ ସୁଧାର ପାଇଁ ସେ ସପୋର୍ଟ ଷ୍ଟାଫଙ୍କ ସହ କାମ କରିବେ। ଏପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍ ନେଇ ଚର୍ଚ୍ଚା ଜୋର। ହାର୍ଦ୍ଦିକ ଗଲେ ତିଲକ ବର୍ମା ହୋଇପାରନ୍ତି MIର ପରବର୍ତ୍ତୀ ଅଧିନାୟକ

 #ପୁଣି_ଆସୁଛି_ଲଘୁଚାପବଙ୍ଗେ'ପସାଗରରେ ସକ୍ରିୟ ପୁର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୁତ ହେଭବାବେଳେ ଆଗାମୀ ୨୪ରୁ ୩୨ ଘଣ୍ଟା ମଧ୍ୟରେ ଏହା ଲଘୁଡାପର ରୁ...
22/08/2026

#ପୁଣି_ଆସୁଛି_ଲଘୁଚାପ
ବଙ୍ଗେ'ପସାଗରରେ ସକ୍ରିୟ ପୁର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୁତ ହେଭବାବେଳେ ଆଗାମୀ ୨୪ରୁ ୩୨ ଘଣ୍ଟା ମଧ୍ୟରେ ଏହା ଲଘୁଡାପର ରୁପ ନେଲେପାରେ । ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷାର ପରିମାଣ ବଢିବା ସମ୍ଭାବନା ରହିଛି

 #ଓଢ଼ଣୀ_ନେଲା_ମହିଳାଙ୍କ_ଜୀବନନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ...
22/08/2026

#ଓଢ଼ଣୀ_ନେଲା_ମହିଳାଙ୍କ_ଜୀବନ
ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇ ଥିବା ଜଣାପଡ଼ିଛି
ସୂଚନାନୁଯାୟୀ, ଝରିଗାଁ ଗ୍ରାମର ଶିବ ରାମ ପାଢ଼ୀ ଏବଂ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପାତ୍ର(୩୧) ଏକ ବାଇକ୍‌ ଯୋଗେ ଘରୁ E-KYC କରିବା ପାଇଁ ଉମରକୋଟ ସ୍ଥିତ ଗ୍ୟାସ ଅଫିସ ଯାଉଥିଲେ। ଏକମ୍ବା ଗ୍ରାମ ବିଦ୍ୟାଳୟ ନିକଟରେ ଗୀତାଞ୍ଜଳି ପକାଇଥିବା ଓଢ଼ଣୀ ବାଇକର ପଛ ଚକାରେ ଗୁଡ଼ାଇ ହୋଇଯାଇଥିଲା। ଫଳରେ ଗୀତାଞ୍ଜଳି ଗାଡ଼ି ଚଳନ୍ତା ଅବସ୍ଥାରେ ମୁହଁମାଡ଼ି ତଳେ ପଡିଯାଇଥିଲେ। ସେହି ରାସ୍ତା ଦେଇ ଆସୁଥିବା ପ୍ରିୟରଞ୍ଜନ ମଲ୍ଲିକ ଘଟଣା ଦେଖି ଉଭୟଙ୍କୁ ଏକ ଅଟୋ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମୁହଁରେ ଗଭୀର ଆଘାତ ସହ ନାକ ଓ କାନ ପଟୁ ରକ୍ତ ବନ୍ଦ ନ ହେବା ଯୋଗୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କୋରାପୁଟ ଯିବା ସମୟରେ ଜୟପୁର ପହଞ୍ଚିବା ପୂର୍ବରୁ ଗୀତାଞ୍ଜଳିଙ୍କ ଦେହାନ୍ତ ହୋଇଯାଇଥିଲା। ଶେଷରେ ଜୟପୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେଠାରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

 ୍ଟାରେ_୧୫_ହଜାର_ବଢ଼ିଲା_ଦର !ଦେଶରେ ସୁନା ଏବଂ ରୂପା ମୂଲ୍ୟରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ବଜାର...
22/08/2026

୍ଟାରେ_୧୫_ହଜାର_ବଢ଼ିଲା_ଦର !
ଦେଶରେ ସୁନା ଏବଂ ରୂପା ମୂଲ୍ୟରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ବଜାରରେ ସୁନା ଓ ରୂପା ମୂଲ୍ୟ ଗତ ୩ ମାସର ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ହାଜିର ବଜାରରେ ୯୯.୯% ଶୁଦ୍ଧତା ବିଶିଷ୍ଟ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପ୍ରାୟ ୧,୬୩,୫୦୦ ଟଙ୍କାରେ ପହଞ୍ଚିଛି

 #ଦେଶରେ_ଚିନି_ଦରବୃଦ୍ଧି_ପଛରେ_ସରକାରଙ୍କ_ତୁଚିପୂର୍ଣ_ଆକଳନ ଚିନି ଦରବୁଦ୍ଧି ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆକଳନ ଓ ଅତ୍ୟଧିକ ରପ୍ତାନି ଅନୁମ...
22/08/2026

#ଦେଶରେ_ଚିନି_ଦରବୃଦ୍ଧି_ପଛରେ_ସରକାରଙ୍କ_ତୁଚିପୂର୍ଣ_ଆକଳନ ଚିନି ଦରବୁଦ୍ଧି ପଛରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆକଳନ ଓ ଅତ୍ୟଧିକ ରପ୍ତାନି ଅନୁମତି ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି।

→ ୨୦୨୫-୨୬ରେ ୫.୭ ନିୟୁତ ଟନ ବଳକି। ଶଟ୍ ଥିବାବେଳେ ଚଳିତ ବର୍ଷ ୨୭.୯ ନିୟୁତ ଟନ୍‌’ ଉପାଦନ ହେବ ବୋଲି ଆକଳନ କରାଯାଇଥିଲା I

> ଏହାକୁ ଆଧାର କରି ୨ ନିୟୁତ ଟନ୍ ଚିନି ରପ୍ତାନିକୁ ଅନୁମତି ମିଳିଥିଲା ।

 #ଇଣ୍ଡିଗୋ_ଯାତ୍ରୀଙ୍କ_ପାଇଁବଡ଼_ସତର୍କତାଯଦି ଆପଣଙ୍କର କୌଣସି ଯାତ୍ରା ଯୋଜନା ଅଛି କିମ୍ ନିକଟ ଭବିଷ୍ୟତରେ ବିମାନ ଟିକେଟୁ ବୁକ କରିବାକୁ ଯୋଜନା...
22/08/2026

#ଇଣ୍ଡିଗୋ_ଯାତ୍ରୀଙ୍କ_ପାଇଁବଡ଼_ସତର୍କତା
ଯଦି ଆପଣଙ୍କର କୌଣସି ଯାତ୍ରା ଯୋଜନା ଅଛି କିମ୍ ନିକଟ ଭବିଷ୍ୟତରେ ବିମାନ ଟିକେଟୁ ବୁକ କରିବାକୁ ଯୋଜନା କରୁଛନ୍ତି, ତେବେ ସତର୍କ ରୁହନ୍ତୁ । ଇଣ୍ଡିଯୋ ଏହାର ଗ୍ରାହକମାନଙ୍କ ପାଇଁ ଏକ ସତର୍କତା ଜାରି କରିଛି ।ବିମାନ କଯାନୀ କହିଛି ଯେ, ଏହାର ୱେବସାଇଟ୍

Address

Bhubaneswar , Odisha
Bhubaneswar
751005

Website

Alerts

Be the first to know and let us send you an email when Prakruta News. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share