26/09/2026
ଗାଁ ଖେତ ଭିତରେ ପୁଅଟା ଗୋଟେ ଅଜବ ଅସୁବିଧାରେ ପଡ଼ିଗଲା 😅
ଗୋଟେ ହାତ ଭଙ୍ଗିଥିବାରୁ ଭାଉଜିଙ୍କୁ ସାହାଯ୍ୟ ମାଗିଲା… କିନ୍ତୁ ଭାଉଜି ଯେତେବେଳେ କଥାଟା ଶୁଣିଲେ, ତାଙ୍କ ରାଗ ଦେଖିବା ଭଳି ହେଇଗଲା! 😂🔥
ଏହି ଭିଡିଓଟି କେବଳ ମନୋରଞ୍ଜନ ଓ କମେଡି ପାଇଁ ତିଆରି କରାଯାଇଛି। କାହାରି ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ।
#ଓଡ଼ିଆରୀଲସ