Pradipt Music

Pradipt Music 24×7 Music

ପ୍ରଦୀପ୍ତ music ପରିବାର ତରଫରୁ ପବିତ୍ର ମହା ଶିବରାତ୍ରୀର ହାର୍ଦ୍ଦିକ ଶୁଭକାମନା🙏🙏  |   |   |   |   |   |
15/02/2026

ପ୍ରଦୀପ୍ତ music ପରିବାର ତରଫରୁ ପବିତ୍ର ମହା ଶିବରାତ୍ରୀର ହାର୍ଦ୍ଦିକ ଶୁଭକାମନା🙏🙏
| | | | | |

 #ଅଶ୍ରୁଳଶ୍ରଦ୍ଧାଞ୍ଜଳିପ୍ରସିଦ୍ଧ ଓଡିଆ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ୰ ଅଭିଜିତ ମଜୁମଦାର ଙ୍କ ଦେହାନ୍ତ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆ...
25/01/2026

#ଅଶ୍ରୁଳଶ୍ରଦ୍ଧାଞ୍ଜଳି
ପ୍ରସିଦ୍ଧ ଓଡିଆ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ୰ ଅଭିଜିତ ମଜୁମଦାର ଙ୍କ ଦେହାନ୍ତ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା #ଅଭିଜିତମୁଜୁମଦାର
ଓଁ ଶାନ୍ତି 🙏

ନାଟକ ଆଖିର ଜନମ କାନ୍ଦିବା ପାଇଁ
19/01/2026

ନାଟକ ଆଖିର ଜନମ କାନ୍ଦିବା ପାଇଁ

18/01/2026

ନାଟକ-ଆଖିର ଜନମ କାନ୍ଦିବା ପାଇଁ (ବାପ ପୁଅର ମିଳନ) ଅପେରା ପୁରୁଷୋତ୍ତମ #ସିଂହବାହିନୀ

13/01/2026

ପାଣ୍ଡବଘେରା ଗାଁ ଆମ ଚିଞ୍ଚିଡ଼ା Gan Ama Chinchida village song

Pandabghera New Song

Singer - Sourav Bharadwaj & Deepti

Music - Chandan Barik

lyricist - Chandan Barik

​ ​ ​ ​

ଆସୁଅଛି ଆପଣଙ୍କର ଅତି ଆପଣାର,ବହୁ ପ୍ରତିକ୍ଷିତ , ନବମ ଔପଦା ଆଞ୍ଚଳିକ ମହୋତ୍ସବ -୨୦୨୬ମାର୍ଚ୍ଚ ୨୫ ରୁ ୩୧ (୭ ଦିନ)ଓଲିଉଡ଼ ଏବଂ ବଲିଉଡ ଷ୍ଟାର  ...
12/01/2026

ଆସୁଅଛି ଆପଣଙ୍କର ଅତି ଆପଣାର,ବହୁ ପ୍ରତିକ୍ଷିତ , ନବମ ଔପଦା ଆଞ୍ଚଳିକ ମହୋତ୍ସବ -୨୦୨୬
ମାର୍ଚ୍ଚ ୨୫ ରୁ ୩୧ (୭ ଦିନ)
ଓଲିଉଡ଼ ଏବଂ ବଲିଉଡ ଷ୍ଟାର

28/11/2025

ପରିବର୍ତ୍ତନ ଓଡ଼ିଆ ଷ୍ଟୋରୀ Paribartan Odia short
movie
ଭଲ ଲାଗିଲେ ଲାଇକ ଏବଂ କମେଣ୍ଟ ସେୟାର କରନ୍ତୁ

 #ଚାଲିଗଲେ_ହ୍ୟୁମାନ_ସାଗରଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। ୩୪ ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର। ଏମସରେ ଚିକିତ୍ସାଧୀ...
17/11/2025

#ଚାଲିଗଲେ_ହ୍ୟୁମାନ_ସାଗର
ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ। ୩୪ ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର। ଏମସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର। ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ। ହ୍ୟୁମାନଙ୍କର ଏକାଧିକ ଅଙ୍ଗ କାମ କରୁନଥିଲା। ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା। ତରଙ୍ଗ ଟିଭି ଭଏସ ଅଫ୍ ଓଡି଼ଶା ସିଜିନ-2ର ୱିନର ଥିଲେ। ପ୍ରଦୀପ୍ତ ମ୍ୟୁଜୀକ ପରିବାର ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଦୀପ୍ତ ମ୍ୟୁଜିକ୍ ପରିବାର ତରଫରୁ ମହାପ୍ରଭୁ ଙ୍କ ପାଖରେ ପ୍ରାର୍ଥନା...
06/09/2025

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରଦୀପ୍ତ ମ୍ୟୁଜିକ୍ ପରିବାର ତରଫରୁ ମହାପ୍ରଭୁ ଙ୍କ ପାଖରେ ପ୍ରାର୍ଥନା 🙏

Address

Odissa
Bangalore

Website

Alerts

Be the first to know and let us send you an email when Pradipt Music posts news and promotions. Your email address will not be used for any other purpose, and you can unsubscribe at any time.

Share