Tanisha

Tanisha ଭାସ୍କର ଓଡ଼ିଆ
📖 ଭାଷାରୁ ଭାବନା ପର୍ଯ୍ୟନ୍ତ
🎭 ଓଡ଼ିଶାର କଳା, ସଂସ୍କୃତି ଓ ଗର୍ବର କାହାଣୀ
🚩 ମୋ ଭାଷା, ମୋ ସଂସ୍କୃତି, ମୋ ଗର୍ବ
(1)

ପୁଅ ହେବ ତ ଏମିତି😍❤️ ବାପାଙ୍କୁ ବଞ୍ଚାଇବା ପାଇଁ ପୁଅ ନିଜ ଯକୃତର ୭୫% ଦାନ କଲା, ବାପା ପାଇଲେ ଜୀବନର ଦ୍ୱିତୀୟ ସୁଯୋଗ।❤️🙏 ପୁଅ ହେଲେ ଏମିତି। ...
16/06/2026

ପୁଅ ହେବ ତ ଏମିତି
😍❤️ ବାପାଙ୍କୁ ବଞ୍ଚାଇବା ପାଇଁ ପୁଅ ନିଜ ଯକୃତର ୭୫% ଦାନ କଲା, ବାପା ପାଇଲେ ଜୀବନର ଦ୍ୱିତୀୟ ସୁଯୋଗ।

❤️🙏 ପୁଅ ହେଲେ ଏମିତି। 🙏❤️

(“ଲିଭର” ପାଇଁ ଓଡ଼ିଆରେ “ଯକୃତ” ଶବ୍ଦଟି ଅଧିକ ଶୁଦ୍ଧ ଓ ଉପଯୁକ୍ତ।)

ଚାମେଲି ଙ୍କ ପ୍ରତି ଅନ୍ୟାୟ କରିଥିବା ସମ୍ପୃକ୍ତ ଆଇଆଇସି, ଆଉ ବିଡିଓ ଙ୍କୁ ତୁରନ୍ତ ସସ୍ପେଣ୍ଡ କରିବା ଉଚିତ୍ କି??
15/06/2026

ଚାମେଲି ଙ୍କ ପ୍ରତି ଅନ୍ୟାୟ କରିଥିବା ସମ୍ପୃକ୍ତ ଆଇଆଇସି, ଆଉ ବିଡିଓ ଙ୍କୁ ତୁରନ୍ତ ସସ୍ପେଣ୍ଡ କରିବା ଉଚିତ୍ କି??

କଣ ଆସନ୍ତା ନିର୍ବାଚନ ରେ ଆପଣ ବିଜେପି କୁ ଭୋଟ ଦେବେ କି...?
15/06/2026

କଣ ଆସନ୍ତା ନିର୍ବାଚନ ରେ ଆପଣ ବିଜେପି କୁ ଭୋଟ ଦେବେ କି...?

କଣ ଲାଗୁଚି ମୁ ଆଉ ଥରେ ଯଦି ନିର୍ବାଚନ କୁ ଫେରିବି, ମତେ ଭୋଟ ଦେବେ କି???
15/06/2026

କଣ ଲାଗୁଚି ମୁ ଆଉ ଥରେ ଯଦି ନିର୍ବାଚନ କୁ ଫେରିବି, ମତେ ଭୋଟ ଦେବେ କି???

ଓଡ଼ିଶା ବାସୀ କଣ ମୋ ସାଥିରେ ଅଛନ୍ତି କି? ଯଦି ହଁ ତାହାଲେ ନିହାତି ଗୋଟେ ଲାଇକ କରି ନିଜ ସମର୍ଥନ ଜଣାନ୍ତୁ
15/06/2026

ଓଡ଼ିଶା ବାସୀ କଣ ମୋ ସାଥିରେ ଅଛନ୍ତି କି? ଯଦି ହଁ ତାହାଲେ ନିହାତି ଗୋଟେ ଲାଇକ କରି ନିଜ ସମର୍ଥନ ଜଣାନ୍ତୁ

