05/06/2024
ରାମ ରାମ କହିକି ରାମ ରାଜ୍ୟରେ ଜିତି ପାରିଲାନି ସେଠାକାର ଲୋକ ବୋକା। ଆମ ରାଜ୍ୟରେ ଚଲାକ୍ ଭରି ଅଛନ୍ତି। ସେଠୁ ହାରୁଛୁ ବୋଲି ଏଠୁ ଜିତାଇ ଦେଲେ। ଧନ୍ୟରେ ଜନତା। ଏବେ ଆଉ କେହି ଦାଦନ ଖଟିବାକୁ ବାହାରକୁ ଯିବେନି ସବୁ ନିଜ ନିଜ ସହରରେ ପାକୁଡି ଛାଣିବେ। ଅଛେ ଦିନ ୧୦ ବର୍ଷ ପରୋକ୍ଷରେ ଦେଖିଥିଲୁ ଏବେ ପ୍ରତକ୍ଷରେ ଆଂଗେ ନିଭେଇବେ।
ଜୟ ଜଗନ୍ନାଥ
#ଚୋର_ହାତରେ_ଚାବିକାଠି