ମାତ୍ର ୧୫ ବର୍ଷ ରେ ଭାରତ ପାଇଁ ଖେଳୁଥିବା ଏଇ ବିସ୍ମୟ ବାଳକ ବେଭବ ପାଇଁ ଗୋଟେ ଲାଇକ ନିହାତି ଦେବେ
15/06/2026

ମାତ୍ର ୧୫ ବର୍ଷ ରେ ଭାରତ ପାଇଁ ଖେଳୁଥିବା ଏଇ ବିସ୍ମୟ ବାଳକ ବେଭବ ପାଇଁ ଗୋଟେ ଲାଇକ ନିହାତି ଦେବେ

କଣ ଆପଣ ବିଜେପି ସରକାର ରେ ଖୁସି କି? ନିଜ ମତ ନିହାତି ଦେବେ
13/06/2026

କଣ ଆପଣ ବିଜେପି ସରକାର ରେ ଖୁସି କି? ନିଜ ମତ ନିହାତି ଦେବେ

ପତ୍ନୀଙ୍କ ଗର୍ଭରେ କାହାର ବି ଶିଶୁ ଥାଉ, ଯାହା ସହିତ ତାଙ୍କର ବିବାହ ହୋଇଥିବ ସେହି ବ୍ୟକ୍ତିଙ୍କୁ ହିଁ ସେହି ଶିଶୁର ପିତା ବୋଲି ମନାଯିବ — ସୁପ୍...
13/06/2026

ପତ୍ନୀଙ୍କ ଗର୍ଭରେ କାହାର ବି ଶିଶୁ ଥାଉ, ଯାହା ସହିତ ତାଙ୍କର ବିବାହ ହୋଇଥିବ ସେହି ବ୍ୟକ୍ତିଙ୍କୁ ହିଁ ସେହି ଶିଶୁର ପିତା ବୋଲି ମନାଯିବ — ସୁପ୍ରିମ କୋର୍ଟ

କୌଣସି ନେତାଙ୍କୁ ସାମାନ୍ୟ ଆଘାତ ଲାଗିଲେ ସମଗ୍ର ଦେଶ ଓ ମିଡିଆ ଦୁଃଖ ପ୍ରକାଶ କରେ, କିନ୍ତୁ ମୋର ଭାଇ କମାଣ୍ଡୋ ଅମିତ ରାଣା, ଯିଏ ଶୌର୍ୟ ଚକ୍ରରେ...
12/06/2026

କୌଣସି ନେତାଙ୍କୁ ସାମାନ୍ୟ ଆଘାତ ଲାଗିଲେ ସମଗ୍ର ଦେଶ ଓ ମିଡିଆ ଦୁଃଖ ପ୍ରକାଶ କରେ, କିନ୍ତୁ ମୋର ଭାଇ କମାଣ୍ଡୋ ଅମିତ ରାଣା, ଯିଏ ଶୌର୍ୟ ଚକ୍ରରେ ସମ୍ମାନିତ ହୋଇଥିଲେ, ତାଙ୍କ ଶହୀଦ ହେବା ପରେ ମଧ୍ୟ କେହି ଶ୍ରଦ୍ଧାଞ୍ଜଳି ଦେଉନାହାନ୍ତି।" 🙏🇮🇳💔

ଭିକ୍ଷା ମାଗିବାକୁ ଆସିଥିବା ଭିକାରୀ ସହ ୬ ପିଲା ର ମା'ଙ୍କର ପ୍ରେମ ହେଲା, ଏବଂ ସେ ତାଙ୍କ ସହ ପଳାଇଗଲେ!
12/06/2026

ଭିକ୍ଷା ମାଗିବାକୁ ଆସିଥିବା ଭିକାରୀ ସହ ୬ ପିଲା ର ମା'ଙ୍କର ପ୍ରେମ ହେଲା, ଏବଂ ସେ ତାଙ୍କ ସହ ପଳାଇଗଲେ!

Address

Bhubaneswar

Telephone

+18658745155

Website

Alerts

Be the first to know and let us send you an email when Tanisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Establishment

Send a message to Tanisha:

Shortcuts

Share